Browsing Category

Politics

ବିଜେପି ଘୋଷଣା କଲା ୭ ଜଣିଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏକ ବିଂଶତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ ଗାୟକ ତଥା ଅଭିନେତା ରବି…
Read More...

ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ‘ଚୌକିଦାର ଚୋର ହୈ’ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାଫେଲ ମାମଲାରେ ରାହୁଲ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର ହୈ’ କହିଆସୁଥିଲେ। ଗତ…
Read More...

ଯୋଗୀ ଏବଂ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା (୩ ଦିନ) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କ…
Read More...

ନୂଆ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର:ଯୋଗୀ ଆଦିତ୍ୟନାଥ

ଅନୁଗୁଳ: ଓଡ଼ିଶାରେ ବିଜେଡି ସରକାର ଅନେକ ଦୁର୍ନୀତିରେ ଲିପ୍ତ ରହିଛି। ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାନ୍ତି। ସେହିପରି କଂଗ୍ରେସ ଦେଶକୁ ରସାତଳକୁ ଠେଲି ଦେଇଛି। କଂଗ୍ରେସ ସମୟରେ ଦେଶ ପ୍ରତି ବିପଦ…
Read More...

ପ୍ରଫୁଲ ଘଡ଼ାଇଙ୍କୁ ନୂଆ ଦାୟିତ୍ୱ: ତିନି ବିଧାନସଭା ଆସନ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲେ…

ଭୁବନେଶ୍ୱର : ପ୍ରଫୁଲ ଘଡ଼ାଇଙ୍କୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆ ଦେଇଛନ୍ତି। ତିନି ବିଧାନସଭା ପାଇଁ ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ…
Read More...

ରାଉରକେଲାରେ ଯୋଗୀ ଆଦିତ୍ୟନାଥ: ନୂତନ ଓଡ଼ିଶା ଗଠନ କରିବା ବିଜେପିର ସଂକଳ୍ପ

ରାଉରକେଲା: ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲାଠାରେ ପହଞ୍ଚିଛନ୍ତି। ଯୋଗୀ…
Read More...

ସବୁଠାରୁ ଧନୀ ରାଜନୈତିକ ଦଳ ହେଉଛି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି

ନୂଆଦିଲ୍ଲୀ: ଦେଶରେ ଅନେକ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ରହିଛନ୍ତି। କିନ୍ତୁ ଏସବୁ ଦଳଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଧନୀ ହେଉଛି ବହୁଜନ ସମାଜ ପାର୍ଟି(ବିଏସ୍‌ପି)। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

କଂଗ୍ରେସ ଉପରେ ଖୁବ୍‌ ବର୍ଷିଲେ ମୋଦି

ନୂଆଦିଲ୍ଲୀ: କଠୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ମୋଦି କହିଛନ୍ତି, ମୁଁ ମୋଦି, ନା ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି, ନା ବିକ୍ରି ହୋଇଛି।…
Read More...

ଏପ୍ରିଲ ୧୬ରେ ଭୁୁବନେଶ୍ୱରରେ ରୋଡ଼ ଶୋ’ କରିବେ ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖରେ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଭୁବନେଶ୍ୱରରେ ରୋଡଶୋ କରିବା ସହ ବରମୁଣ୍ଡାରେ ଅନୁଷ୍ଠିତ ଏକ ଜନସଭାରେ ଉଦବୋଧନ ଦେବେ । ଏହା ପୂର୍ବରୁ…
Read More...

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର…
Read More...

ବିଜେଡିରେ ନୂଆ ନିଯୁକ୍ତି

ଭୁବନେଶ୍ୱର: ଗୋଟିଏ ପଟେ ଦଳକୁ ଜିତାଇବା ପାଇଁ ବିଜେଡି ପକ୍ଷରୁ ଜୋରସୋରରେ ମାରାଥନ୍ ପ୍ରଚାର ଚାଲିଛି । ଏହି ମଧ୍ୟରେ ବିଜେଡିରେ ନୂଆ ନିଯୁକ୍ତି ହୋଇଥିବା ଦେଖିବାକୁ ମିଳିଛି । ସଞ୍ଜୟ ବାବୁ ଓ ସନ୍ତୋଷ ଜେନାଙ୍କୁ ଦଳର…
Read More...

ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର: ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ୬ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି…
Read More...

ମୋଦିଙ୍କ ବିପକ୍ଷରେ ବାରାଣାସୀରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା ଗାନ୍ଧି !

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ହୋଇ ସକ୍ରିୟ ରାଜନୀତିରେ ଯୋଗ ଦେବା ପରେ ଏବେ ରାଲି କରି ସମର୍ଥକ ବଢ଼ାଇବାରେ ପ୍ରିୟଙ୍କା ଗାନ୍ଧି ଲାଗି ପଡ଼ିଛନ୍ତି। ତେବେ ସମ୍ପ୍ରତି ଖବର ମିଳିଛି କି ପ୍ରିୟଙ୍କା ଗାନ୍ଧି ବାରାଣାସୀରୁ…
Read More...

ଧର୍ମେନ୍ଦ୍ରଙ୍କ ଘୋଷଣା: ଟଙ୍କାକରେ ମିଳିବ ଡାଲି, ଚାଉଳ ଏବଂ ଲୁଣ

ଭୁବନେଶ୍ବର : ବିଜେପି କ୍ଷମତାକୁ ଅସିଲେ ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ଡାଲି, ଚାଉଳ ଏବଂ ଲୁଣ ମାତ୍ର ୧ ଟଙ୍କାରେ ମିଳିବ । ୫ ଶହ ଗ୍ରାମ ଡାଲି, ୫ ଶହ ଗ୍ରାମ ଲୁଣ ଏବଂ ୫ କୋଜି ଚାଉଳ ମାତ୍ର ୧ ଟଙ୍କାରେ ମିଳିବ ।…
Read More...