Browsing Category
Politics
ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବାହାରିଲେ ପୋଲିଂ କର୍ମଚାରୀ
ଭୁବନେଶ୍ୱର: ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଶନିବାର ପୋଲିଂ କର୍ମଚାରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା!-->…
Read More...
Read More...
ମୋରଡାରେ ନବୀନଙ୍କ ଉପରେ ବର୍ଷିଲେ ଶାହା
ମୋରଡା : ମୟୁରଭଞ୍ଜ ଜିଲା ମୋରଡା ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେଇଛନ୍ତି। ଶାହା ସମାବେଶରେ ଉପସ୍ଥିତ ଜନତାଙ୍କୁ ଉଦଭୋଦନ ଦେଇ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କୁ ଉପାଡି ଫୋଫାଡି!-->…
Read More...
Read More...
୧୨ଟି ବୁଥ୍ରେ ସାନି ମତଦାନ ପାଇଁ ନିର୍ବାଚନ କମିସନ୍ଙ୍କୁ ସୁପାରିସ
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ସରିଥିବା ୧୨ଟି ବୁଥ୍ରେ ସାନି ମତଦାନ ପାଇଁ ନିର୍ବାଚନ କମିସନ୍ଙ୍କୁ ସୁପାରିସ କରାଯାଇଛି।ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୧୯୬ ଝଜିଆ!-->!-->!-->…
Read More...
Read More...
ମୋଦୀ ଓ ପରିବର୍ତ୍ତନ ନାଁ ଶୁଣିଲେ ନବୀନ ବିରକ୍ତ ହୋଇଯାଉଛନ୍ତି : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଓଡ଼ିଶାବାସୀ ଆପଣଙ୍କୁ ୧୯ ବର୍ଷ ଶାସନ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ, ରାଜ୍ୟରେ ଯେପରି ବିକାଶ ହେବା କଥା ସେଭଳି ବିକାଶ ହୋଇନାହିଁ। ରାଜ୍ୟରେ ଶିଶୁ ମୃତ୍ୟୁହାର, କୁପୋଷଣ ଭଳି ସମସ୍ୟା ରହିଛି। ୧୯ବର୍ଷ!-->…
Read More...
Read More...
କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ରୋଡ୍ ସୋ’
କେନ୍ଦ୍ରାପଡ଼ା: ଶନିବାର ଦିନ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଦିନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ରୋଡ୍ ସୋ’ ଆରମ୍ଭ କରିଛନ୍ତି।ସକାଳ ୯: ୪୦ ମିନିଟ୍ରେ!-->!-->!-->…
Read More...
Read More...
କଂଗ୍ରେସ ୫୦ଟି ଆସନ ବି ଜିତିପାରିବ ନାହିଁ : ମୋଦୀ
ମୁମ୍ବଇ : ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ୫୦ଟି ଆସନ ଜିତିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୁମ୍ବଇରେ ଶୁକ୍ରବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଏକ!-->…
Read More...
Read More...
କେନ୍ଦ୍ରାପଡ଼ାରେ ଏଥର ଫଳାଫଳ ଇତିହାସ ରଚିବ ଏବଂ ବିଜେପି ବିଜୟୀ ହେବ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ନବୀନ ୧୯ ବର୍ଷ ଧରି ଶାସନ କରିଛନ୍ତି । ଏହି ସମୟ ମଧ୍ୟରେ ସେ!-->…
Read More...
Read More...
ନଭେମ୍ବରରେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ !
ନୂଆଦିଲ୍ଲୀ : ଆସନ୍ତା ଜୁନ ମାସରେ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେବାର ସମ୍ଭାବନା ନାହିଁ । ନିର୍ବାଚନକୁ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନିର୍ବାଚନ ଆୟୋଗ ବିଚାର କରୁଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।!-->…
Read More...
Read More...
ଗରିବଙ୍କ ଉପରେ କଂଗ୍ରେସ କରିବ ସର୍ଜିକାଲ ଷ୍ଟ୍ରାଇକ : ରାହୁଲ ଗାନ୍ଧୀ
ରେମୁଣା : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ୱର ରେମୁଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି। ରାହୁଲ ଭାଷଣର ପ୍ରଥମରୁ କେନ୍ଦ୍ର ସରକାରଙ୍କ ଉପରେ!-->…
Read More...
Read More...
ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଓଡ଼ିଶାରେ ୧୭ ଜଣ କୋଟିପତି ପ୍ରାର୍ଥୀ
ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ତରଫରୁ ପ୍ରକାଶିତ ତଥ୍ୟ ଅନୁସାରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ!-->…
Read More...
Read More...
ମହାକାଳପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ଆରମ୍ଭ
କେନ୍ଦ୍ରାପଡ଼ା: ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧: ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଖରିନାସିର ହରିଆବାଙ୍କ ଗାଁରୁ ନିର୍ବାଚନୀ ପ୍ରଚାର ରୋଡ୍ ସୋ’ରେ ବାହାରିଛନ୍ତି।!-->!-->!-->…
Read More...
Read More...
ପ୍ରାର୍ଥୀପତ୍ର ଦାଖଲ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ସେ ବାରାଣାସୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଫିସରେ ନିଜର ପ୍ରାର୍ଥୀପତ୍ର ଦାଖଲ!-->…
Read More...
Read More...
୯ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହ ସାନି ମତଦାନ ସମ୍ପନ୍ନ
ଭୁବନେଶ୍ବର : ରାଜ୍ୟର ୯ଟି ବୁଥରେ ଗୁରୁବାର ଶାନ୍ତି ଶୃଙ୍ଖଳାର ସହିତ ସାନି ମତଦାନ ସମ୍ପନ୍ନ ହୋଇଛି । ମୋଟାମୋଟି ଭାବେ ୭୩.୮୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।ଗତ ୧୮ ତାରିଖରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ!-->!-->!-->…
Read More...
Read More...
ମୁଁ ଜିତେ କି ନାହିଁ, ଗଣତନ୍ତ୍ରର ବିଜୟ ହେବା ଉଚିତ: ମୋଦୀ
ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଏକ ନିର୍ବାଚନୀ ସଭାରେ ଦଳୀୟ କର୍ମକର୍ତ୍ତା ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି।!-->…
Read More...
Read More...
