ଆସନ୍ତାକାଲିଠୁ ୨‍ ଦିନ ବଲାଙ୍ଗିର ବନ୍ଦ

ବଲାଙ୍ଗିର: ବିଭିନ୍ନ ଦାବି ନେଇ ଵଲାଙ୍ଗିର ଆକ୍ସନ କମିଟି ୨୦ ଓ ୨‍୧ ତାରିଖ ଦୁଇ ଦିନ ଧରି ବଲାଙ୍ଗିର ବନ୍ଦ ଡାକରା ଦେଇଛି। କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ୍‌ , ବୀମା ଅଫିସ୍‌ ଓ ବ୍ୟାଙ୍କ ବନ୍ଦ କରିବା ପାଇଁ…
Read More...

ବରଫ ଅତଡ଼ା ଖସି ୪ ଯବାନଙ୍କ ସମେତ ୬ ମୃତ

ନୂଆଦିଲ୍ଲୀ: ଗତକାଲି ସିଆଚେନ୍‌ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।ଗତକାଲି…
Read More...

୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ହେବ ଶେଷ

ନୂଆଦିଲ୍ଲୀ : ଡିସେମ୍ବର ୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ। ରାଜ୍ୟସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କାଟୋରିଆ ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ…
Read More...

ଚୋରି ଭୟରେ ପାକିସ୍ତାନରେ ଟମାଟୋ ଖେତ ଜଗୁଛନ୍ତି ବନ୍ଧୁକଧାରୀ

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି ଯେ ପାକିସ୍ତାନରେ ଟମାଟୋ ଦର ଏବେ କିଲୋ ପିଛା ତିନି ଶହ ଟପିଲାଣି। ପାକିସ୍ତାନର ଚାଷୀମାନଙ୍କର ଭୟ କାଳେ କେହି ସେମାନଙ୍କ ଟମାଟୋ ଚୋରି କରି ନେଇଯିବ। ଏହାକୁ ଦୃଷ୍ଟିରେ ରଖି…
Read More...

ଋଷିକେଶରେ ଖସିପଡି ଆହତ ହେଲେ ଉମାଭାରତୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ଖସିଯିବାରୁ ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀ ଆହତର ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡ ଓ ଗୋଡରେ ଆଘାତ…
Read More...

ଗୋଚାଲାଣ ବେଳେ ୩ଟି ଗୋରୁ ବୋଝେଇ ଭ୍ୟାନ୍ ଜବତ, ୫ ଅଟକ

ଜଗତସିଂହପୁର: ବାଲେଶ୍ବର, ଭଦ୍ରକ ପରେ ଜଗତସିଂହପୁରରେ ଆଜି ସକାଳେ ୩ଟି ଗୋରୁ ବୋଝେଇ ଭ୍ୟାନ୍ ଜବତ ହୋଇଥିବା ଜଣାଯାଇଛି। ଏଥିରୁ ୧୫ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଏହି ମାମଲାରେ , ୫ଜଣଙ୍କୁ ଅଟକ ରଖାଯାଇଥିବାର ସୂଚନା…
Read More...

ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ମତ୍ସ୍ୟ ସମବାୟ ସମିତିଗୁଡ଼ିକ ଅଧିକ କ୍ରିୟାଶୀଳ ହୁଅନ୍ତୁ : ମନ୍ତ୍ରୀ ଅରୁଣ କୁମାର ସାହୁ

୬୬ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୧୯ ଉତ୍ସବ ଓ କର୍ମଶାଳାଭୁବନେଶ୍ୱର: ଜଳସଂପଦରେ ଭରପୂର ଓଡ଼ିଶାରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମତ୍ସ୍ୟ ଉତ୍ପାଦନ…
Read More...

ବିଦ୍ୟୁତ ଚାଳିତ ଗାଡ଼ି ଧରି ସଂସଦ ଆସିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବିର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ପ୍ରଦୂଷଣ ମାତ୍ରାକୁ କମ କରିବା ପାଇଁ ଆଜି ସେ ସଂସଦକୁ ଏକ ବିଦ୍ୟୁତ ଚାଳିତ…
Read More...

ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ପୂଜାର୍ଚ୍ଚନା କଲେ କୋଚ୍ ରବି ଶାସ୍ତ୍ରୀ

ଉଜ୍ଜୟିନୀ:ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ମାତ୍ର ତିନି ଦିନରେ ପରାସ୍ତ କରିଛି। ଏହା ସହିତ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଦୁଇ ଦଳ…
Read More...

ଶଙ୍କରାଚାର୍ଯ୍ୟଙ୍କ ସାଙ୍ଗିଆ ପ୍ରସଙ୍ଗ: ସପକ୍ଷରେ ବାହାରିଲା ବିଜେପି

ଭୁବନେଶ୍ୱର: ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସପକ୍ଷରେ ବାହାରିଲା ବିଜେପି । ଶଙ୍କରଚାର୍ଯ୍ୟଙ୍କୁ ନେଇ ନରସିଂହ ମିଶ୍ର ପ୍ରଶ୍ନ ଉଠାଇବା ପ୍ରସଙ୍ଗରେ ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି ।…
Read More...