National ବଦଳିଲା ରାଜ୍ୟସଭା ମାର୍ଶଲଙ୍କ ଡ୍ରେସ OPA Nov 18, 2019 0 ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ତେବେ ଆଜି ରାଜ୍ୟସଭାରେ ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ପ୍ରବେଶ ବେଳେ ହଠାତ୍ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ତେବେ ଅଧ୍ୟକ୍ଷ ଶ୍ରୀ!-->… Read More...
Odisha ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ଦଇତାପତି ବିନାୟକ ଦାସମହାପାତ୍ର OPA Nov 18, 2019 0 ପୁରୀ: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ପୁଣି ଥରେ ଦାବି ଉଠିଛି। ଆଜି ଦଇତାପତି ବିନାୟକ ଦାସମହାପାତ୍ର ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି। ଏସଂପର୍କରେ ଶ୍ରୀମନ୍ଦିରର ନୀତି ପ୍ରଶାସକ କହିଛନ୍ତି!-->… Read More...
Odisha ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ, ଗୃହ ୩ଟା ଯାଏଁ ମୁଲତବୀ OPA Nov 18, 2019 0 ଭୁବନେଶ୍ୱର:ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଦେଖାଦେଇଛି । କଂଗ୍ରେସ ଚାଷୀ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ ଅପରାହ୍ନ!-->… Read More...
Odisha ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ OPA Nov 18, 2019 0 ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ। ଏହା ଅତ୍ୟନ୍ତ ଗୁପ୍ତ ସେବା। ଦଇତାପତିମାନେ ସମୂହ ଭାବେ ଆସି ମହାପ୍ରଭୁଙ୍କ ଏହି ସେବା କରିଥା’ନ୍ତି।ଏଥିପାଇଁ ଆଜି ମହାପ୍ରଭୁଙ୍କ ଦର୍ଶନ!-->!-->!-->… Read More...
National ଟ୍ରକ ଓ ବସ ମଧ୍ୟରେ ଧକ୍କା : ୧୦ଜଣ ମୃତ OPA Nov 18, 2019 0 ଜୟପୁର: ରାଜସ୍ଥାନର ବିକାନୀର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବା ଫଳରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଖବର ମିଳିଛି। ଏକ ଟ୍ରକ ଓ ବସ ମଧ୍ୟରେ ଧକ୍କା ହେବା ଫଳରେ ଏଭଳି ମର୍ମନ୍ତୁଦ ସଡକ!-->… Read More...
National ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ OPA Nov 18, 2019 0 ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି । ଏହି ଅଧିବେଶନରେ ନାଗରିକତା ବିଲ ସମେତ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ ହୋଇପାରେ । ଶୀତକାଳୀନ ଅଧିବେଶନ ଡିସେମ୍ବର ୧୩ ଯାଏଁ ଜାରି ରହିବ ।!-->… Read More...
Odisha ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତୀ OPA Nov 18, 2019 0 କାଲିମେଳା: ଆଜି ପୁଣି ମାଲକାନଗିରି ଜିଲ୍ଲାରେ ଜନନୀ ଯନ୍ତ୍ରଣା ଘଟଣାର ପୁନରାବୃତ୍ତି ଘଟିଥିବା ଜଣାଯାଇଛି । ରାସ୍ତା ଖରାପ ଥିବାରୁ ଏକ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରସୂତୀ ୪କିମି ଷ୍ଟ୍ରେଚରରେ ବୁହା ହୋଇଥିବାର!-->… Read More...
National ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଶରଦ ଅରବିନ୍ଦ ବୋବଡେ OPA Nov 18, 2019 0 ନୂଆଦିଲ୍ଲୀ: ସୋମବାର ଦିନ ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବ୍ଡ଼େ। ରାଷ୍ଟ୍ରପତି ଭବନରେ ନିର୍ଦ୍ଧାରିତ ସମୟ ସକାଳ ୯: ୩୦ ମିନିଟ୍ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ!-->… Read More...
Odisha ଛତିଶଗଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ୍ OPA Nov 17, 2019 0 ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେଶ ବାଘେଲ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଉଭୟ ମନ୍ତ୍ରୀ ରାଜ୍ୟରେ ପେଟ୍ରୋଲିୟମ, ପ୍ରାକୃତିକ!-->… Read More...
Odisha ଲଦାଖରେ ଦେଶରେ ପ୍ରଥମ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ OPA Nov 17, 2019 0 ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଦାଖରେ ଦେଶରେ ପ୍ରଥମ ଆଇଓସିଲ ଦ୍ୱାରା ତିଆରି ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର!-->… Read More...