ସାରଥି ମାମଲାକୁ ନେଇ ରୋଚକ ତଥ୍ୟ ଦେଲେ ଅରୁଣ ବୋଥ୍ରା

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ଭଣ୍ଡ ସାରଥି ବାବା ଓରଫ ସନ୍ତୋଷ ରାଉଳକୁ ନେଇ ପୁଣି ଚର୍ଚ୍ଚା । କିଏ ଥିଲେ ସାରଥି । କଣ ଥିଲା ତାଙ୍କ ପାଖରେ ଦିବ୍ୟ ଶକ୍ତି । କଣ ପାଇଁ ଲୋକ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ । ତାହାକୁ ନେଇ…
Read More...

ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରରେ ଅଯୋଧ୍ୟା ମାମଲା

ନୂଆଦିଲ୍ଲୀ : ଜମିୟତ ଉଲେମା-ଏ-ହିନ୍ଦ ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିଛି । ଏହି ଯାଚିକା ମୌଲାନା ସୈୟଦ ରସିଦିଙ୍କ ତରଫରୁ ଦାଖଲ କରାଯାଇଛି । ସୈୟଦ ରସିଦି…
Read More...

କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବ ଏସଆଇଟି ଟିମ୍

ଭୁବନେଶ୍ଵର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାରେ ଏସଆଇଟି ଟିମର ଆଜି ପ୍ରଥମ ବୈଠକ ବସିଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସାାଇଟି ଟିମର ବୈଠକ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ…
Read More...

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀୟ ରାୟ

କଟକ: ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ । ଦାୟିତ୍ୱ ନେବା ପରେ ଟ୍ରାନ୍ସପରେନ୍ସି ଓ ଟାଇମ ବାଉଣ୍ଡକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ସୂଚନାନୁସାରେ, ସୁନୀଲ ରାୟ କଟକ…
Read More...

ରାଜ୍ୟର ୧୫୮ ଆହାର କେନ୍ଦ୍ର ଓ ୩୪ କେନ୍ଦ୍ରୀୟ ପାକଶାଳାକୁ ମିଳିଲା ଆଇଏସଓ ମାନ୍ୟତା

ଭୁବନେଶ୍ବର:  ଆହାର କେନ୍ଦ୍ରକୁ ମିଳିଛି  ଆଇଏସଓ ମାନ୍ୟତା । ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ପାକଶାଳାକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏଥିପାଇଁ  ସହରାଞ୍ଚଳ ବିକାଶ ବିଭାଗ, ଜିଲ୍ଲାପାଳ ଓ…
Read More...

ସ୍ପେନ ଝିଅ ସାଜିଲେ ଓଡ଼ିଆ ବୋହୂ

ଭୁବନେଶ୍ୱର: ବିଦେଶୀ ଝିଅ ସାଜିଲେ ଓଡ଼ିଆ ବୋହୂ | ମଥାରେ ସିନ୍ଦୁର ସହ ପାଦରେ ଅଳତା ନାଇଲେ ଆଉ ସାତ ଜନ୍ମ ପାଇଁ ଓଡ଼ିଆ ପୁଅଙ୍କ ସହ ରହିବାକୁ ଶପଥ ବି ନେଲେ | ଭୁବନେଶ୍ୱରର ଏକ ତାରକା ହୋଟେଲରେ ରବିବାର ଦିନ ଏମିତି ଏକ ବିବାହ…
Read More...

ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଲେ ବରିଷ୍ଠ ଆଇଏଏସ ଅଧିକାରୀ ଡ଼ ଗଗନ ଧଳ

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ଡ଼ ଗଗନ ଧଳ ଗତ ୩୦ ତାରିଖରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିବା ଜଣାଯାଇଛି।  ୧୯୮୫ ବ୍ୟାଚ୍‌ର ଆଇଏଏସ ଡ଼ ଗଗନ ଧଳ ବ୍ୟକ୍ତିଗତ କାରଣରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଜଣାଯାଇଛି | ସେ…
Read More...

ପୁରୀ ନବକଳେବରର ପରିକଳ୍ପିତ ଭିଡିଓ ସେୟାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ପୁରୀ- ଓଡ଼ିଶାର ଆତ୍ମା । ଏପରି ଶୀର୍ଷକରେ ପ୍ରସ୍ତୁତ ଏକ କ୍ଷୁଦ୍ର ଭିଡିଓ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି। ଏହି ଭିଡିଓରେ ଭିତ୍ତିଭୂମି ବିକାଶ କରାଯାଇ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀକୁ କିଭଳି ବିଶ୍ବସ୍ତରୀୟ…
Read More...

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଥିବା ପଞ୍ଜାବୀ ମଠକୁ ସିଲ୍‌ କଲା ଜିଲ୍ଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ଅପରାହ୍ଣରେ ଜିଲ୍ଲା ପ୍ରଶାସନ ସିଲ୍‌ କରିଛି।ଗତରାତିରେ ସେ ମଠର ଗୋଟାଏ ପ୍ରକୋଷ୍ଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର…
Read More...

ଶିବାଙ୍ଗୀ ହେଲେ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ସବ୍‌-ଲେଫ୍‌ନାଣ୍ଟ୍‌

କୋଚି: ସୋମବାର ଦିନ ସବ୍‌-ଲେଫ୍ଟନାଣ୍ଟ୍‌ ଶିବାଙ୍ଗୀ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ହୋଇଛନ୍ତି। ବିହାରର ମୁଜାଫରପୁରରେ ଜନ୍ମିତା, ଶିବାଙ୍ଗୀ ପ୍ରାଥମିକ ତାଲିମ ଶେଷ କରିବା ପରେ ୨୦୧୮ରେ ଭାରତୀୟ ନୌସେନାରେ ସାମିଲ…
Read More...