ତୈଳ ଦର ବୃଦ୍ଧି ଓ ମହାନଦୀ ପ୍ରସଙ୍ଗରେ କଂଗ୍ରେସର ଓଡିଶା ବନ୍ଦ ଡାକରା । ଏହା ପ୍ରେସ ମିଟ ଡାକି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଓଡିଶା ପ୍ରତି ଅନ୍ୟାୟ କରିଛନ୍ତି ବିଜେଡି ଓ ବିଜେପି ଏବଂ ମହାନଦୀ ପାଣି ରୋକିବାକୁ ଓଡ଼ିଶା ସରକାର ଚିନ୍ତା କରିନାହାନ୍ତି । କେନ୍ଦ୍ର ସରକାର ମଧ୍ୟ ଛତିଶଗଡ଼କୁ ବିରୋଧ କରିନି । ତେଣୁ ଏହାର ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ ।
