Odisha ପଞ୍ଚାୟତରାଜ ବିଭାଗର କଡା ଆଭିମୁଖ୍ୟ, ମୋ ସରକାର ଲାଗୁ ହେବାର ୨୪ ଘଣ୍ଟାରେ ଗଡିଲା ୩ ମୁଣ୍ଡ OPA Dec 2, 2019 0 ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗରେ ମୋ ସରକାର ଲାଗୁହେବ ପ୍ରଥମ ଦିନରେ ପ୍ରଥମ ଛାଟ ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ରେ ଜଣେ ବିଡିଓ ଓ ଦୁଇ ଜଣ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି । ଆବାସ… Read More...
Odisha ୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି OPA Dec 2, 2019 0 ଭୁବନେଶ୍ବର : ଆସନ୍ତା ଡିସେମ୍ବର ୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦୁଇଟି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ୮ ତାରିଖ ସକାଳେ ବରୁଣେଇ ଠାରେ ବହୁ… Read More...
National ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀଙ୍କୁ ପିଟିପିଟି ମାରିଦେବାକୁ ସାଂସଦଙ୍କ ଦାବି OPA Dec 2, 2019 0 ନୂଆଦିଲ୍ଲୀ: ହାଇଦ୍ରାବାଦରେ ଭେଟେରିନାରୀ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ଜନଅସନ୍ତୋଷ ବୃଦ୍ଧି ପାଉଥିବାରୁ ଆଜି ସଂସଦର… Read More...
Odisha ଜଣେ ବିଡିଓ , ଦୁଇ ଜଣ ସରପଂଚ ନିଲମ୍ବିତ OPA Dec 2, 2019 0 ଭୁବନେଶ୍ୱର: ଜଣେ ବିଡିଓ ଏବଂ ଦୁଇ ଜଣ ସରପଂଚଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି । ଏ ନେଇ ଗଣ ମାଧ୍ୟମକୁ ସୂଚନା ଦେଇ ପଂଚାୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ… Read More...
Odisha ବାଲୁକା କଳାରେ ଐତିହ୍ୟ କୀର୍ତିରାଜି OPA Dec 2, 2019 0 କୋଣାର୍କ : କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହୋଇଛି ୫ଦିନିଆ ଅର୍ନ୍ତଜାତୀୟ ବାଲୁକାକଳା ପ୍ରଦର୍ଶନୀ। ଭାରତ ସମେତ ୭ଟି ଦେଶର ୧୨୩ ବାଲୁକା ଶିଳ୍ପୀ ୪୪ ଟି ଷ୍ଟଲରେ ସେମାନଙ୍କ… Read More...
Odisha ୬ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ OPA Dec 2, 2019 0 ଚନ୍ଦ୍ରଶେଖରପୁର : ଅକାଳରେ ବାପାଙ୍କ ମୃତ୍ୟୁ ହେବା ପରେ ହଠାତ୍ ମା’ ପକ୍ଷାଘାତର ଶିକାର ହେଲେ। ଏମିତି ପରିସ୍ଥିତିରେ ୬ଭଉଣୀଙ୍କ ପାଠପଢ଼ା ଅଧାରୁ ବନ୍ଦ ହୋଇଗଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ୬ଭଉଣୀଙ୍କୁ ସହାୟତାର ହାତ… Read More...
Odisha ଆଜିଠୁ ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ OPA Dec 2, 2019 0 ମାଲକାନଗିରି : ସୋମବାରଠାରୁ ଆରମ୍ଭ ହେଉଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରିବାକୁ ନକ୍ସଲ ଆହ୍ବାନ ଦେଇଛନ୍ତି। ଏଥିପାଇଁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ପୋଷ୍ଟର… Read More...
National ୨୬ ଜିଲ୍ଲାପାଳଙ୍କୁ ନୋଟସି ଜାରି କଲେ ଉତ୍ତର ପ୍ରଦେଶର ଯୋଗୀ ସରକାର OPA Dec 2, 2019 0 ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଅନେକ ବିଲରେ ନଡା ଜଳାଇବା ଘଟଣାକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଏହା ବାବଦରେ ୨୬ ଜିଲ୍ଲାପାଳଙ୍କୁ ନୋଟସି ଜାରି କରିଛନ୍ତି । ନଡ଼ା-ପାଳ ଜଳାଇବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ… Read More...
Corporate ମହଙ୍ଗା ହେଲା ଭୋଡ଼ା-ଆଇଡ଼ିଆ, ଏୟାରଟେଲ OPA Dec 2, 2019 0 ନୂଆଦିଲ୍ଲୀ: ଭୋଡ଼ାଫୋନ-ଆଇଡିଆ ଓ ଏୟାରଟେଲ ଆଜି ନିଜର ନୂତନ ଟାରିଫ ଘୋଷଣା କରିଛନ୍ତି। ଏହି ସବୁ ଟାରିଫ ଡିସେମ୍ବର ୩ରୁ ସମଗ୍ର ଦେଶରେ ଲାଗୁ ହୋଇଯିବ। କମ୍ପାନୀର ନୂତନ ପ୍ଲାନ ମାଇ ଭୋଡ଼ାଫୋନ ଆପ୍ ଓ କମ୍ପାନୀର ଅଫିସିଆଲ… Read More...
National କାନ୍ଥ ଭୁଷୁଡି ୧୫ ମୃତ OPA Dec 2, 2019 0 ମେଟ୍ଟୁପାଲୟମ: ତାମିଲନାଡୁରେ ମୂଶଳ ଧାରାରେ ବର୍ଷା ହେବା କାରଣରୁ ଏକ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏଥିରେ ୧୫ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ଆହତଙ୍କ ସଂଖ୍ୟା ଆକଳନ କରାଯାଇ ନାହିଁ। ଆଜି ସକାଳେ… Read More...