Browsing Category

Sports

୪୭ବର୍ଷରେ ପଦାର୍ପଣ କଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଆଜି ୪୭ବର୍ଷରେ ପଦାର୍ପଣ କଲେ ସଚି ତେନ୍ଦୁଲକର । କିନ୍ତୁ ମାଷ୍ଟର ବ୍ଲାଷ୍ଟର ଏଥର ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଥିବାରୁ ଜନ୍ମଦିନ ପାଳନ କରୁ ନାହାନ୍ତି । ସଚିନ ଯଦିଓ ଜନ୍ମଦିନ ପାଳନ ନକରିବାକୁ…
Read More...

ସ୍ଥଗିତ ହେଲା ଆଇପିଏଲ ୨୦୨୦

ମୁମ୍ବାଇ: ଆଇପିଏଲ ୨୦୨୦ ହେଲା ସ୍ଥଗିତ । କରୋନା ଭାଇରସ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ବୃଦ୍ଧି କରିବା ପରେ ପୁଣି ସ୍ଥଗିତ ରହିଲା ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୦ । ଆଇପିଏଲ୍…
Read More...

ସ୍ଥଗିତ ହେଲା ମହିଳା ଫିଫା ବିଶ୍ୱକପ୍

ନୂଆଦିଲ୍ଲୀ: କରୋନା ଯୋଗୁଁ ନଭେମ୍ବରରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ କୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ଫିଫା ।ଅଣ୍ଡର-୧୭ର କିଛି ମ୍ୟାଚ୍ ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ହେବାର ଥିଲା।…
Read More...

୧୦ ଲକ୍ଷ ଟଙ୍କା ଦାନ କଲେ ମିତାଲି ରାଜ୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ୍ କୋରୋନା ମୁକାବିଲା ପାଇଁ ପିଏମ କେୟାର୍ସ ଫଣ୍ଡକୁ ୫ ଲକ୍ଷ ଟଙ୍କା ଟଙ୍କା ଦାନ କରିଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୫ଲକ୍ଷ…
Read More...

ଘୋଷଣା ହେଲା ଟୋକିଓ ଅଲମ୍ପିକ୍ସ ପାଇଁ ନୂଆ ତାରିଖ

ଟୋକିଓ: କୋରୋନା ଭାଇରସ୍ ମହାମାରୀ ପାଇଁ ବାତିଲ ହୋଇଥିଲା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ସର୍ବବୃହତ କ୍ରୀଡା ଇଭେଂଟ ତଥା କ୍ରୀଡା ମହାକୁମ୍ଭ ଟୋକିଓ ଅଲମ୍ପିକ । ତେବେ ଅନ୍ତର୍ଜାତୀୟ ଅଲମ୍ପିକ ଆସୋସିଏନ ପକ୍ଷରୁ ସୋମବାର…
Read More...

କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଘୋଷଣା: ଅଲମ୍ପିକ ବ୍ୟତୀତ ସମସ୍ତ ଟ୍ରେନିଂ କ୍ୟାମ୍ପ ସ୍ଥଗିତ

ନୂଆଦିଲ୍ଲୀ: ଅଲମ୍ପିକ୍ସ ବର୍ଷରେ କ୍ରୀଡାକୁ ବିଶେଷ ପ୍ରଭାବିତ କରିଛି କୋରୋନା ଭାଇରସ । ମହାମାରୀ କୋରୋନାକୁ ନେଇ ବିଶ୍ୱରେ ଆତଙ୍କ । ସଂକ୍ରମଣରୁ କ୍ରୀଡାବିତ ମଧ୍ୟ ବାଦ ପଡିନାହାନ୍ତି । ଫଳରେ ସୁରକ୍ଷା ଦୃଷ୍ଟିରୁ ଆଜି…
Read More...

ମହିଳା ଟି-୨୦ ବିଶ୍ୱକପ୍‌: ଭାରତକୁ ପଛରେ ପକାଇ ବାଜି ମାରିଲା ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଆଜି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତକୁ ପଛରେ ପକାଇ ଅଷ୍ଟ୍ରେଲିଆ ବାଜି ମାରି ନେଇଛି । ଅଷ୍ଟ୍ରେଲିଆ ୧୮୫ରନ୍ ଟାର୍ଗେଟର ପିଛା କରୁଥିବା ଭାରତ ୧୯.୧ ଓଭରରେ ୯୯ରନ୍ କରି ଅଲଆଉଟ ହୋଇଯାଇଛି ।…
Read More...

