ଫିନଲାଣ୍ଡକୁ ଋଷର ଚେତାବନୀ; ନାଟୋରେ ସାମିଲ ହେଲେ ପଡିବ ମହଙ୍ଗା

ୟୁକ୍ରେନ ପରେ ଋଷ ଟାର୍ଗେଟରେ ଉତ୍ତର ୟୁରୋପ । ନାଟୋ ମେମ୍ବରସିପକୁ ନେଇ ଫିନଲାଣ୍ଡକୁ ଚେତାବନୀ ଦେଇଛି ଋଷ। ଫିନଲାଣ୍ଡ ନାଟୋରେ ସାମିଲ ହେଲେ ଏହା ଋଷ-ଫିନଲାଣ୍ଡ ସମ୍ପର୍କକୁ ପ୍ରଭାବିତ କରିବ ଓ ଏହାଦ୍ୱାରା ଉତ୍ତର ୟୁରୋପରେ…
Read More...

ଆସନ୍ତା ୨୭ରେ କେରଳ ଛୁଇଁବ ମୌସୁମୀ

ଚାଷୀଙ୍କ ପାଇଁ ଭଲ ଖବର। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…
Read More...

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ୟୁନିଟର ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଇଣ୍ଟରନାଲ ଭିଜିଲାନ୍ସ…
Read More...

ୟୁଏଇର ରାଷ୍ଟ୍ରପତିଙ୍କ ପରଲୋକ

ୟୁଏଇର ରାଷ୍ଟ୍ରପତି ସେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ପରଲୋକ । ଏନେଇ ଦେଶର ନ୍ୟୁଜ ଏଜେନ୍ସି ଡବ୍ଲୁଏଏମ ସୂଚନା ଦେଇଛି । ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ଶେଖ ଖଲିଫା ୨୦୦୪ ନଭେମ୍ବର ୩ରେ ୟୁନାଇଡେଟ ଆରବ ଏମିରେଟସରର…
Read More...

ଫୋବସ ଗ୍ଲୋବାଲ ୨୦୦୦ ତାଲିକା : ପ୍ରଥମ ୧୦୦ଟି କମ୍ପାନି ମଧ୍ୟରେ କେବଳ ଭାରତର କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ବିଶ୍ୱ ପ୍ରସିଦ୍ଧ ବାଣିଜ୍ୟିକ ପତ୍ରିକା ଫୋର୍ବସ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୨୦୦୦ଟି କମ୍ପାନିଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଥମ ୧୦୦ଟି କମ୍ପାନି ମଧ୍ୟରେ ଭାରତର କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରହିଛି ।…
Read More...

ବିବାହର ୨୪ ବର୍ଷ ପରେ ଅଲଗା ହେବେ ସୋହେଲ ଖାନ୍-ସୀମା ଖାନ୍

ବିବାହର ୨୪ ବର୍ଷ ପରେ ଅଲଗା ହେବେ ଅଭିନେତା ପ୍ରଯୋଜକ ସୋହେଲ ଖାନ୍ ଓ ସୀମା ଖାନ। ଦୁହେଁ ୧୯୯୮ରେ ବିବାହ କରିଥିଲେ। ହେଲେ କିଛିଦିନ ହେଲା ଉଭୟ ଅଲଗା ରହୁଥିଲେ। ଏବେ ଦୁହେଁ ଛାଡ଼ପତ୍ର ଆବଦେନ କରିଥିବା ସୂଚନା ମିଳିଛି।…
Read More...

ଅଟକିଲା ଏଲନ ମସ୍କଙ୍କ ଟ୍ୱିଟର ଡିଲ୍‌

ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଡିଲ୍‌କୁ ବର୍ତ୍ତମାନ ପାଇଁ ହୋଲ୍ଡରେ ରଖିଛନ୍ତି । ମସ୍କ ଏହାର ସୂଚନା ନିଜର ଟ୍ୱିଟର ହାଣ୍ଡଲ ମାଧ୍ୟମରେ ଦେଇଛନ୍ତି । ଏଲନ ମସ୍କଙ୍କର କହିବା ହେଲା କି ଟ୍ୱିଟରରେ ସ୍ପାମ୍‌ ବା…
Read More...

ଘୁଞ୍ଚିବନି ନିଟ ପରୀକ୍ଷା

ଘୁଞ୍ଚିବନି ନିଟ ପରୀକ୍ଷା । ମେ’ ୨୧ରେ ହେବ ନିଟ ପରୀକ୍ଷା । ସେପଟେ ସୁପ୍ରିମ୍ କୋର୍ଟ ‘ନିଟ୍-ପିଜି ୨୦୨୨’ ପରୀକ୍ଷା ସ୍ଥଗିତ କରାଇବା ପାଇଁ ଦାଏର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ…
Read More...

ଆସନ୍ତା ୨୧ରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ଆରମ୍ଭ

ଆସନ୍ତା ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ। ରାଜ୍ୟର ମୋଟ୍ ୫୮ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକ ପହଞ୍ଚିବେ । ମୂଲ୍ୟାୟନ ପାଇଁ ୪୮୧ ମୁଖ୍ୟ…
Read More...

କେଦାରନାଥରେ ଭିଆଇପି ଦର୍ଶନ ଉପରେ ଲାଗିଲା ରୋକ

ଚାରଧାମ ଯାତ୍ରାରେ କେଦାରନାଥ ପୋଲିସ ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତି ନିଆଯାଇଛି । ଭକ୍ତ ଙ୍କ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ଚାରଧାମ ଯାତ୍ରା ପାଇଁ ନିୟମ କୋହଳ ହୋଇଥିବା ବେଳେ ତୀର୍ଥକ୍ଷେତ୍ରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ…
Read More...