ଇସ୍କନରେ ଖଣ୍ଡଯୁଦ୍ଧ : ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ବର : ଇସ୍କନରେ ଖଣ୍ଡଯୁଦ୍ଧ । ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ପେ।ଲିସର ଲାଠିଚାର୍ଜ । ମନ୍ଦିର ସମ୍ମୁଖରେ ଥିବା ସମାଧୀପୀଠକୁ ଉଚ୍ଛେଦବେଳେ ଉତ୍ତେଜନା ବେଳେ ଲାଠିଚାର୍ଜ କରିଛି ପେ।ଲିସ । ଇସ୍କନ ଅନୁଗାମୀ ଓ ପେ।ଲିସ ମଧ୍ୟରେ ଧସ୍ତାଧସ୍ତି ହେ।ଇଛି । ଇସ୍କନ ଅନୁଗାମୀ କୁ ଗେ।ଡାଇ ଗେ।ଡାଇ ପେ।ଲିସ ଲାଠି ଚାର୍ଜ କରିଛି । ୪୦ ଫୁଟ ଚଉଡାର ଜବରଦଖଲକୁ ବିଏମ୍ ସି ଓ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ ପାଇଁ  ୨ଟି ଜେସିବିଲାଗିଥିବା ବେଳେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ  ମୁତୟନ କରାଯାଇଛି । ଇସ୍କନ ସମ୍ମୁଖ ସମାଧୀପୀଠ ଉଚ୍ଛେଦ ପାଇଁ ପୂର୍ବରୁ ବିଏମ୍ ସି ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଥିଲା । ସରକାରୀ ସ୍ଥାନରେ ମନ୍ଦିର ସମାଧୀ ନିର୍ମାଣ କରାଯାଇଥିବାରୁ ସାମନ୍ୟ ବର୍ଷାରେ ପ୍ରବଳ ପାଣି ଜମି ରହୁଥିଲା । ତେଣୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଦାବି ପରେ ଆଜି ଇସ୍କନ ମନ୍ଦିର ସମ୍ମୁଖ ସମାଧୀପୀଠ ଉଚ୍ଛେଦ କରାଯାଉଛି ।

Leave A Reply

Your email address will not be published.