Browsing Category

Sports

ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ

ନିଜ ମାଟିରେ ଧୁଳି ଚାଟିଲା କିୱି ଟିମ୍‌ୱେଲିଂଟନ୍‌: ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ ।ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌କୁ ଭାରତୀୟ ଟିମ୍ ୩୫ ରନ୍‌ରେ ଜିତି…
Read More...

ସୁଟିଂରେ ଓଡିଶା ଝିଅ ଶ୍ରୀୟଙ୍କାଙ୍କୁ ସ୍ବଣ୍ଣ

ଜର୍ମାନୀରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁଟିଂ ପ୍ରତିଯୋଗିତାଭୁବନେଶ୍ବର : ଜର୍ମାନୀରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି ଓଡିଶା ସମ୍ବଲପୁରର ସୁଟିଂ ଗାର୍ଲ ଶ୍ରୀୟଙ୍କା ଷଡଙ୍ଗୀ…
Read More...

ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଉପରେ କବଜା କଲା ଭାରତ

ମାଉନଗାଓନି : ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଉପରେ କବଜା କଲା ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆରେ ୩-୦ରେ ଆଗୁଆ ରହିଛି ବିରାଟ ବାହିନୀ । ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି କିୱି ଟିମକୁ ଧରାଶାୟୀ…
Read More...

ନ୍ୟୁଜିଲାଣ୍ଡ ଦିନିକିଆରେ ଭାରତ ୮ ଓ୍ଵିକେଟରେ ବିଜୟୀ

ନାପିଏର : ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଅଭିଯାନ ବେଶ୍‌ ସୁଖଦ ହୋଇଛି । ଆଜି ନାପିଏର ଠାରେ ପାଞ୍ଚଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ(୭୫ ରନ୍‌) ଓ ବିରାଟ କୋହଲିଙ୍କ…
Read More...

ଆଡିଲେଡ୍‌ରେ ଟିମ ଇଣ୍ଡିଆର ବିରାଟ ବିଜୟ

କଙ୍ଗାରୁ କୋର୍ଟରେ ଟିମ ଇଣ୍ଡିଆର ବାଜିମାତଦିଲ୍ଲୀ : ଆଡିଲେଡ୍‌ରେ ବିରାଟ ବିଜୟ । କଙ୍ଗାରୁ ଟିମ୍‌କୁ ୬ ୱିକେଟ୍‌ରେ ହରାଇ ଦ୍ବିତୀୟ ଦିନିକିଆକୁ କବଜା କରିଛି ଟିମ୍‌ ଇଣ୍ଡିଆ । ଆଡିଲେଡ୍‌ରେ ଖେଳାଯାଇଥିବା ଦ୍ବିତୀୟ…
Read More...

୭୨ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ ମାଟିରେ ଭାରତର ଇତିହାସନୂଆଦିଲ୍ଲୀ  :  ଅଷ୍ଟ୍ରେଲିଆ ମାଟିରେ ଭାରତର ଇତିହାସ । ୭୨ବର୍ଷ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ୧୯୪୭ପରେ ଯେବେଠୁ ଟିମ୍ ଇଣ୍ଡିଆ…
Read More...

ପ୍ରତି ବ୍ଲକ୍‌ରେ ଟେବୁଲ୍ ଟେନିସ୍ ସେଣ୍ଟର ଖୋଲାଯିବ – କ୍ରୀଡା ମନ୍ତ୍ରୀ

କଟକ ଜବାହରଲାଲ ଇନଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହେଲା ୮୦ତମ ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍କଟକ : ରେକର୍ଡ ସଂଖ୍ୟକ ପ୍ରତିଯୋଗୀଙ୍କୁ ନେଇ କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଜାତୀୟ ଟେବୁଲ…
Read More...

ରଣଜୀରେ ଓଡ଼ିଶାର ବିଜୟ

ଜମ୍ମୁ : ଜମ୍ମୁ-କଶ୍ମୀରକୁ ୮ ୱିକେଟରେ ହରାଇ ଓଡ଼ିଶା ସ୍ଥାନୀୟ ସରକାରୀ ଗାନ୍ଧୀ ମେମୋରିଆଲ ସାଇନ୍ସ କଲେଜ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ୨୦୧୮- ୧୯ ରଣଜୀ ଗ୍ରୁପ୍-ସି’ ଲିଗ୍ ମ୍ୟାଚ୍ରେ ଉଲ୍ଲେଖନୀୟ ବିଜୟ ହାସଲ କରିଛି । ଏହି…
Read More...

