ଭୁବନେଶ୍ବର : ଓଡିଶାର ଚଣ୍ଡିଖୋଲ ଠାରେ ହେବ ପେଟ୍ରୋଲିୟମ ରିଜର୍ଭ ଡିପୋ । କେନ୍ଦ୍ରକ୍ୟାବିନେଟ ଆଜି ଏହି ପ୍ରସ୍ତବକୁ ମଞ୍ଜୁରୀ ଦେଇଛି । ଏହି ଟିପୋର କ୍ଷମତା ୪ ମିଲିୟନ ମେଟ୍ରିକଟନ ହେବ । ପୂର୍ବରୁ ଏହି ଡିପୋ ପ୍ରତିଷ୍ଠା ନେଇ କେନ୍ଦ୍ରସରକାର ବଜେଟରେ ଘୋଷଣା କରିଥିଲେ । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି କ୍ୟାବିନେଟ ଏହି ମଞ୍ଜୁରୀ ଦେଇଛନ୍ତି । ସେହିପିରି କଣ୍ଣାଟକର ପାଡୁରରେ ମଧ୍ୟ ଆଉ ଏକ ପେଟ୍ରୋଲିୟମ ଡିପୋ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି କ୍ୟାବିନେଟ ।
