ଉପକୂଳ ଅଞ୍ଚଳରେ ଥିବା ବିମାନବନ୍ଦରକୁ କରାଗଲା ଆଲର୍ଟ

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ସାମୁଦ୍ରିକ ବାତ୍ୟା ଫନିକୁ ନେଇ ଦେଶର ଉପକୂଳ ଅଞ୍ଚଳରେ ଥିବା ସବୁ ଏୟାରପୋର୍ଟକୁ ଆଲର୍ଟ କରିଥିବା ଜଣାଯାଇଛି। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଏଥିସହିତ ଯାତ୍ରୀମାନଙ୍କ ସୁରକ୍ଷାପ୍ରତି ବିଶେଷ ଧ୍ୟାନ ଦିଆଯିବାକୁ ବି ଏଥିରେ କୁହାଯାଇଛି।

Leave A Reply

Your email address will not be published.