Browsing Category

Politics

ଶେଷ ନିଶ୍ୱାସ ଥିବା ଯାଏ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି: ନବୀନ

ବ୍ରହ୍ମପୁର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ଚଳାଇଛନ୍ତି ମାରାଥନ ପ୍ରଚାର । ଧରାକୋଟ, ତୁମୁଡ଼ିବନ୍ଧ ଓ ସୋରଡ଼ା ରୋଡ୍ ସୋ’ ପରେ ଆସିକା ସଂସଦୀୟ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି…
Read More...

ନବୀନଙ୍କ ପାଖରେ ନାହିଁ ଗତ ୧୯ ବର୍ଷର ହିସାବ ଏବଂ ଆଗାମୀ ୫ ବର୍ଷର ତାଲିକା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ଶାସନରେ ଥିବା ବିଜେଡି ଓ ଏହାର ମୁଖିଆ ନବୀନ ପଟ୍ଟନାୟକଙ୍କର ଚଳିତ ନିର୍ବାଚନରେ ଲୋକମାନଙ୍କ ସାମ୍ନାରେ କୌଣସି ପ୍ରସଙ୍ଗ ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ମନ୍ତବ୍ୟ…
Read More...

ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଅପମିଶ୍ରଣ କରୁଥିବା ବନ୍ଧୁ ମଧ୍ୟ ମାନୁ ନାହାଁନ୍ତି:ନରେନ୍ଦ୍ର ମୋଦି

ତାମିଲନାଡୁ: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାମିଲନାଡୁର ତେନୀ ଅଂଚଳରେ ପହଂଚିଛନ୍ତି । ସେଠାରେ ସେ ଡିଏମକେ ଏବଂ କଂଗ୍ରେସର ମହାମେଂଟକୁ ଆକ୍ରମଣ କରିଛନ୍ତି । ଏହି ମଧ୍ୟରେ ମୋଦୀ କହିଛନ୍ତି କି,…
Read More...

ରାହୁଲଙ୍କୁ ଜେଟ୍‌ଲୀଙ୍କ ପ୍ରଶ୍ନ: ପିଜି ନ କରି ଏମ୍‌ଫିଲ କେମିତି କଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯିବା ପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ…
Read More...

ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେବେ ଶୀଲା ଦୀକ୍ଷିତ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀର ସାତଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ସ୍ଥିର କରିସାରିଲେଣି। ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ…
Read More...

ଟିଟିଲାଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ’

ଟିଟିଲାଗଡ଼ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଟିଟିଲାଗଡ ପ୍ରଚାର କାର୍ଯ୍ୟରେ ଆସି ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ ନିବେଦନ କରିଛନ୍ତି। ଏନେଇ ସହରରେ ଏକ ରୋଡ ଶୋ’ରେ ଧର୍ମେନ୍ଦ୍ର…
Read More...

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ : ଆଦିତ୍ୟନାଥ ଓ ମାୟାବତୀଙ୍କୁ ଇସିଙ୍କ ନୋଟିସ

ନୂଆଦିଲ୍ଲୀ : ରାଜନୈତିକ ର‍୍ୟାଲି ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ନିର୍ବାଚନ କମିଶନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସ୍‍ପି ମୁଖ୍ୟ ମାୟାବତୀଙ୍କୁ ନୋଟିସ୍‍ ଜାରି…
Read More...

ପ୍ରଥମ ପର୍ଯ୍ୟାୟ ଭୋଟରେ ରାଜ୍ୟରେ ପରିବର୍ତନର ସ୍ୱର ସ୍ପଷ୍ଟ ହୋଇଛି:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :ଶାସକ ଦଳର ପାଦ ତଳୁ ମାଟି ଖସିଯାଉଥିବା କାରଣରୁ ରକ୍ତମୁଖା ହୋଇଉଠିଛି । ବିଭିନ୍ନ ସ୍ଥାନରେ ହିଂସାର ଉପାୟକୁ ଅବଲମ୍ବନ କରିବା ସେମାନେ ଆରମ୍ଭ କରିଛନ୍ତି । ତେବେ ପ୍ରଜାତନ୍ତ୍ରରେ ଭୋଟଦାନରୁ ବଡ ଅଧିକାର କିଛି…
Read More...

ଦେଶରୁ କଂଗ୍ରେସ ହଟାଅ, ଗରିବ ହଟିବ: ନରେନ୍ଦ୍ର ମୋଦି

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହମଦନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ପାଇଁ ଏକ ଜନସଭାରେ ସମ୍ବୋନ୍ଧିତ କରୁଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରକୁ ଆକ୍ରମଣ କରିଛନ୍ତି । ମୋଦି କହିଛନ୍ତି, ଦେଶରୁ…
Read More...

ନବୀନଙ୍କୁ ଓପାଡ଼ି ଫିଙ୍ଗି ଦିଅ, ୫ବର୍ଷରେ ଓଡ଼ିଶା ୧ ନମ୍ବର ହେବ:ଅମିତ ଶାହ

କେନ୍ଦୁଝର: ନବୀନ ସରକାର ଓଡ଼ିଶାରେ ୧୯ ବର୍ଷ ଶାସନ କଲାଣି। କିନ୍ତୁ ରାଜ୍ୟର କିଛି ଉନ୍ନତି ହୋଇନାହିଁ। ରାଜ୍ୟବାସୀଙ୍କୁ ପିଇବାକୁ ଟୋପେ ବିଶୁଦ୍ଧ ପାଣି ମିଳନୁାହିଁ। ଥରେ ବିଜେପି ସରକାର ଆଣ। ୫ ବର୍ଷରେ ଓଡ଼ିଶାକୁ ୧ ନମ୍ବର…
Read More...

ମାଓପ୍ରବଣ ଅଞ୍ଚଳରେ ଭୋଟ ଦେଲେ ଡଙ୍ଗରିଆ ଓ ଝରଣିଆ

ଲାଞ୍ଜିଗଡ଼: ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଯାଇଛି। ଲାଞ୍ଜିଗଡ଼ରେ ସର୍ବମୋଟ ୮୭ଟି ବୁଥ୍ ରହିଥିବା ବେଳେ ୪୭ଟି ମାଓପ୍ରବଣ ସମ୍ବେଦନଶୀଳ ବୁଥ୍ ରହିଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ହେଲେ ବ୍ଲକର…
Read More...

ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଆମେଠି: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସାଂସଦ ପ୍ରାର୍ଥୀ ସ୍ମୃତି ଇରାନୀ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଠିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ଆଜି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ବର : ଓଡ଼ିଶାରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ପାଇଁ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସୁଛନ୍ତି। ଓଡିଶାରେ ପହଞ୍ଚିଲା ପରେ ଶାହା କେନ୍ଦୁଝର ଜିଲା ଗସ୍ତ କରି କଲେଜ ପଡିଆରେ…
Read More...

ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ: ଦିନ ସାଢେ ୩ଟା ସୁଦ୍ଧା ୫୭% ମତଦାନ

ଭୁବନେଶ୍ୱର : ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାର ୪ଟି ଲୋକସଭା ସଂସଦୀୟ ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟରୁ ମିଳିଥିବା ସୂଚନା ଅନୁସାରେ ୩.୩୦ ସମୟ ସୁଦ୍ଧା…
Read More...