ପର୍ଣ୍ଣଷ୍ଟାରଙ୍କ ସହ ରାତି ବିତାଇବାକୁ ଶ୍ରେଷ୍ଟ କର୍ମଚାରୀଙ୍କୁ କମ୍ପାନୀର ଅଫର

କମ୍ପାନୀରେ ଭଳ କାମ କଲେ ବୋନସରେ ଅର୍ଥ,ଗାଡି,ଘର ଓ ଚାକିରୀରେ ପ୍ରମୋସନ ଦେଇଥାଏ କମ୍ପାନୀ । ହେଲେ ପ୍ରମୋସନ  ଏସବୁ କିଛି ନଦେଇ କର୍ମଚାରୀଙ୍କୁ କମ୍ପାନୀ ପଣ୍ଣଷ୍ଟାରଙ୍କ ସହ ରାତିକାଟିବାର ବୋନସ ୍‍ଫର ଦେବା ଘଟଣା ଏବେ ମିଡିଆରେ ଚର୍ଚ୍ଚା ହେଉଛି । ଏକ କମ୍ପାନୀ ନିଜର ଶ୍ରେଷ୍ଟ କର୍ମଚାରୀଙ୍କୁ ପଣ୍ଣଷ୍ଟାରଙ୍କ ସହ ରାତି ବିତାଇବା ସୁଯୋଗ ଅଫର କରିଛି । ଅବସ୍ୟ ଏଭଳି ଅଫର ଆମ ଦେଶର ନୁହେଁ ଦେଇଛି ବିଦେଶୀ କମ୍ପାନୀ । କମ୍ପାନୀର କର୍ମଚାରୀ ମାନେ ମଧ୍ୟ ଣିତି ଅଫର ପାଇ ବେଶ ଖୁସି । ଏହି ସାଙ୍ଘାଇରେ କାମ କରୁଛି । ।ଉ କର୍ମଚାରୀଙ୍କୁ ଅଫର ମିଳିଥିବା ପଣ୍ଣଷ୍ଟାର ହେଉଛନ୍ତି ଜାପାନରେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଅନେକ ଏହିଭଳଇ ଅଫରକୁ ବିରୋଧ କରୁଥିବା ମଧ୍ୟ ଜଣା ପଡିଛି । ତେବେ ଅନେକଙ୍କ ମତ କମ୍ପାନୀ ଲାଗି କାମ କରୁଥିବା କର୍ମଚାରୀଙ୍କ ସୁଖ ଦେଖିବାବି କମ୍ପାନୀର କାମ, ତେଣଉ ଏଭଳି ଅଫରରେ ଭୁଲ ରହିଲା କେଉଁଠି ।

Leave A Reply

Your email address will not be published.