ଧୋନିଙ୍କ କମବ୍ୟାକ, ଉଭୟ ଦିନିକିଆ ଏବଂ ଟି-୨୦ ଟିମକୁ ଫେରିଲେ ମହେନ୍ଦ୍ର ସିଂହ ଧୋନି

ନୂଆଦିଲ୍ଲୀ : ଟିମ ଇଣ୍ଡିଆକୁ ପୁଣି କମବ୍ୟାକ କରିଛନ୍ତି ଧୋନି । ଉଭୟ ଫର୍ମାଟ ପାଇଁ ଦଳରେ ପୁଣଇ ସାମିଲ ହୋଇଛନ୍ତି । ଅଷ୍ଟ୍ରେଲିଆରେ ଦିନିକିଆ ଏବଂ ନ୍ୟୁଜିଲାଣ୍ଡରେ ଟି-୨୦ ସିରିଜ୍‌ ପାଇଁ ଆଜି ବିସିସିଆଇ ଭାରତୀୟ ଦଳ ଘୋଷଣା…
Read More...

ପର୍ଥ ଟେଷ୍ଟରେ ବିବାଦରେ ଟିମ୍ ଇଣ୍ଡିଆ : କୋହଲି-ପେନ୍ ମଧ୍ୟରେ କଥା କଟାକଟି, ଜାଡେଜା-ଇଶାନ୍ତ ତୁ ତୁ ମେ ମେ

ନୂଆଦିଲ୍ଲୀ : ପର୍ଥ ଟେଷ୍ଟରେ ଲଢୁଆ ଖେଳର ପ୍ରଦର୍ଶନ କରି ଭାରତକୁ ୧୪୬ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏଥିସହିତ ସିରିଜରେ ପ୍ରତ୍ୟାବର୍ତ୍ତନ କରି ସ୍ଥିତିକୁ ୧-୧ରେ ବରାବର କରିଛି। ଗୋଟିଏ ପଟେ ଅଷ୍ଟ୍ରେଲିଆ ମ୍ୟାଚରେ ସବୁ…
Read More...

ଓଡିଶା ପୁରୁଷ ବିଶ୍ୱ କପ ହକି : ନେଦରଲାଣ୍ଡକୁ ହରାଇ ବେଲିଜିୟମ ହେଲା ବିଶ୍ୱ ଚାମ୍ପିୟନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡିଶା ପୁରୁଷ ବିଶ୍ୱ କପ ହକିରେ ବେଲିଜିୟମ ବିଶ୍ୱ ବିଜୟୀ ହୋଇଛି । ଏହା ସହ ଇତିହାସ ରଚିଛି ବେଲିଜିୟମ । ଫାଇନାଲରେ ନେଦରଲାଣ୍ଡକୁ ପେନଲାଇଟ ସୁଟଆଉଟରେ ହରାଇଲା ବେଲଜିୟମ ।…
Read More...

ମହିଳାଙ୍କ ଗୋଡ ଧରି ଧୋନି ଜୋତା ପିନ୍ଧାଉଥିବା ଫଟୋ ଭାଇରାଲ, କିଏ ସେ ମହିଳା କାହିଁକି ତାଙ୍କୁ ଜୋତା ପିନ୍ଧାଉଛନ୍ତି…

ଭୋପାଳ : ଟିମ ଇଣ୍ଡିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଦେଶ ବିଦେଶରେ ଢେର ନା ଁ ରହିଛି । ହେଲେ ସେ ପୁଣି ମହିଳାଙ୍କ ଗୋଡ ଧରି ଜୋତା ପିନ୍ଧାଉଛନ୍ତି । ହଁ ଆଙ୍ଗ୍ୟାଂ ଆପଣ ଦେଖୁଥିବା ଫଟୋ ସତ । ଏହି…
Read More...

ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ BWF  ୱାର୍ଲଡ ଟୁର ଫାଇନାଲ ଟାଇଟଲ

ଭୁବନେଶ୍ବର :  ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ BWF  ୱାର୍ଲଡ ଟୁର ଫାଇନାଲ ଟାଇଟଲ। ଫାଇନାଲରେ ଜାପାନର ନୋଜୁମି ଓକୁହାରାଙ୍କୁ ହରାଇ ସିନ୍ଧୁ ଜିତିଛନ୍ତି ଏହି ଟାଇଟଲ। BWF  ୱାର୍ଲଡ ଟୁର ଫାଇନାଲ ଟାଇଟଲ ଜିତିବାରେ…
Read More...

ପୁରୁଷ ବିଶ୍ୱକପ ହକି : ଭାରତର ଅଭିଯାନ ଶେଷ,ସେମି ଫାଇନାଲରେ ନେଦରଲ୍ୟାଣ୍ଡ ଓ ବେଲିଜିୟମ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ବିଶ୍ୱକପ୍‌ ହକିରୁ ଭାରତର ଅଭିଯାନ ଶେଷ ହୋଇଛି । କ୍ବାର୍ଟର ଫାଇନାଲରୁ ବିଦାୟ ନେଇଛି ଭାରତ । ନେଦରଲ୍ୟାଣ୍ଡସ୍ ଠାରୁ ୨-୧ ରେ ହାରି ଭାରତରଅଭିଯାନ ଶେଷ…
Read More...