ମହିଳା ଟି-୨୦ ବିଶ୍ବକପ ଫାଇନାଲ: ପ୍ରଥମେ ବୋଲିଂ କରିବ ଭାରତ

ମେଲବୋର୍ଣ୍ଣ: ଆଇସିସି ମହିଳା ଟି-୨୦ ବିଶ୍ବକପର ଫାଇନାଲ ଫାଇଟରେ ପ୍ରଥମ ରୋମାଂଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ଘରୋଇ ଅଷ୍ଟ୍ରେଲିଆ ଦଳ । ଫଳରେ ପ୍ରଥମେ ବୋଲିଂ କରିବା ଭ୍ରମଣକାରୀ ଭାରତ । ତେବେ ପ୍ରଥମ ଥର…
Read More...

ମହିଳା ଟି-୨୦ ବିଶ୍ବକପ ଫାଇନାଲରେ ଭାରତ

ସିଡନି: ମହିଳା ଟି-୨୦ ବିଶ୍ବକପ ଫାଇନାଲରେ ପହଂଚିଲା ଭାରତ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ବର୍ଷାରେ ଧୋଇଯାଇଛି । ଟସ ପଡିବା ପୂର୍ବରୁ ସିଡନି ଗ୍ରାଉଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମ୍ୟାଚ ସମ୍ଭବ…
Read More...

ପୁଣିଥରେ ସ୍ୱର୍ଣ୍ଣ ହାତେଇଲେ ଦୂତୀ

ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ୨୦୦ ମିଟର ଇଭେଂଟରେ ଦୂତୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଆ ସ୍ପିଂଟର ଦୂତୀ ଚାନ୍ଦ । ନିର୍ଦ୍ଧାରିତ ଦୂରତାକୁ ୨୩.୬୬ ସେକେଣ୍ଡରେ ଅତିକ୍ରମ କରି ସେ…
Read More...

ସ୍ବର୍ଣ୍ଣରେ ଚମକିଲେ ଦୂତୀ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ ଦେଖାଇଲେ ଦୌଡରାଣୀ ଦୂତୀ । ମହିଳା ବର୍ଗ ୧୦୦ ମିଟର ଦୌଡ ଇଭେଂଟରେ ଓଡିଆ ଝିଅ ଦୂତୀ ଚାନ୍ଦ ଓଡିଶାକୁ ଭେଟି ଦେଇଛନ୍ତି ଆଉ ଏକ ସ୍ବର୍ଣ୍ଣ ।କିଟ୍ ବିଶ୍ବବିଦ୍ୟାଳୟ…
Read More...

ଭାରତର ପୂର୍ବତନ ଫୁଟବଲର ଅଶୋକ ଚାଟାର୍ଜୀଙ୍କ ନିଧନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲର ଅଶୋକ ଚାଟାର୍ଜୀଙ୍କ ନିଧନ । ଅନ୍ତିମ ନିଶ୍ବାସ ନେବା ସମୟରେ ତାଙ୍କୁ ୭୮ବର୍ଷ ହୋଇଥିଲା ।ଅଶୋକ ଚାଟାର୍ଜୀ ସିନିୟର ଟିମରେ ୩୦ଟି ମ୍ୟାଚ ଖେଳିଥିଲେ । ୧୯୬୫ରେ ସେ ଜାପାନ ବିପକ୍ଷରେ…
Read More...

କ୍ରିକେଟରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ଏ ନେଇ ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି । ଏଥିସହ ଟ୍ୱିଟରରେ ତାଙ୍କୁ ସମର୍ଥନ କରୁଥିବା ସମସ୍ତ ଶୁଭେଚ୍ଛୁ ଓ କ୍ରିକେଟପ୍ରେମୀଙ୍କୁ…
Read More...

ଓଡ଼ିଆ ପୁଅ ପ୍ରଦୋଦ ହାତେଇଲେ ୨ଟି ସ୍ୱର୍ଣ୍ଣ ପଦକ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବ୍ରାଜିଲ ଇଣ୍ଟରନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ ଚମକିଲେ ଓଡିଆ ପୁଅ । ପୁରୁଷ ସିଙ୍ଗଲ୍ସ ଇଭେଂଟରେ ଓଡିଆ ପୁଅ ପ୍ରମୋଦ ଭଗତ ଚମ୍ପିଆନ ହୋଇଛନ୍ତି । ସେହିପରି ଡବଲ୍ସ ଇଭେଂଟରେ ଭାରତୀୟ ଯୋଡି…
Read More...