Browsing Category

Sports

ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହଙ୍କୁ କରୋନା

ବେଙ୍ଗାଲୁରୁ: ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ କରୋନା ସଂକ୍ରମିତ କରିଛି। ଆଗକୁ ବେଙ୍ଗାଲୁରୁରେ ଜାତୀୟ ଟିମ୍‌ର କ୍ୟାମ୍ପ ଆରମ୍ଭ…
Read More...

ଭିଭୋ ଆଇପିଏଲ ଟାଇଟଲ ସ୍ପନଶରରୁ ହଟିଲା, ୨ ଦିନ ମଧ୍ୟରେ ଟେଣ୍ଡର ଡକାଯିବ : ବିସିସିଆଇ

ନୂଆଦିଲ୍ଲୀ: ଚୀନ ମୋବାଇଲ କମ୍ପାନୀ ଭିଭୋ ଆଗାମୀ ଆଇପିଏଲ ସଂସ୍କରଣର ଟାଇଟଲ ସ୍ପନସରଶିପରୁ ହଟିବା କଥା ବିସିସିଆଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି । ପୂର୍ବରୁ ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ…
Read More...

ଆଇପିଏଲ୍‌ରୁ ହଟିଲା ଭିଭୋ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଲାଗି ରହିଲାଣି ବାଦ ବିବାଦ । ଗତ ରବିବାର ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଲିଗ ଉପରେ ମୋହର ବାଜିବା କ୍ଷଣି ଆରମ୍ଭ ହୋଇଗଲା ବିବାଦ…
Read More...

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ ଟୁଇଟ ରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ ।…
Read More...

ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ ହେବାବୁ ଥିବା ଟି-୨୦ ବିଶ୍ୱକପ ସ୍ଥଗିତ । ଏନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ସୋମବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ବିଶ୍ୱକପ ସ୍ଥଗିତ ହେବା ଆଇପିଏଲ ପାଇଁ…
Read More...

ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ହିସାବ ଦେଲେ ସରକାର

ଭୁବନେଶ୍ୱର: ଓଡ଼ିଶା ଆଥଲେଟ ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ତାହାର ହିସାବ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦୂତୀଙ୍କୁ ମିଳିଥିବା ସହାୟତା ନେଇ ଆର୍ଥିକ ବିବରଣୀ…
Read More...

ସଙ୍ଗରୋଧରେ ରହିଲେ ସୌରଭ ଗାଙ୍ଗୁଲି

କୋଲକାତା: ହୋମ କ୍ୱାରେନଟାଇନରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତାଙ୍କ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗାଲୁରୁ (CAB)ର ସେକ୍ରେଟାରୀ ସ୍ନେହାଶିଷ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇ…
Read More...

ନୋଭାକ୍ ଜୋକୋଭିଚଙ୍କ କୋଚଙ୍କୁ କରୋନା

ନୂଆଦିଲ୍ଲୀ :ବିଶ୍ୱର ଏକ ନମ୍ୱର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚଙ୍କ ପରେ ତାଙ୍କ କୋଚ୍ ଗୋରାନ୍ ଇଭାନିସେବିଚଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ହୋମ୍ ଆଇସୋଲେସନରେ ଅଛନ୍ତି ଗୋରାନ୍ ।…
Read More...

ଟେନିସ ଖେଳାଳି ଜୋକୋଭିଚ କରୋନା ସଂକ୍ରମିତ

ବେଲଗ୍ରେଡ: ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୩୩ ବର୍ଷୀୟ ଜୋକୋଭିଚ ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି । ଏକଜିଭିଶନ ଚ୍ୟାରିଟ ମ୍ୟାଚ ଅବସରରେ ସେ କରୋନା…
Read More...

ସାହିଦ ଆଫ୍ରିଦି କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଲ୍‌ରାଉଣ୍ଡର ସାହିଦ ଆଫ୍ରିଦି କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଦେବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି।…
Read More...

ଭାରତର ସର୍ବପୁରାତନ ପ୍ରଥମ‌ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କ ପରଲୋକ

ମୁମ୍ବାଇ: ଶନିବାର ପାହାନ୍ତା ପୂର୍ବରୁ ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କର ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ୧୦୦ ବର୍ଷ ବୟସରେ ପଦାର୍ପଣ କରିଥିବା ରାଇଜିଙ୍କର…
Read More...

ଏଥର ବିନା ଦର୍ଶକରେ ହେବ ଆଇପିଏଲ !

ନୂଆଦିଲ୍ଲୀ: ବିନା ଦର୍ଶକରେ ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ହେବା ନେଇ ଆଶା ଉଜ୍ଜ୍ଵଳ ହୋଇଛି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଏନେଇ ଇସାରା କରିଛନ୍ତି। କରୋନା ଭୂତାଣୁ ଯୋଗୁ ଅନିର୍ଦ୍ଦିଷ୍ଟ କାଳ…
Read More...

ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ଦେହାନ୍ତ

ପଞ୍ଜାବ: ହକି କିମ୍ବଦନ୍ତୀ ତଥା ତିନି ଥର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୬ଟା ୧୭ ମିନିଟରେ ସେ ପ୍ରାଣ ତ୍ୟାଗ କରିଥିବା…
Read More...

ରବି ମିତଲ ନୂତନ କେନ୍ଦ୍ର କ୍ରୀଡା ସଚିବ ନିଯୁକ୍ତ

ନୂଆଦିଲ୍ଲୀ: ବଦଳିଲେ କେନ୍ଦ୍ର କ୍ରୀଡାସଚିବ । ପୂର୍ବରୁ ଦାୟିତ୍ୱରେ ଥିବା ରାଧେଶ୍ୟାମ ଜୁଲାନିୟାଙ୍କ ସ୍ଥାନ ନେଇଛନ୍ତି ରବି ମିତଲ । କେନ୍ଦ୍ର କ୍ୟାବିନେଟ ରବିବାର ରବି ମିତଲଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନୂତନ…
Read More...