National ଗଙ୍ଗାକୁ ପ୍ରଦୂଷିତ କଲେ ୫ ବର୍ଷ ଜେଲଦଣ୍ଡ ଏବଂ ୫୦ କୋଟି ଟଙ୍କାର ଜରିମାନା OPA Nov 17, 2019 0 ନୂଆଦିଲ୍ଲୀ: ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲିଠାରୁ ସଂସଦରେ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଏଥିନେଇ ଏକ ବିଲ ଆଣିବାର ଯୋଜନା କରିଛନ୍ତି। ଏହି!-->… Read More...
Entertainment ଜସ୍ମିନଙ୍କ ନାଗିନ୍ ଲୁକ୍ OPA Nov 17, 2019 0 ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏକତା କପୁରଙ୍କ ସୁପରହିଟ୍ ସିରିଏଲ “ନାଗିନ୍-୪”ର ଆଉ ଏକ ପ୍ରମୋ ସାମ୍ନାକୁ ଆସିଛି । ପ୍ରଥମେ ଏହାର ଏକ ପ୍ରମୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ନାଗିନ୍ ଲୁକରେ କେଉଁ ଟିଭି!-->… Read More...
National ଖୁବ ଶୀଘ୍ର ଚାଷୀ ପାଇବେ କ୍ଷୟକ୍ଷତି ପାଇଁ ଆର୍ଥିକ ସହାୟତା: ମହାରାଷ୍ଟ୍ର ରାଜ୍ୟପାଳ OPA Nov 17, 2019 0 ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶନିବାର ବର୍ଷାରେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଖୁବ ଶୀଘ୍ର ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେ ଜରୁରୀକାଳୀନ ଭାବେ ଏହାକୁ ବିତରଣ କରିବା ପାଇଁ!-->… Read More...
Crime ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ OPA Nov 17, 2019 0 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କ ସହ ଦୁଷ୍କର୍ମର ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି!-->!-->!-->… Read More...
National ଆଜିଠାରୁ ୬ ମାସ ପାଇଁ ବନ୍ଦ ହେବ ବଦ୍ରିନାଥ ଧାମ OPA Nov 17, 2019 0 ଚମୋଲି: ବଦ୍ରିନାଥ ଧାମର କବାଟ ଆଜି (ରବିବାର ଅର୍ଥାତ ନଭେମ୍ବର ୧୭) ସନ୍ଧ୍ୟା ୫ଟା ୧୩ ମିନଟି ପରଠାରୁ ବନ୍ଦ ହୋଇଯିବ। ଭଗବାନ ବଦ୍ରିବିଶାଳଙ୍କ କବାଟ ଶୀତଋତୁ ପାଇ ବନ୍ଦ କରାଯିବ। କୁହାଯାଇଥାଏ ଯେ, ବଦ୍ରିନାଥଙ୍କୁ ୬ ମାସ!-->… Read More...
National ଅବସର ନେବା ପୂର୍ବରୁ ପତ୍ନୀଙ୍କ ସହ ଭେଙ୍କଟେଶ୍ଵରଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ OPA Nov 17, 2019 0 ତିରୁମଳା:ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆଜି ଅବସର ନେବାକୁ ଯାଉଛନ୍ତି। ତେବେ ଅବସର ନେବା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ଭଗବାନ ଭେଙ୍କଟେଶ୍ଵରଙ୍କୁ ଦର୍ଶନ କରିବାକୁ ପହଁଚିଛନ୍ତି। ଶନିବାର ସେ!-->… Read More...
National ହାଇଦ୍ରାବାଦ ଟ୍ରେନ୍ ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ମୃତ୍ୟୁ OPA Nov 17, 2019 0 ହାଇଦ୍ରାବାଦ: ନଭେମ୍ବର ୧୧ ତାରିଖ ଦିନ କାଚେଗୁଡ଼ା ଠାରେ ହଣ୍ଡ୍ରେ ଇଣ୍ଟର୍ସିଟି ଏକ୍ସପ୍ରେସ୍କୁ ଧକ୍କା ଦେଇ ଆହତ ହୋଇଥିବା ଲୋକାଲ୍ ଟ୍ରେନ୍ର ୩୧ ବର୍ଷିୟ ଡ୍ରାଇଭର୍ଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଥିବା କଥା!-->… Read More...
Odisha ଦେବୋତ୍ତର ଅଧିନିୟମରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ OPA Nov 17, 2019 0 ଭୁବନେଶ୍ବର : ପୁରୀ ଗୋବର୍ଦ୍ଧନ ମଠକୁ ଦେବୋତ୍ତର ଅଧିନିୟମରୁ ବାଦ ଦିଆଗଲା। ବିଧାନସଭାରେ ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ,୨୦୧୯ ପାରିତ କରି ପୁରୀ ଶଙ୍କରାଚାର୍ଯ୍ୟ ମଠକୁ ସବୁ ଦିନ ପାଇଁ ସରକାରୀ ବ୍ୟବସ୍ଥାରୁ!-->… Read More...
Odisha ଦଲେର ମେହେନ୍ଦୀ କଣ୍ଠରେ କମ୍ପିଲା ବାଲିଯାତ୍ରା ପଡ଼ିଆ OPA Nov 17, 2019 0 କଟକ : ଐତିହାସିକ କଟକ ବାଲିଯାତ୍ରାର ପଞ୍ଚମ ସଂଧ୍ୟାରେ ଜମିଥିଲା ଅସମ୍ଭାଳ ଭିଡ଼। ବାଲିଯାତ୍ରା ପଡ଼ିଆକୁ ଯାଉଥିବା ସହରର ସବୁ ରାସ୍ତା ଜାମ୍ ହୋଇଯାଇଥିଲା। ବାଲିଯାତ୍ରାର ପଞ୍ଚମ ସଂଧ୍ୟାର ପ୍ରମୁଖ ଆକର୍ଷଣ ଥିଲେ ପ୍ରଖ୍ୟାତ!-->… Read More...
Odisha ରାଉରକେଲାରେ ପାଗଳା କୁକୁରର ଆତଙ୍କ; ୩୦ଜଣ ଆହତ OPA Nov 17, 2019 0 ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ଏକ ପାଗଳା କୁକୁରର ଆତଙ୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ମହାନଗରର ଡେଲି ମାର୍କେଟ ଅଞ୍ଚଳରେ ଏକ ପାଗଳା କୁକୁର ଆତଙ୍କ!-->… Read More...