Browsing Category

Sports

ଆସନ୍ତାକାଲି ଠାରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ୍-୨୦୧୯

ନୂଆଦିଲ୍ଲୀ : ୧୨ତମ ଆଇସିସି କ୍ରିକେଟ୍ ବିଶ୍ୱକପ୍-୨୦୧୯ର ପ୍ରଥମ ମ୍ୟାଚ ଆସନ୍ତାକାଲି(ଗୁରବାର) ଠାରୁ ଇଂଲଣ୍ଡରେ ଅନୁଷ୍ଠିତ ହେବ। ମ୍ୟାଚ୍ ପୂର୍ବରୁ ଧୁମଧାମରେ ଉଦଘାଟନୀ ସମାରୋହର ଆୟୋଜନ କରାଯିବ। ଏହି ଉଦଘାଟନୀ ସମାରୋହ…
Read More...

ଏହି ପଡ଼ିଆରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଟ୍ରେଣ୍ଡ କହୁଛି ଟିମ୍‌ ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ଚାମ୍ପିଅନ୍‌ ହେବାକୁ ଦଳ ମାନଙ୍କର ମଧ୍ୟରେ ଅନ୍ୟତମ। ଏହି ତାଲିକାରେ ଇଂଲଣ୍ଡ ପରେ ଟିମ୍‌ ଇଣ୍ଡିଆର ନାମ ଆସୁଛି। ଟୁର୍ଣ୍ଣାମେଣ୍ଟର ପ୍ରମୁଖ…
Read More...

ଏଫଆଇଏଚ୍ ପୁରୁଷ ହକି ସିରିଜରେ ଭାରତୀୟ ଦଳରେ ୨ ଓଡ଼ିଆ

ଭୁବନେଶ୍ୱର:  ଆସନ୍ତା ଜୁନ୍ ୬ ତାରିଖରୁ  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ସିରିଜ୍ ପାଇଁ ମୋଟ୍ ୧୮ ଜଣ ଖେଳାଳିଙ୍କୁ ନେଇ ଦଳ ଗଠନ…
Read More...

ବିଶ୍ୱକପ କ୍ରିକେଟ : ଭାରତରେ ୭ଟି ଭାଷାରେ ଶୁଣିବାକୁ ମିଳିବ କମେଣ୍ଟ୍ରି

ଲଣ୍ଡନ : ୨୦୧୯ ବିଶ୍ୱକପ କ୍ରିକେଟର ତାରିଖ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ସାରା ଦୁନିଆର କ୍ରିକେଟପ୍ରେମୀଙ୍କ ନିକଟରେ ବିଶ୍ୱକପ କ୍ରିକେଟକୁ  ପହଞ୍ଚାଇବା ପାଇଁ ଆଇସିସି…
Read More...

ବିଶ୍ୱକପ୍‌ ପାଇଁ ଆଜି ଇଂଲଣ୍ଡ ଗସ୍ତ କରିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ପାଇଁ ମଙ୍ଗଳବାର (ମେ’ ମାସ ୨୧)ରେ ଇଂଲଣ୍ଡ ଗସ୍ତ କରୁଛି। ବିଶ୍ୱକପ୍‌ ମେ’ ମାସ ୩୦ରୁ ଇଂଲଣ୍ଡରେ ଆରମ୍ଭ…
Read More...

ବିଶ୍ୱକପ୍‌ରେ କମେଣ୍ଟ୍ରି କରିବେ ସୌରଭ ଗାଙ୍ଗୁଲି

ଲଣ୍ଡନ: ଇଂଲଣ୍ଡ ଏବଂ ୱେଲସ୍‌ରେ ମେ’ ମାସ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କମେଣ୍ଟେଟର୍‌ ତାଲିକା ଜାରି କରିଛି। ଏଥି ସହତ ଆଇସିସି ନିଜର ବ୍ରୋଡକାଷ୍ଟର ରଣନୀତି ମଧ୍ୟ…
Read More...

କୋରିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

କଟକ : ଦକ୍ଷିଣ କୋରିଆର ଜିନ୍‌ଚୁନ ସହରରେ ଚଳିତମାସ ୨୦ରୁ ଘରୋଇ ଦକ୍ଷିଣ କୋରିଆ ମହିଳା ହକି ଦଳ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ଏକ ୩ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ସିରିଜ୍‌ ପାଇଁ ହକି ଇଣ୍ଡିଆ ଏକ ୧୮ ଜଣିଆ ଭାରତୀୟ ଦଳ…
Read More...

କ୍ରିକେଟ୍‌ର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କୁ ୨୦ ଲକ୍ଷ ଲେଖାଏଁ ଜୋରିମାନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ମହିଳାଙ୍କ ଉପରେ…
Read More...

ପ୍ରକାଶ ପାଇଲା ବିଶ୍ୱକପ୍ ୨୦୧୯ର ଖେଳସୂଚୀ: ଜାଣନ୍ତୁ ଭାରତ ସହ କେବେ ଖେଳିବ ପାକିସ୍ତାନ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍‌ ଶର୍ମା ପୂର୍ବବତ…
Read More...

କ୍ରିକେଟ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ

ମୁମ୍ବାଇ:  କ୍ରିକେଟ ବିଶ୍ୱକପ  ପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍। ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ…
Read More...

୧୫ରେ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରେ ବିଶ୍ବକପ ପାଇଁ ଭାରତୀୟଦଳ ଘୋଷଣା ହେବ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ । ଏ ସଂପର୍କରେ ଆଜି ବିସିସିଆଇର ପ୍ରଶାସନିକ…
Read More...

ଆଇପିଏଲ୍‌ ମ୍ୟାଚ୍‌ ଆୟ ପୁଲ୍‌ଓ୍ଵାମା ସହିଦଙ୍କ ପରିବାରବର୍ଗଙ୍କୁ ଦାନ କରିବ ସିଏସ୍‌କେ

ଚେନ୍ନାଇ: ଏ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ସଂସ୍କରଣର ହୋମ୍‌ ମ୍ୟାଚ୍‌ର ଆୟ ପୁଲ୍‌ଓ୍ଵାମା ଆକ୍ରମଣରେ ସହିଦଙ୍କ ପରିବାରବର୍ଗଙ୍କୁ ଦାନ କରାଯିବ ବୋଲି ଚେନ୍ନାଇ ସୁପର୍‌ କିଙ୍ଗ୍‌ର ନିର୍ଦେଶକ ବୁଧବାର ଦିନ…
Read More...

ଆଇପିଏଲ ୨୦୧୯ : ଘୋଷଣା ହେଲା ଲିଗ୍ ପର୍ଯ୍ୟାୟ ମ୍ୟାଚର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ :  ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ ୨୦୧୯ । ତେବେ ଏହା ପୂର୍ବରୁ ଆଇପିଏଲ ଲିଗ୍ ପର୍ଯ୍ୟାୟର କାର୍ଯ୍ୟସୂଚୀ ଜାରି କରିଛି ବିସିସିଆଇ । ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ତାରିଖ ।…
Read More...

ଭାରତ ଆୟୋଜନ କରିବ ୧୭ ବର୍ଷରୁ କମ୍‌ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌

ନୂଆଦିଲ୍ଲୀ: ୨୦୨୦ରେ ଭାରତ ୧୭ ବର୍ଷରୁ କମ୍‌ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌ ଆୟୋଜନ କରିବ ବୋଲି ଶୁକ୍ରବାର ଦିନ ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମିଆମି ଠାରେ…
Read More...