ଆଇପିପିବି ସେବା ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ ଅଧୀନରେ ଆଜି ଦେଶବ୍ୟାପୀ ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ ଗ୍ରାମାଞ୍ଚଳରେ ରହିବ । ଆଇପିପିବିକୁ ନିଜସ୍ୱ ବ୍ୟବସ୍ଥା ସହ ୧୭ କୋଟି ପୋଷ୍ଟାଲ୍ ସେଭିଙ୍ଗ୍ସ ବ୍ୟାଙ୍କ ଆକାଉଣ୍ଟ ଆକାଉଣ୍ଟ ସିଷ୍ଟମ୍ ଶୁଭାରମ୍ଭ କରାଯିବ; ଯଦ୍ଦ୍ୱାରା ଗ୍ରୋସରୀ କାରବାର, ଟିକେଟ୍ ଖର୍ଦ୍ଦି ଆଦି କ୍ଷେତ୍ରରେ ମଧ୍ୟ ସୁବିଧାଜନକ ପେମେଣ୍ଟ କରିହେବ । ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇ କହିଛନ୍ତି, ଆଇପିପିବି ଦେଶର ଆର୍ଥିକ ତଥା ସାମାଜିକ ସ୍ଥିତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବ । ଏହା ସହିତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ସେବା ପହଞ୍ଚାଇ ପାରିବ । ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ପେମେଣ୍ଟ ବ୍ୟାଙ୍କ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିୱାଇ)ରେ ଆଇପିପିବି ବେଶ୍ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା ଯୋଗଦେଇ କହିଲେ, ‘ଆଇପିପିବି ଶୁଭାରମ୍ଭ ହେବା ଦ୍ୱାରା ଜଣେ ବିଶ୍ୱସନୀୟ ଡାକବାଲା ଲକ୍ଷାଧିକ ଅନ୍ବ୍ୟାଙ୍କ୍ଡ ଏବଂ ଅଣ୍ଡର ବ୍ୟାଙ୍କଡ ଟଙ୍କା ନେଣଦେଣ, ପ୍ରତ୍ୟକ୍ଷ ଲାଭ ନେଣଦେଣ, ବିଲ୍ ଏବଂ ୟୁଟିଲିଟି ପେମେଣ୍ଟ ସିଷ୍ଟମ୍ ଶୁଭାରମ୍ଭ କରାଯିବ; ଯଦ୍ଦ୍ୱାରା ଗ୍ରୋସରୀ କାରବାର, ଟିକେଟ୍ ଖର୍ଦ୍ଦି ଆଦି କ୍ଷେତ୍ରରେ ମଧ୍ୟ ସୁବିଧାଜନକ ପେମେଣ୍ଟ କରିହେବ । ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇ କହିଛନ୍ତି, ଆଇପିପିବି ଦେଶର ଆର୍ଥିକ ତଥା ସାମାଜିକ ସ୍ଥିତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବ । ଏହା ସହିତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ସେବା ପହଞ୍ଚାଇ ପାରିବ । ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ପେମେଣ୍ଟ ବ୍ୟାଙ୍କ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିୱାଇ)ରେ ଆଇପିପିବି ବେଶ୍ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା ଯୋଗଦେଇ କହିଲେ, ‘ଆଇପିପିବି ଶୁଭାରମ୍ଭ ହେବା ଦ୍ୱାରା ଜଣେ ବିଶ୍ୱସନୀୟ ଡାକବାଲା ଲକ୍ଷାଧିକ ଅନ୍ବ୍ୟାଙ୍କ୍ଡ ଏବଂ ଅଣ୍ଡର ବ୍ୟାଙ୍କଡ୍ ଭାରତୀୟଙ୍କ ପାଇଁ ବ୍ୟାଙ୍କର ପାଲଟିଯିବ । ଏଥିସହ ଏହା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଗ୍ରହଣ କରିବ ଏବଂ ଯଦି ଜମାରାଶି ୧ ଲକ୍ଷରୁ ଊଦ୍ଧ୍ୱର୍ ହେବ ତେବେ ଏହା ସ୍ୱୟଂଚାଳିତ ଭାବେ ଡାକଘର ସଞ୍ଚୟ ଆକାଉଉଣ୍ଟ କୁ ଚାଲିଯିବ । ଏହା ପୂର୍ବରୁ ଆଇପିପିବିର ଏମ୍ଡି ଏବଂ ସିଇଓ ସୁରେଶ ସେଠୀ ଏକ ସାକ୍ଷାତକାରରେ କହିଥିଲେ ଯେ ଶୁଭାରମ୍ଭ ପାଇଁ ୮ ଲକ୍ଷରୁ ଊଦ୍ଧ୍ୱର୍ କର୍ମଚାରୀ ୧୫ ହଜାର ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୧୧ ହଜାର ଲୋକ ଦ୍ୱାରକୁ ଦ୍ୱାର ଯାଇ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ବର୍ଷ ଶେଷ ସୁଦ୍ଧା ୩ ଲକ୍ଷ ଲୋକ ଏହି କାର୍ଯ୍ୟରେ ନିୟୋଜିତ ରହିବେ ବୋଲି ସେ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ୍ରେ ଭାରତ ସରକାରଙ୍କ ଶତ ପ୍ରତିଶତ ଇକ୍ୟୁଟି ରହିଛି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଦ୍ୱାରା ଏହା ପରିଚାଳିତ ହେବ ।

Leave A Reply

Your email address will not be published.