Browsing Category

Sports

ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ପୂଜାର୍ଚ୍ଚନା କଲେ କୋଚ୍ ରବି ଶାସ୍ତ୍ରୀ

ଉଜ୍ଜୟିନୀ:ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ମାତ୍ର ତିନି ଦିନରେ ପରାସ୍ତ କରିଛି। ଏହା ସହିତ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଦୁଇ ଦଳ…
Read More...

ଭାରତ ଆୟୋଜନ କରିବ ୨୦୨୩ ପୁରୁଷ ହକି ବିଶ୍ୱକପ

ନୂଆଦିଲ୍ଲୀ: ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌-୨୦୧୮ ସଫଳତାର ସହିତ ଆୟୋଜନ ହେବା ପରେ ଭାରତରେ ପୁଣି ଥରେ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏହି ବିଶ୍ୱକପ୍‌ ୨୦୨୩ ଜାନୁଆରି ୧୩ରୁ ଆରମ୍ଭ ହେବ। ଜାନୁଆରି ୨୯ରେ ଫାଇନାଲ…
Read More...

ଓଡ଼ିଶାର ଭାରୋତ୍ତୋଳକ କେ ରବିକୁମାର ୪ ବର୍ଷପାଇଁ ବାସନ୍ଦ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆୟୋଜିତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିବା ଓଡ଼ିଶାର ଭାରୋତ୍ତୋଳକ କେ ରବିକୁମାର ଡୋପ ଟେଷ୍ଟରେ ଧରାପଡ଼ିବାପରେ ନାଡା ପକ୍ଷରୁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବାର ଖବର…
Read More...

ଟି ୨୦ ବିଶ୍ଵକପ୍ ଟ୍ରଫି ଉନ୍ମୋଚନ କରିବେ କରୀନା କପୁର

ମୁମ୍ବାଇ:ଭାରତୀୟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମେଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ଵକପ ଟ୍ରଫିର ଉନ୍ମୋଚନ କରିବେ। ଆଇସିସି ପୁରୁଷ ଟି ୨୦ ବିଶ୍ଵକପ ୨୦୨୦ ଅଷ୍ଟ୍ରେଲିଆରେ ଆୟୋଜନ ହେଉଛି। ଆସନ୍ତା ବର୍ଷ…
Read More...

ସାକିବଙ୍କ ଉପରେ ଲାଗିଲା ୨ବର୍ଷର ବାସନ୍ଦାଦେଶ

ଦୁବାଇ:ଭାରତ ଗସ୍ତ ପୂର୍ବରୁ ବାଂଲାଦେଶକୁ ଲାଗିଛି ବହୁତ ବଡ଼ ଝଟକା। ଦୁନିଆର ଏକ ନମ୍ବର ଅଲରାଉଣ୍ଡର ତଥା ବାଂଲାଦେଶ କ୍ରିକେଟ୍ ଦଳର ଅଧିନାୟକ ସାକିବ ଅଲ ହାସନଙ୍କୁ ଆଇସିସି ଦୁଇ ବର୍ଷ କ୍ରିକେଟରୁ ବାସନ୍ଦ କରିଛି। ମ୍ୟାଚ୍…
Read More...

ବିସିସିଆଇ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସୌରଭ ଗାଙ୍ଗୁଲି

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୩୯ତମ ଅଧ୍ୟକ୍ଷ ଭାବେ ପଦ ସମ୍ଭାଳିଛନ୍ତି। ମୁମ୍ବାଇସ୍ଥିତ ବିସିସିଆଇ…
Read More...

ପାକିସ୍ତାନ କ୍ରିକେଟ ଅଧିନାୟକ ପଦରୁ ହଟିଲେ ସର୍ଫରାଜ

ଇସଲାମବାଦ: ଶ୍ରୀଲଙ୍କା ଟିମଠାରୁ ଟ୍ୱେଣ୍ଟି-ଟ୍ୱେଣ୍ଟି ଶୃଙ୍ଖଳାରେ ଲଜ୍ଜ୍ୟାଜନକ ଭାବେ ପାକିସ୍ତାନ ହାରିବା ପରେ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ହଟାଇଦିଆଯାଇଛି | କେବଳ ସେତିକି ନୁହେଁ ଉଭୟ ଟେଷ୍ଟ ଓ ଟ୍ୱେଣ୍ଟି ଟ୍ୱେଣ୍ଟି…
Read More...

ଭାରତରେ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବେ ସଚିନ ଓ ଲାରା

ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପୁଣିଥରେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଭାରତରେ ସଡ଼କ ସୁରକ୍ଷା ଅବସରରେ ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ।…
Read More...

ଗାଙ୍ଗୁଲିଙ୍କୁ ଅଭିନନ୍ଦନ ଜଣାଇଥିଲେ ସେହ୍ୱାଗ ଓ ଲକ୍ଷ୍ମଣ

ନୂଆଦିଲ୍ଲୀ: ପୂର୍ବତନ କ୍ୟାପଟେନ୍ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ। ଏହି ପରିପ୍ରେକ୍ଷୀରେ ତାଙ୍କୁ କ୍ରିକେଟ୍ ଜଗତ ତରଫରୁ ଅଭିନନ୍ଦନ ଜ୍ଞାପନ…
Read More...

ବିସିସିଆଇ ନିର୍ବାଚନ: ଜାରି ହେଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ସୋମବାର ନାମାଙ୍କନ ଦାଖଲ ହୋଇଛି, କିନ୍ତୁ ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ ହେଲା ପରେ ଫାଇନାଲ୍ ତାଲିକା ଜାରି ହୋଇଛି। ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି…
Read More...

ବିସିସିଆଇର ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଲେ ଗାଙ୍ଗୁଲି

ମୁମ୍ବାଇ:ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିବର୍ତ୍ତୀ ଅଧ୍ୟକ୍ଷ ହେବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏହି ପଦ ପାଇଁ ସେ ସୋମବାର ଅପରାହ୍ନ ପ୍ରାୟ ୧ଟା ୩୦ରେ…
Read More...

ଗାଙ୍ଗୁଲି ବିସିସିଆଇ ସଭାପତି!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ହେବେ। ଏହି ରେସରେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ଥିଲେ ମଧ୍ୟ…
Read More...

ଇତିହାସ ରଚିଲେ ମ୍ୟାରୀ କମ୍‌

ଉଲାନ୍ ଉଦେ (ରୁଷ୍‌): ‘ମ୍ୟାଗ୍ନିଫିଶେଣ୍ଟ୍ ମ୍ୟାରୀ’ ନାମରେ ପରିଚିତ ୩୬ ବର୍ଷୀୟ ଭାରତୀୟ ମହିଳା ବକ୍ସର ଏମସି ମ୍ୟାରୀ କମ୍ (୫୧ କେଜି) ଗୁରୁବାର ଇତିହାସ ରଚିଛନ୍ତି। ସେ ରୁଷରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ…
Read More...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ; ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ପୁଣେ: ମହାରାଷ୍ଟ୍ର କ୍ରିକେଟ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଟସ୍ ପଡ଼ିଛି। ଭାରତ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ବିଶାଖପାଟଣାରେ ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ଜିତିଥିବାରୁ…
Read More...