Bignews ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି OPA May 13, 2022 0 ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ… Read More...
Odisha ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବ ମୌସୁମୀ OPA May 12, 2022 0 ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମେ ୧୫ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସକ୍ରିୟ ହେବ ମୌସୁମୀ ବାୟୁ। ଆଣ୍ଡାମାନ୍ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ ।… Read More...
National ଖଣି ସଚିବ ପୂଜା ସିଂଘଲ ସସପେଣ୍ଡ OPA May 12, 2022 0 ଝାଡଖଣ୍ଡର ବିବାଦୀୟ ଆଇଏଏସ ତଥା ଖଣି ସଚିବ ପୂଜା ସିଂଘଲ ସସପେଣ୍ଡ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଗତକାଲି ପୂଜାଙ୍କୁ… Read More...
Entertainment କ୍ରିକେଟ ପରେ ଏବେ ସିନେମାରେ କମାଲ କରିବେ ଧୋନୀ OPA May 12, 2022 0 ଖୁବ ଶୀଘ୍ର ସିନେମା ଜଗତରେ ଡେବ୍ୟୁ କରିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏ ନେଇ ପ୍ରସ୍ତୁତି ହୋଇ ସାରିଥିବା ବେଳେ ଅଭିନେତ୍ରୀ ମଧ୍ୟ ଚୟନ ହୋଇ ସାରିଛନ୍ତି । ତେବେ ପୂର୍ବରୁ ଏକ ଚଳଚ୍ଚିତ୍ରରେ ସେ ଅଭିନୟ… Read More...
National ଏଥର ସଂସ୍କୃତ ସମେତ ୮ ଭାରତୀୟ ଭାଷାକୁ Googleରେ କରିପାରିବେ ଅନୁବାଦ OPA May 12, 2022 0 ସର୍ଚ୍ଚ ଇଞ୍ଜିନ 'ଗୁଗଲ' ତାଙ୍କ ଅନୁବାଦ ପ୍ଲାଟଫର୍ମରେ ସଂସ୍କୃତ ସମେତ ୮ ଭାରତୀୟ ଭାଷାଙ୍କୁ ସଂଯୁକ୍ତ କରିଛନ୍ତି। ୩୦ କୋଟିରୁ ଅଧିକ ଲୋକେ କହୁଥିବା ୨୪ ନୂଆ ଭାଷାଙ୍କୁ ଗୁଗଲ ଅନୁବାଦ ପ୍ଲାଟଫର୍ମରେ ସଂଯୁକ୍ତ କରାଯାଇଛି। ଏ… Read More...
Sports ବିସିସିଆଇକୁ ଚଳାଉଛି ବିଜେପି OPA May 12, 2022 0 ଭାରତ ସହ କ୍ରିକେଟ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ପୂର୍ବତନ ଅଧ୍ୟକ୍ଷ ଏହସାନ ମନି। ବିସିସିଆଇକୁ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚଳାଉଛି। ବିଜେପି କଥାରେ ହିଁ… Read More...
National ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବେ ରାନିଲ ବିକ୍ରମସିଙ୍ଘେ OPA May 12, 2022 0 ଶ୍ରୀଲଙ୍କାର ସଙ୍କଟ ଭିତରେ ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟିର ନେତା ରାନିଲ ବିକ୍ରମସିଙ୍ଘେ ଆଜି ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଆଜି ସନ୍ଧ୍ୟା ୬ଟା ୩୦ ବେଳକୁ ରାନିଲ ବିକ୍ରମସିଙ୍ଘେ ଶପଥ ନେବେ। ରାନିଲ୍… Read More...
National ତାଜମହଲର ୨୨ କୋଠରୀ ଖୋଲିବା ମାମଲା; ଆବେଦନକାରୀଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଶକ୍ତ ଝଟ୍କା OPA May 12, 2022 0 ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀକୁ ଖୋଲିବା ଲାଗି ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତାଜମହଲର ଇତିହାସ ସମ୍ପର୍କରେ ଯାଞ୍ଚ କରିବାକୁ ୨୨ଟି କୋଠରି ଖୋଲିବା ପାଇଁ ଏକ ତଥ୍ୟ ଅନ୍ୱେଷଣକାରୀ ଟିମ୍… Read More...
National ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳିମାଡ OPA May 12, 2022 0 ଜମ୍ମୁ କାଶ୍ମୀରରେ ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳିମାଡ ହୋଇଛି । ଆତଙ୍କବାଦୀ ତହସିଲଦାରଙ୍କ ଅଫିସରେ ପସି ଗୁଳି କରିଛନ୍ତି । ରାଜସ୍ୱ ବିଭାଗର ଅଧିକାରୀ ଭାବେ କାମ କରୁଥିବା ରାହୁଲ ଭଟ୍ଟଙ୍କୁ ନିଶାନା କରିଥିଲେ… Read More...
National ମଦ୍ରାସାରେ ଜାତୀୟସଙ୍ଗୀତ ଗାନକୁ ବାଧ୍ୟତାମୂଳକ OPA May 12, 2022 0 ଉତ୍ତର ପ୍ରଦେଶର ସମସ୍ତ ମଦ୍ରାସାରେ ଗୁରୁବାରଠାରୁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି । ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡର ରେଜିଷ୍ଟ୍ରାର ଏସ ଏନ ପାଣ୍ଡେ ସମସ୍ତ ଜିଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀଙ୍କୁ… Read More...