ବୁଲ୍‌ବୁଲ୍‌ ଅଘଟଣ: ଏନ୍‌ଡିଆରଏଫ୍‌ ଟିମ୍ ମୁଖ୍ୟ ଗୁରୁତର

ଭଦ୍ରକ: ଏନ୍‌ଡିଆରଏଫ୍‌ ଟିମ୍ ହେଡ଼୍ ମନୋରଞ୍ଜନ ପ୍ରସାଦଙ୍କ ଅବସ୍ଥା ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମନୋରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ସୂଚନା ମୁତାବକ ,ବାତ୍ୟା…
Read More...

ଟ୍ରକକୁ ଓଭରଟେକ ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ରୁ ଅଧିକ ଯାତ୍ରୀ ଗୁରୁତର

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ତାଳବଣିଆ ଛକ ସନ୍ନିକଟ ସେନାପତି ସାହି ପୋଲ ନିକଟରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ନୋରାନୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।…
Read More...

ମାଲକାନଗିରିରେ ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ, ୭ ଆକ୍ରାନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ତାମନପଲିରେ ଅଜଣା ରୋଗରେ ୧୫ ଦିନରେ ୬ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏବେ ବି ସେଠାରେ ଅଜଣା ରୋଗରେ ୭ ଆକ୍ରାନ୍ତ ଥିବାର ସୂଚନା ମିଳିଛି। ଗାଁରେ…
Read More...

କଶ୍ମୀର‌ରେ ତୁଷାରପାତ

ଶ୍ରୀନଗର: ବରଫ ଚାଦରରେ ଘୋଡାଇ ହୋଇଗଲାଣି ଜମ୍ମୁ-କଶ୍ମୀରର ଶ୍ରୀନଗର। ଏବେ ଶ୍ରୀନଗରରେ ଚାରରିଆଡେ ଲାଗି ରହିଛି ବରଫ ପାତ। ପରିବେଶ ଏପରି ହୋଇଛି ଦେଖିଲେ ଲାଗିବ ସତେ ଯେମିତି କିଏ ଗୋଟିଏ ଧଳା ଚାଦର ଶ୍ରୀନଗର ସହର ଉପରେ…
Read More...

ବାତ୍ୟା ‘ବୁଲ୍‌ବୁଲ୍‌’ କଥା ପଚାରି ସହାୟତା ଦେବା ପାଇଁ ମମତା ବାନାର୍ଜୀଙ୍କୁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟିକରିବାର ଦିନକ ପରେ ଅର୍ଥାତ୍‌ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା…
Read More...

ପାକିସ୍ତାନ ବାୟୁସେନା ସଂଗ୍ରାହାଳୟରେ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ମୂର୍ତ୍ତି

ଇସ୍‌ଲାମାବାଦ୍‌: ଭାରତ ବିରୋଧରେ ଘୃଣ୍ୟ ପ୍ରଚାରପୂର୍ବକ ପାକିସ୍ତାନ କରାଚି ଠାରେ ଥିବା ବାୟୁସେନା ଯୁଦ୍ଧ ସଂଗ୍ରାହାଳୟରେ ଭାରତୀୟ ବାୟୁସେନା ପାଇଲଟ୍‌ ଉଇଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କର ମୂର୍ତ୍ତି ପ୍ରଦର୍ଶନ…
Read More...

ବାତ୍ୟା ବୁଲବୁଲ : କ୍ଷୟକ୍ଷତି ଆକଳନ କରୁଛନ୍ତି ଆରଡିସି

ଭୁବନେଶ୍ୱର:ବାତ୍ୟା ବୁଲବୁଲ ଦୁର୍ବଳ ହୋଇଛି କିନ୍ତୁ ଅନେକ ସ୍ଥାନରେ ରଚିଛି ତାଣ୍ଡବ । ବ୍ୟାପକ କ୍ଷୟକ୍ଷତି ଘଟାଇଛି ବୁଲବୁଲ । ଆଜି ଭଦ୍ରକ ଚାନ୍ଦବାଲିରେ ଆରଡିସି ଅନୀଲ କୁମାର ସାମଲ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି ।  …
Read More...

ବାଂଲାଦେଶ ଅତିକ୍ରମ କରୁଛି ବାତ୍ୟା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର: ଶନିବାର ରାତିରେ ସ୍ଥଳଭାଗକୁ ଆସିବା ପରେ ଉଗ୍ର ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଗତ ୬ ଘଣ୍ଟା ହେବ ଘଣ୍ଟାକୁ ୧୭ କିଲୋମିଟର ବେଗରେ ପୂର୍ବ-ଉତ୍ତରପୂର୍ବ ଆଡ଼େ ମୁହାଁଇବା ସହ ସାମୁଦ୍ରିକ ବତାସରେ ପରିଣତ…
Read More...

ମିଲାଦ-ଉନ୍‌ ନବୀ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପୁରୁଷ ମହମ୍ମଦ୍‌ଙ୍କ ଜନ୍ମଦିନ ‘ମିଲାଦ୍‌-ଉନ୍‌-ନବୀ’ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଶୁଭେଚ୍ଛା…
Read More...

ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା

କଟକ : ଏକ ଶିଶୁର ମୃତ୍ୟୁକୁ ନେଇ ଆଜି କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲର କାଜୁଆଲିଟିରେ ତାଲା ପକାଇ ଦେଇଥିଲେ।…
Read More...