ଗୁହାଳରେ ଅଗ୍ନିକାଣ୍ଡ: ୪ ଗୋରୁ ଜୀବନ୍ତ ଦଗ୍ଧ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା ଗାଁରେ ଏକ ଗୁହାଳରେ
ଅଗ୍ନିକାଣ୍ଡ । ନିଆଁ ଲାଗି ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିସହ ୫ଟି ଗୋରୁ ଅର୍ଦ୍ଧଦଗ୍ଧ ହୋଇଛନ୍ତି। କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାତିରେ ମଶା ଘଉଡାଇବାକୁ ଧୂଆଁ ଦିଆଯାଇଥିଲା। ଏଥିରୁ ନିଆଁ ଲାଗିଥିବା ପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.