Browsing Category

Politics

ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରିବି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶୁକ୍ରବାର ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମାର ଗୋଡ଼ କଲେଜ ପଡ଼ିଆରେ ନିର୍ବାଚନୀ ପ୍ରଚାର ସଭାରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, କାଳିଆ ଯୋଜନାରେ ୪୦ ଲକ୍ଷ…
Read More...

ବାରଣାସୀରେ ପିଏମ ମୋଦୀଙ୍କ ରୋଡ ଶୋ’

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବାରଣାସୀରେ ମେଗା ରୋଡ ଶୋ’ ଆରମ୍ଭ ହୋଇଯାଇଛି। ଏହି ରୋଡ ଶୋ’ ସରିବା ପରେ ମୋଦୀ ଗଙ୍ଗା ଆଳତି କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ବାବା କାଳ ଭୈରବଙ୍କ ଦର୍ଶନ…
Read More...

ବିଶ୍ୱଜିତ ମହାନ୍ତିଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଭାବେ ବିଶ୍ୱଜିତ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି।
Read More...

ଭୋଟ୍‌ ପାଇଁ ଭଦ୍ରକରେ ଅଶୀ ଦଶକର ବଲିଉଡ୍‌ ଷ୍ଟାର୍‌ ରାଜ ବବର

ଭଦ୍ରକ : ବଲିଉଡ଼ ଅଭିନେତା ତଥା ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ସାଂସଦ ରାଜ୍ ବବର୍ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ଭଦ୍ରକରେ ଜୋରଦାର ପ୍ରଚାର କରିଛନ୍ତି। ପୁରୁଣାବଜାର ମହାବୀର ପଡ଼ିଆରୁ ଦିନ ୧୧ଟା ସମୟରେ…
Read More...

କେଜ୍ରିୱାଲଙ୍କ ଇସ୍ତାହାର: ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ମାନ୍ୟତା ଦେବୁ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁରୁବାର ନିଜ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହି ଅବସରରେ କେଜ୍ରିୱାଲ କହିଛନ୍ତି, ଦଳ ଦିଲ୍ଲୀର ସମସ୍ତ ୭ଟି ଆସନରେ…
Read More...

ଆସନ୍ତା କାଲି ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ଓଡ଼ିଶା ଆସି ବାଲେଶ୍ୱର ନିର୍ବାଚନୀ ସଭାରେ ଯୋଗ…
Read More...

ଯେଉଁଠି ବିଜେପି ସରକାର ଚାଲିଛି ସେଠାରେ ବିକାଶ ଦେଖି ଆସନ୍ତୁ: ରାଜନାଥ ସିଂ

ଯାଜପୁର: ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ଯାଜପୁରର ବରୀରେ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଯେ ଓଡ଼ିଶାରେ ବିଜେଡି ୨୦ ବର୍ଷ ହେଲା ଶାସନ କରିଛି।…
Read More...

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ଶୋ’

ବାଲେଶ୍ୱର: ବାଲେଶ୍ୱର ଲୋକସଭା ମଣ୍ଡଳୀର ବାଲେଶ୍ୱର ସଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରୋଡ ଶୋ’ କରିଛନ୍ତି ।ଏହି ରୋଡ ଶୋ’ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏଥିରେ…
Read More...

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ: କାଳିଆ ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ

ବାରିପଦା: ମୟୂରଭଞ୍ଜ ମେଡିକାଲ୍‌ କଲେଜ ପାଇଁ ରାଜ୍ୟ ସରକାର ୮୦% ଅର୍ଥ ଦେଇଛି, କେନ୍ଦ୍ର ସରକାର ମାତ୍ର ୨୦% ଅର୍ଥ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମେଡିକାଲ କଲେଜ ପାଇଁ କିଛି କଲେନାହିଁ। ରାଜ୍ୟ ସରକାରଙ୍କ ଯୋଗୁଁ କଲେଜ…
Read More...

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର: ଗୁରୁବାର ସକାଳ ୭ଟାରୁ ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ। ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ବନ୍ଦ କରାଯାଇଥିବା ଏହି ବୁଥ୍‌ଗୁଡ଼ିକରେ ସାନି ମତଦାନ କରାଯିବ ବୋଲି ରାଜ୍ୟ…
Read More...

ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେଖା ନ ଥିଲା, ଏବେ ଭୋଟ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ମୁଖ୍ୟମନ୍ତ୍ରୀ

ବାଲେଶ୍ବର : ରାଜ୍ୟରେ ଶେଷ ପର୍ୟ୍ୟାୟ ନିର୍ବାଚନ ମତଦାନ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଜୋରଦାର କରିଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ବର, ଭୋଗରାଇ ଓ…
Read More...

ଆଜି ଓଡ଼ିଶା ଆସୁଛନ୍ତି ଗଡ଼କରୀ,୨୬ରେ ରାହୁଲ ଓ ୨୭ରେ ଶାହା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ମତଦାନ ପରେ ଏବେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଏଥିଲାଗି ପ୍ରଚାର ଜୋର ଧରିଛି ।ବିଭିନ୍ନ ଦଳର ତାରକା ପ୍ରଚାରକ ଓଡିଶା ଆସି ପ୍ରଚାରରେ ସାମିଲ…
Read More...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ପଶ୍ଚିମବଙ୍ଗରେ ହୋଇଛି ସର୍ବାଧିକ ମତଦାନ, ଓଡ଼ିଶାରେ ୫୭.୮୪% ମତଦାନ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ୧୩ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରୁ ସମୁଦାୟ ୧୧୬ଟି ଲୋକସଭା ଆସନ ପାଇଁ ଆଜି ମତଦାନ ହୋଇଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ…
Read More...

ବିଜେପିକୁ ୫ବର୍ଷ ସୁଯୋଗ ଦିଅ, ୫ଗୁଣା ଅଧିକ କାମ କରି ଦେଖାଇବୁ:ମୋଦୀ

ବାଲେଶ୍ଵର: ଭ୍ରଷ୍ଟାଚାର ଭଳି ଦାନବ ଓଡ଼ିଶା ଲୋକଙ୍କୁ ଗରିବ କରି ରଖିଛି। ବିଜେଡି ଭ୍ରଷ୍ଟାଚାରୀ ଦାନବକୁ ଦାନାପାଣି ଯୋଗାଉଛି। ବିଜେଡି ନେତା ଖଣିଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ ପର୍ଯ୍ୟନ୍ତ ଭ୍ରଷ୍ଟାଚାରରେ ସମ୍ପୃକ୍ତ…
Read More...