Browsing Category

Politics

ଦିଦି ଜାରି କଲେ ଫତଓ୍ୱା ! ‘ହାଲୋ’ ବଦଳରେ କହିବେ ‘ଜୟ ବାଂଲା, ଜୟ ହିନ୍ଦ’

କୋଲକାତା: ‘ଜୟ ଶ୍ରୀରାମ’ ନାରା ଶୁଣି ରାଗି ଯାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତୃଣମୂଳ କଂଗ୍ରେସର ଦଳୀୟ କର୍ମକର୍ତ୍ତାଙ୍କ ଲାଗି ଏକ ନୂଆ ନାରା ଜାରି କରିଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ…
Read More...

ଦାୟିତ୍ବ ଗ୍ରହଣ କଲେ ଅମିତ ଶାହ ଓ ରାଜନାଥ ସିଂ

ନୂଆଦିଲ୍ଲୀ : ଆଜି ଦେଶର ନୂଆ ଗୃହମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିଛନ୍ତି  ଅମିତ ଶାହ ।  ସେ ଦେଶର ୩୦ତମ ଗୃହମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଜେପିର ଚାଣକ୍ୟ ଭାବେ ଜଣାଶୁଣା ଅମିତ ଶାହ ଆଜି ଗୃହ…
Read More...

ପୁଣି ଥରେ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଶନିବାର ଦିନ ଜାତୀୟ ରାଜଧାନୀରେ ନବନିର୍ବାଚିତ କଂଗ୍ରେସ ଲୋକସଭା ସାଂସଦଙ୍କର ପ୍ରଥମ ବୈଠକରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ପୁଣି ଥରେ ନିର୍ବାଚିତ କରାଯାଇଛି।ସମ୍ପ୍ରତି…
Read More...

ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବର : ଆଜି ବିଜେଡିର  ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ତାଙ୍କ ନାଆଁ ଘୋଷଣା…
Read More...

ଜୁଏଲଙ୍କ ଦିଲ୍ଲୀ ଘରେ ବିଜେପି ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ମୋଦି ସରକାରରେ ମନ୍ତ୍ରୀ ଭାବେ ସ୍ଥାନ ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ…
Read More...

ଶନିବାର ବିଧାନସଭା ବାଚସ୍ପତି ନିର୍ବାଚନ

ଭୁବନେଶ୍ବର : ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବାଚସ୍ପତି ନିର୍ବାଚନ ପାଇଁ ବିଧାସଭା ସଚିବ ଏକ ନୋଟିସ ଜାରି କରିଛନ୍ତି । ଶନିବାର ଦିନ ୧୧ଟା ବେଳେ ବିଧାନସଭା ଅଧିବେଶନରେ ବାଚସ୍ପତି…
Read More...

ପ୍ରତାପ ଏବଂ ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ମନ୍ତ୍ରୀ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଢଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ୱିଟ୍ ଯୋଗେ ଏହି ଦୁଇନେତାଙ୍କୁ ଓଡିଶାର ସ୍ୱର ଦିଲ୍ଲୀରେ…
Read More...

ଅମିତ ଶାହଙ୍କୁ ସ୍ବରାଷ୍ଟ୍ର, ରାଜନାଥ ପ୍ରତିରକ୍ଷା, ନିର୍ମଳାଙ୍କୁ ଅର୍ଥ ମନ୍ତ୍ରଣାଳୟ; ଜାଣନ୍ତୁ ଅନ୍ୟ କାହାକୁ ମିଳିଲା…

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ  ଶପଥ ଗ୍ରହଣ କରିଛନ୍ତି । ଶନିବାର…
Read More...

ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ବିଭିନ୍ନ ବିଭାଗର ମନ୍ତ୍ରାଳୟ ବଣ୍ଟନ ସକାଶ ଶୁକ୍ରବାର ଅପରାହ୍ଣ ୫ଟାରେ ନବ ନିର୍ବାଚିତ ମୋଦୀ ସରକାର ପ୍ରଥମ ଥର ପାଇଁ ସାଉଥ୍‌ ବ୍ଲକ୍‌ରେ ବୈଠକ ବସାଇବାକୁ ଯାଉଛନ୍ତି। ମନ୍ତ୍ରାଳୟ ଆବଣ୍ଟନ ସଂକ୍ରାନ୍ତରେ…
Read More...

ମୋଦୀଙ୍କ ନୂଆ କ୍ୟାବିନେଟ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ଆଜି ସଂଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କୁ…
Read More...

ମୋଦିଙ୍କ ୨ୟ ଇନିଙ୍ଗରେ ଶେଷ ହେଲା ଅରୁଣ ଜେଟଲୀ, ସୁଷମାଙ୍କ ଶାସନ

ନୂଆଦିଲ୍ଲୀ : କ୍ରମାଗତ ୨ୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ…
Read More...

ମୋଦିଙ୍କ ୨ୟ ଇନିଙ୍ଗରେ ଅମିତ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା ବିଜେପି ସଭାପତି ଅମିତ ଶାହା ଏଥର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କୁ ଅର୍ଥ ମନ୍ତ୍ରାଳୟ ପରି ଏକ ଅତିଗୁରୁତ୍ୱପୂର୍ଣ୍ଣ…
Read More...

ମୋଦୀ ଟିମର ସମ୍ଭାବ୍ୟ ମନ୍ତ୍ରୀ: ପିଏମଓରୁ ଆସିଲା ଫୋନ୍‌ କଲ୍‌ !

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ। ଏହା ସହ ତାଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀମାନେ ଶପଥ ନେବେ। ତେବେ ମୋଦୀଙ୍କ…
Read More...

ଟିଭି ଡିବେଟରେ ଭାଗ ନେବେନି କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପରାଜୟ ବରଣ କରିବା ପରେ କଂଗ୍ରେସର ଆତ୍ମସମୀକ୍ଷା ଜାରି ରହିଛି। ଗୋଟିଏ ପଟେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବାବେଳେ ଅନ୍ୟପଟେ ଦଳ ନିଜର ସମସ୍ତ…
Read More...