Browsing Category
Sports
ଓସିଏ ନିର୍ବାଚନ: ଆସିଲା ଚୁଡାନ୍ତ ପ୍ରାର୍ଥୀ ତାଲିକା
କଟକ: ଓଡିଶା କ୍ରିକେଟ ଆସୋସିଏନ (ଓସିଏ) ନିର୍ବାଚନ ପାଇଁ ଆସିଲା ଚୁଡାନ୍ତ ପ୍ରାର୍ଥୀ ତାଲିକା । ମୋଟ ୧୧ ପ୍ରାର୍ଥୀ ନିର୍ବାଚନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଚୁଡାନ୍ତ ତାଲିକାରୁ ଜଣେ ପ୍ରାର୍ଥୀ ବାଦ ପଡିଛନ୍ତି ।!-->…
Read More...
Read More...
ଭାରତ-ସାଉଥ ଆଫ୍ରିକା ଟି-୨୦ ମ୍ୟାଚ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତି
ବାଙ୍ଗାଲୋର:ଆଜି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ତୃତୀୟ ଟି୨୦ରେ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଏହା ସହ ସେ ଭ୍ରମଣକାରୀ ଦଳକୁ ବୋଲିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।
!-->!-->…
Read More...
Read More...
ଇତିହାସ ରଚିଲେ ବକ୍ସର ଅମିତ୍
ଏକାତେରିବର୍ଗ:ଭାରତର ତାରକା ବକ୍ସର ଅମିତ ପଙ୍ଘାଲ ଶୁକ୍ରବାର ଇରିହାସ ରଚିଛନ୍ତି। ସେ ବିଶ୍ଵ ବକ୍ସିଂ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଭାରତୀୟ ପୁରୁଷ ବକ୍ସର ହେବାର ଉପଲବ୍ଧି ହାସଲ କରିଛନ୍ତି। ରୁଷର!-->…
Read More...
Read More...
୨୭ରେ ଓସିଏ ନିର୍ବାଚନ, ଆଜି ଦାଖଲ ହେବ ନାମାଙ୍କନ
ଭୁବନେଶ୍ୱର:ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଆଜି ନାମାଙ୍କନ ପତ୍ର ଦାଖଲ କରିହେବ । ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି ।!-->!-->!-->…
Read More...
Read More...
୨୦୨୦ ଅଲମ୍ପିକ ପାଇଁ କ୍ୱାଲିଫାଇ କଲେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗତ
ନୂଆଦିଲ୍ଲୀ:ଭାରତର ଷ୍ଟାର କୁସ୍ତିଯୋଦ୍ଧା ବିନେଶ ଫୋଗତ ବିଶ୍ୱ କୁସ୍ତି ଚମ୍ପିଅନସିପରେ ଚମତ୍କାର ପ୍ରଦର୍ଶନକରୀ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ମଙ୍ଗଳବାର ଦିନ ବିଶ୍ୱ କୁସ୍ତି ଚାମ୍ପିୟନସିପ ଚମତ୍କାର ପ୍ରଦର୍ଶନ!-->…
Read More...
Read More...
ମ୍ୟାରୀ କମ୍ ଙ୍କୁ ପଦ୍ମ ବିଭୂଷଣ
ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।ଏହାବାଦ୍ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ!-->!-->!-->…
Read More...
Read More...
ପଦ୍ମ ସମ୍ମାନ ପାଇଁ ୯ ଜଣଙ୍କର ନାମ ପ୍ରସ୍ତାବ ପଠାଇଲା କ୍ରୀଡ଼ା ମନ୍ତ୍ରାଳୟ
ନୂଆଦିଲ୍ଲୀ: ଭାରତୀୟ ଖେଳ ଇତିହାସରେ ପ୍ରଥମ ଥର ମହିଳା ଆଥଲେଟିକକୁ ଦେଶର ଦ୍ୱିତୀୟ ସର୍ବବୃହତ୍ତ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ ଦିଆଯିବାକୁ ଉଦ୍ୟମ ହୋଇଛି । କ୍ରୀଡ଼ା ମନ୍ତ୍ରାଳୟ ୬ ଥର ବିଶ୍ୱ ଚାମ୍ପିଅନ ବକ୍ସର ଏମସି!-->…
Read More...
Read More...
କୋହଲିଙ୍କ ନାମରେ ହେବ କୋଟଲା ଷ୍ଟାଡିୟମର ଷ୍ଟାଣ୍ଡ: ଆଜି ହେବ ଶୁଭାରମ୍ଭ
ନୂଆଦିଲ୍ଲୀ:ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ ବା ଡିଡିସିଏ ଫିରୋଜ ଶାହା କୋଟଲାର ନୂଆ ପ୍ୟାଭିଲିୟନ ଷ୍ଟାଣ୍ଡର ନାମ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କନାମରେ ରଖିବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଜି ଏହାର!-->…
Read More...
Read More...
କୋର୍ଟରୁ ମହମ୍ମଦ ଶାମୀଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ପଶ୍ଚିମବଙ୍ଗର ଜିଲ୍ଲା ଅଦାଲତରୁ ଆଶ୍ୱସ୍ତି ମିଳିଛି । କୋର୍ଟ ଶାମୀଙ୍କ ଗିରଫ ୱାରେଣ୍ଟକୁ ସ୍ଥଗିତ ରଖିଛନ୍ତି । ଶାମୀଙ୍କ ନାଁରେ ନିଜର ପତ୍ନୀ ହାସିନ ଜହାଁଙ୍କ!-->…
Read More...
Read More...
ଭାରତୀୟ କ୍ରିକେଟରେ ୧୫ ବର୍ଷିୟା ଲେଡି ତେନ୍ଦୁଲକର
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରେ ଲେଡି ତେନ୍ଦୁଲକର । କ୍ରିକେଟ ଇତିହାସର କିମ୍ବଦନ୍ତୀ ଖେଳାଳି ସଚିନ ୧୬ ବର୍ଷ ବୟସରେ ଆରମ୍ଭ କରିଥିଲେ ଖେଳ । ଆଉ ତାଙ୍କୁ ଅନୁସରଣ କରିଛନ୍ତି ଏହି ମହିଳା କ୍ରିକେଟର ଜଣଙ୍କ । ମାତ୍ର!-->…
Read More...
Read More...
ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଂଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ!-->…
Read More...
Read More...
ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ୍
ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମିତାଲି ରାଜ୍ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ମଙ୍ଗଳବାର ସେ ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି!-->…
Read More...
Read More...
ଗିରଫ ହେବେ ମହମ୍ମଦ ସାମି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଅଡ଼ୁଆ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହିତ ଥିବା ସାମିଙ୍କ ବିରୋଧରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି ହୋଇଛି।!-->…
Read More...
Read More...
ସୁଟିଂ ବିଶ୍ୱ କପରେ ଭାରତକୁ ମିଳିଲା ସ୍ୱର୍ଣ୍ଣ
ରିଓ ଡି ଜେନିରୋ: ରିଓ ଡି ଜେନିରୋ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱ କପ୍ରେ ଆୟୋଜିତ ୧୦ ମିଟର୍ ଏୟାର୍ ରାଇଫଲ୍ ବର୍ଗରେ ବୁଧବାର ଦିନ ଭାରତୀୟ ସୁଟର୍ ଏଲାେଓ୍ଵନିଲ୍ ଓ୍ଵାଲାରିଓ୍ଵାନ୍ ସ୍ୱର୍ଣ୍ଣପଦକ ଜିଣିଛନ୍ତି।!-->!-->!-->…
Read More...
Read More...
