ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଟମାଟୋ ଓ କାଳିମାଡ଼

ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଟମାଟୋ ଓ କାଳିମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ିକୁ କାଳିମାଡ଼ କରାଯାଇଛି। ତେବେ ଟମାଟୋ ମାଡ଼ କିଏ କରିଛି, ତାହା ସ୍ପଷ୍ଟ ହୋଇନି। ସମ୍ବିତ ପାତ୍ର ସିଂହଦ୍ୱାରରୁ…
Read More...

ଦିନକୁ ଦିନ ବଢ଼ୁଛି ଜ୍ୟାକଲିନ୍‌ଙ୍କ ଅଡୁଆ

ଦିନକୁ ଦିନ ବଢ଼ୁଛି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିସଙ୍କ ଅଡୁଆ। ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିଛି ଦିନ ପୂର୍ବରୁ ତାଙ୍କର ୭ କୋଟିରୁ ଅଧିକ ମୂଲ୍ୟର…
Read More...

ବାତ୍ୟା ଅସାନି; ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା ନାହିଁ

ବାତ୍ୟା "ଅସାନି'ର ପ୍ରଭାବ ଓଡ଼ିଶା ଉପରେ କିଛି ରହିବ ନାହିଁ । ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବ ଓଡ଼ିଶା । ଭିଷଣ ବାତ୍ୟାର ରୂପ ନେଇଥିବା "ଅସାନି'ଆସନ୍ତା କାଲି ବାତ୍ୟାରେ ପରିଣତ ହେବ । ଏହା ପ୍ରଭାବରେ…
Read More...

ବଢୁଛି ତାଜମହଲ ବିବାଦ; ତାଜମହଲ ଉପରେ ଅଧିକାର ଦାବିକଲେ ଜୟପୁରର ପୂର୍ବତନ ରାଜକୁମାରୀ

ତାଜମହଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟି ସାଂସଦ ତଥା ଜୟପୁରର ପୂର୍ବତନ ରାଜକୁମାରୀ ଦିୟା କୁମାରୀ ଦାବି କରିଛନ୍ତି ଯେ ତାଜମହଲ ଯେଉଁ ଜମିରେ ନିର୍ମିତ ହୋଇଥିଲା ତାହା ତାଙ୍କ ପରିବାରର। ତାଙ୍କ…
Read More...

ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁଲା ଅସାନି

ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁଛି ଅସାନି । ଆଉ ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି ବାତ୍ୟା । ଏହା ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇ କାଲି ସକାଳୁ ଅବପାତରେ ପରିବର୍ତନ ହେବ । ଆଜି ବାତ୍ୟାର…
Read More...

ତମାଖୁ ସେବନରେ ଆଗରେ ଓଡ଼ିଶା

କେବଳ ମଦ୍ୟପାନରେ ନୁହେଁ ବରଂ ତମାଖୁ ସେବନରେ ବି ଆଗରେ ରହିଛି ଓଡ଼ିଶା । ସଦ୍ୟ ପ୍ରକାଶିତ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣର ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ହାର ତୁଳନାରେ ପ୍ରାୟ ୧୪ ପ୍ରତିଶତ…
Read More...

IAS ଅଫିସର ପୂଜା ସିଂଘଲ ଗିରଫ

IAS ଅଫିସର ପୂଜା ସିଂଘଲ ଗିରଫ । ପୁଳା ପୁଳା ଟଙ୍କା ଗଦାରେ ଶୋଉଥିବା ମାଡାମ୍ ଆଜି ଗିରଫ ହୋଇଛନ୍ତି । ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲ ଗିରଫଙ୍କୁ ଗିରଫ କଲା ଇଡି । ମନି ଲଣ୍ଡରିଂ ମାମଲାରେ ମାମଲାରେ ଆଇଏଏସ୍ ଅଧିକାରୀ…
Read More...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ; ପ୍ରାର୍ଥିପତ୍ର ଦାଖଲ କଲେ ୩ ଦଳର ପ୍ରାର୍ଥୀ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନେ ବିଶାଳ ଶୋଭାଯାତ୍ରାରେ ବାହାରି ଝାରସୁଗୁଡ଼ା…
Read More...

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା; ନିଜ ସୈନିକଙ୍କୁ ଆକ୍ରମଣ କଲା ଋଷ

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଋଷ ନିଜ ସୈନିକଙ୍କୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି । ଏହି ଆକ୍ରମଣ ଫଳରେ ପୁତିନ ସେନାର ଅନେକ ସିପାହୀ ମୃତ୍ୟୁବରଣ କରିଛନ୍ତି । ଏ ନେଇ ୟୁକ୍ରେନର ସେନା…
Read More...

ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କର

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଏବେ ଉଗ୍ର ରୂପ ଧାରଣ କରିଛି । ପରିସ୍ଥିତି ଏମିତି ଯେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ବିରୋଧ ପ୍ରଦର୍ଶନ କରୁଛନ୍ତି । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା…
Read More...