National ଆତଙ୍କବାଦୀ ଲଶ୍କର ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦୀ, ଶାହା ଓ ବିରାଟ କୋହଲି ସହ ଅନ୍ୟ ନେତା: ଏନଆଇଏ OPA Oct 29, 2019 0 ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ବା ଏନଆଇଏ ହାତରେ ଆତଙ୍କବାଦୀଙ୍କ ଏକ ଚିଠି ଲାଗିଛି । ଯେଉଁଥିରେ ଏକ ବଡ ଷଡଯନ୍ତ୍ରର ଖୁଲାସା ହୋଇଛି । ଆତଙ୍କବାଦୀ ସଂଗଠନ ଅଲ ଇଣ୍ଡିଆ ଲଶ୍କର ଏ ତୋଏବା ଏନଆଇଏ ହେଡକ୍ୱାର୍ଟରକୁ ଏକ!-->… Read More...
Odisha ୫ଟି ବାଟାଲିୟନର ହେବ ଇ-ଅଫିସ୍ OPA Oct 29, 2019 0 ଭୁବନେଶ୍ୱର :ଭୁବନେଶ୍ୱର ପୋଲିସ ଭବନରେ ଆଜି ତୃତୀୟ କମାଣ୍ଡାଣ୍ଟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକ ଡ. ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଇ-ଅଫିସ୍ ଉଦଘାଟନ କରାଯାଇଛି ।!-->… Read More...
Odisha ବାଗଦାଦିର ମୃତ୍ୟୁକୁ ନେଇ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ OPA Oct 29, 2019 0 ପୁରୀ: ବିଶ୍ୱର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗଦାଦିର ମୃତ୍ୟୁକୁ ନିଜ କଳା!-->… Read More...
National ଗେଷ୍ଟ ହାଉସ ଖାଲି କଲେ ଗୁଲାମ ନବୀ ଆଜାଦ OPA Oct 29, 2019 0 ଶ୍ରୀନଗର: କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଦୀର୍ଘ ବର୍ଷ ହେଲାଣି ମାଗଣାରେ ଉପଭୋଗ କରୁଥିବା ସରକାରୀ ଗେଷ୍ଟ ହାଉସ୍କୁ ବାଧ୍ୟ ହୋଇ ଖାଲି କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପୂର୍ବରୁ!-->… Read More...
Odisha ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସଚିବ ଭି.କେ. ପାଣ୍ଡିଆନ OPA Oct 29, 2019 0 ଦେବଗଡ଼: ଆଜି ୫ଟି ସଚିବ ଭି.କେ. ପାଣ୍ଡିଆନ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଆସିଥିଲେ | ସେ ସେଠାରେ ସ୍ବାସ୍ଥ୍ୟ ସୁବିଧା ସଂପର୍କରେ ରୋଗୀଙ୍କ ମତାମତ ନେଥିଲେ | ଗସ୍ତ ବେଳେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ!-->… Read More...
National ଜେଏମଏମ ସହିତ ମେଣ୍ଟ କରିବ କଂଗ୍ରେସ OPA Oct 29, 2019 0 ରାଞ୍ଚି : ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟର ଭଲ ପ୍ରଦର୍ଶନ ପରେ ଝାଡ଼ଖଣ୍ଡ ନିର୍ବାଚନରେ ମଧ୍ୟ ଛୋଟ ଆଞ୍ଚଳିକ ଦଳଙ୍କ ସହ ମେଣ୍ଟ କରିବାକୁ ବିଚାର କରୁଛି । ଆଦିବାସୀବହୁଳ ଏହି ରାଜ୍ୟରେ!-->… Read More...
Odisha ପୁରୀରେ ଭଙ୍ଗାଗଲା ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ OPA Oct 29, 2019 0 ପୁରୀ: କିଛି ଦିନର ବ୍ୟବଧାନ ପରେ ପୁଣି ପୁରୀ ବଜାରରେ ବୁଲିଲା ପ୍ରଶାସନର ବୁଲଡୋଜର । ଆଜି ମୋଚି ସାହିସ୍ଥିତ ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ ଦୋକାନକୁ ଭଙ୍ଗା ଯାଇଛି । ବିପଦସଂକୁଳ ଦୋକାନଗୁଡ଼ିକୁ ଭାଙ୍ଗିବା ନେଇ ପୂର୍ବରୁ!-->… Read More...
National ଆଡେନ ଉପସାଗରଆଡକୁ ମୁହାଁଇଛି ମହାବାତ୍ୟା କ୍ୟାର OPA Oct 29, 2019 0 ନୂଆଦିଲ୍ଲୀ : ଆଜି ଓଡ଼ିଶାରେ ୧୯୯୯ ମହାବାତ୍ୟାର ୨୦ ବର୍ଷ ପୂରଣ ହୋଇଥିବାବେଳେ ଆଉ ଏକ ମହାବାତ୍ୟା ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ବିନାଶର ତାଣ୍ଡବ ସୃଷ୍ଟି କରିବାକୁ ଯାଉଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ସୁପର!-->… Read More...
National ଫିଲିପାଇନ୍ସରେ ଭୂମିକମ୍ପ OPA Oct 29, 2019 0 ମାନିଲା : ମଙ୍ଗଳବାର ସକାଳେ ଦକ୍ଷିଣପୂର୍ବ ଏସୀୟ ଦେଶ ଫିଲିପାଇନ୍ସରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିଚର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା ବୋଲି ଜଣାପଡିଛି । ଏହି ଭୂମିକମ୍ପର କେନ୍ଦ୍ର ମାନିଲାଠାରୁ ୯୭୨ କିମି!-->… Read More...
National ଆଜିଠାରୁ ଡିଟିସି ବସ୍ରେ ମାଗଣାରେ ଯିବେ ମହିଳା OPA Oct 29, 2019 0 ନୂଆଦିଲ୍ଲୀ:ଦିଲ୍ଲୀ ସରକାର ମହିଳାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ମଙ୍ଗଳବାରଠାରୁ ଡିଟିସି ବସ୍ରେ ମହିଳାମାନେ ବିନା ଶୁଳ୍କରେ ଯାତ୍ରା କରୁଛନ୍ତି । ଏହା ସହିତ ଆଜି ଡିଟିସି ବସ୍ର ଉଭୟ ଏସି ଓ ନନ୍!-->… Read More...