Odisha ନଭେମ୍ବର ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ OPA Nov 11, 2019 0 ଭୁବନେଶ୍ୱର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ସମାରୋହ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେଉଛି। ତଦନୁଯାୟୀ ୧୪ରୁ ୧୬ ଯାଏଁ ୩ଦିନ ବ୍ୟାପୀ ଏହି ଉତ୍ସବ!-->… Read More...
Odisha ସମାଜ’ ପକ୍ଷରୁ ରକ୍ତଦାନ ଶିବିର OPA Nov 11, 2019 0 ଭୁବନେଶ୍ବର:ଗୋପବନ୍ଧୁ ଜ୍ୟୋତି ରାଜ୍ୟ ପରିକ୍ରaମାର ଉଦ୍ଯାପନୀ ଦିବସରେ ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ସାମ୍ବାଦିକ ଭବନଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ, ନଗର!-->… Read More...
Odisha ଅଙ୍ଗଦାନ କରିଥିବା ସୁରଜଙ୍କ ନାଁରେ ପୁରସ୍କାର ଘୋଷଣା; ପିତାମାତାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ OPA Nov 11, 2019 0 ଭୁବନେଶ୍ୱର: ସୁରଟରେ ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ଏକ ପୁରସ୍କାର ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ!-->… Read More...
Odisha ବୁଲବୁଲ କ୍ଷୟକ୍ଷତି ସମୀକ୍ଷା ସହ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ OPA Nov 11, 2019 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂନ୍ଧ୍ୟାରେ ଲୋକସେବା ଭବନରେ ବୁଲବୁଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ନଭେମ୍ବର ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ!-->… Read More...
Odisha ବାଲିଯାତ୍ରା ସମୟରେ କଟକରେ ବୁଲିବ ‘ମୋ ରିକ୍ସା’ OPA Nov 11, 2019 0 କଟକ: ଏଥର ବାଲିଯାତ୍ରା ସମୟରେ କଟକରେ ବୁଲିବ ‘ମୋ ରିକ୍ସା’ । ପ୍ରଦୂଷଣ ହ୍ରାସ କରିବା ଓ ରିକ୍ସା ଚାଳକଙ୍କ ରୋଜଗାରକୁ ବଢ଼ାଇବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଛି । ୫ଶହରୁ ଅଧିକ ରିକ୍ସା ଚାଳକଙ୍କୁ ଆଜି ଜିଲ୍ଲା!-->… Read More...
Odisha ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ OPA Nov 11, 2019 0 ଭୁବନେଶ୍ବର: ବାତ୍ୟା ବୁଲ୍ବୁଲ୍ରେ ରାଜ୍ୟବାସୀ କେତେ ପ୍ରଭାବିତ ହୋଇଛନ୍ତି ତାହା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସେ ହେଲିକପ୍ଟର ଯୋଗେ!-->… Read More...
Odisha ୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ: ଧର୍ମେନ୍ଦ୍ର ପ୍ରଧାନ OPA Nov 11, 2019 0 ଆବୁଧାବୀ/ଭୁବନେଶ୍ୱର: ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ!-->… Read More...
National ଅଯୋଧ୍ୟା ମାମଲାରେ ଶୁଣାଣି କରୁଥିବା ୫ ଜଷ୍ଟିସଙ୍କ ବଢିଲା ସୁରକ୍ଷା ବ୍ୟବସ୍ଥା OPA Nov 11, 2019 0 ନୂଆଦିଲ୍ଲୀ :ଅତିସମ୍ଵେଦନଶୀଳ ଅଯୋଧ୍ୟା ମାମଲାରେ ସୁପ୍ରମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଶୁଣାଣି କରୁଥିବା ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିବା ବିଚାରପତିମାନଙ୍କ ସୁରକ୍ଷା ବ୍ୟବସ୍ଥା ଏବେ କଡାକଡି!-->… Read More...
Odisha ୧୬ରୁ ପୁଣି ବର୍ଷା OPA Nov 11, 2019 0 ଭୁବନେଶ୍ବର : ୧୬ରୁ ପୁଣି ବଦଳିବ ଓଡ଼ିଶାର ପାଗ। ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ରାତିର ତାପମାତ୍ରା ପୁଣିଥରେ ବଢ଼ିପାରେ। ବାତ୍ୟା ‘ବୁଲ୍ବୁଲ୍’ ସ୍ଥଳ ଭାଗକୁ ଛୁଇଁବା ପରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ!-->… Read More...
Odisha ବରଗଡ଼ ଧନୁଯାତ୍ରା : କଂସ ଚୟନକୁ ନେଇ ବିବାଦ OPA Nov 11, 2019 0 ବରଗଡ଼ : ଆସନ୍ତା ଡିସେମ୍ବର ୩୧ ତାରିଖରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ଏହି ମୁକ୍ତାକାଶ ରଂଗମଂଚର ମହୋତ୍ସବ ଚାଲିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଛି। କିନ୍ତୁ ଯେଉଁ ଭଳି!-->… Read More...