ନଭେମ୍ବର ୧୩ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର: ଆଗାମୀ ନଭେମ୍ବର ୧୩ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥର ବିଧାନସଭାର…
Read More...

ହାଇଦ୍ରାବାଦରେ ଦୁଇଟି ଟ୍ରେନ୍‌ ସାମ୍ନାସାମ୍ନି ଧକ୍କା ହେବାରୁ ୧୩ ଜଣ ଯାତ୍ରୀ ଆହତ

ହାଇଦ୍ରାବାଦ: ସୋମବାର ପୂର୍ବାହ୍ନରେ କାଚେଗୁଡ଼ା-ମାଲାକପେଟ୍‌ ରେଳବାଇ ଷ୍ଟେସନ୍‌ରେ ଦୁଇଟି ଟ୍ରେନ୍‌ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବାରୁ ୧୩ ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା…
Read More...

୩ ମାସ ପରେ କଶ୍ମୀରରେ ଗଡ଼ିଲା ଟ୍ରେନ

ଶ୍ରୀନଗର: ୩ ମାସ ପରେ କଶ୍ମୀର ଉପତ୍ୟକାରେ ସ୍ୱାଭାବିକ ହେଲା ରେଳ ଚଳାଚଳ । ୩ ମାସ ପର୍ଯ୍ୟନ୍ତ ବନ୍ଦ ଥିବା ଏହି ରେଳସେବା ଆଜିଠାରୁ ଚାଲୁ ହୋଇଛି । ଜାମ୍ମୁକଶ୍ମରୀରେ ଧାରା ୩୭୦ ହଟିବା ପରେ ସୁରକ୍ଷାକୁ…
Read More...

କିସ୍ତିରେ ବିଜୁଳି ବିଲ ଦେଇପାରିବେ ଉପଭୋକ୍ତା

ଲଖନଉ: ଲମ୍ବା ସମୟ ଧରି ବିଜୁଳି ବିଲ ଦେଇନଥିବା ବିଜୁଳି ଉପଭୋକ୍ତାଙ୍କ ପାଇଁ ଏକ ଯୋଜନା ଆରମ୍ଭ କରାଯାଇଛି | ଏହି ନୂଆ ଯୋଜନା ମାଧ୍ୟମରେ ବିଜୁଳି ଉପଭୋକ୍ତା କିସ୍ତି ବା ଇନଷ୍ଟାଲମେଂଟ ମାଧ୍ୟମରେ ବିଦ୍ୟୁତ ବିଲ ପୈଠ…
Read More...

‘ବୁଲ୍‌ବୁଲ୍‌’ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୧୫ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ସଂଯୋଗ ପୁନଃସ୍ଥାପନ ହୋଇଛି । ବାକି ୧ ଲକ୍ଷ…
Read More...

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରିବେ ଆସାମର ମୁସଲମାନ ସଂଗଠନ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବାପରେ ଆସାମର ଏକ ମୁସଲମାନ ସଂଗଠନ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରାଯିବା ନେଇ ଘୋଷଣା…
Read More...

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଶିବସେନା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତଙ୍କ ଇସ୍ତଫା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାରତୀୟ ଜନତା ପାର୍ଟି ସ୍ପଷ୍ଟ ଭାବରେ ମନା କରିଦେବା ପରେ ରାଜ୍ୟପାଳ ଶିବସେନାକୁ ଆମନ୍ତ୍ରଣ କରିବାପରେ ଆଉ ଏକ ଗୁରୁତବପୂର୍ଣ୍ଣ ଖବର ମିଳିଛି। ତାହା ହେଲା ଯେ କେନ୍ଦ୍ର…
Read More...

ଟି.ଏନ୍. ଶେଷାନଙ୍କର ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରି ଲେଖିଛନ୍ତି,‘…
Read More...

ପୂର୍ବତନ ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ନିର୍ବାଚନ କମିଶନର ତଥା ରମଣ ମାଗାସେସେରେ ସମ୍ମାନିତ ଟିଏନ୍ ଶେଷନ୍‌ଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧…
Read More...

ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା

ଭୁବନେଶ୍ଵର:ଆଉ କିଛି ଘଣ୍ଟାର ଅପେକ୍ଷା। ଆସନ୍ତା କାଲି କାର୍ତ୍ତକ ପୂର୍ଣ୍ଣିମା। ଭକ୍ତମାନେ କାର୍ତ୍ତିକ ବ୍ରତ ଉଦଯାପନ କରି ବୋଇତ ବନ୍ଦାଇବାର ପରମ୍ପରା ରହିଛି। ଆ କା ମା ବୈ, ପାନ ଗୁଆ ଥୋଇ ଶ୍ରଦ୍ଧାଳୁମାନେ କାର୍ତ୍ତିକ…
Read More...