ସୁପର୍‌ ସାଇକ୍ଲୋନ୍‌ ପାଲଟିଲା ବାତ୍ୟା ‘କିଆର’

ନୂଆଦିଲ୍ଲୀ: ଗତ ଦୁଇ ଦିନ ହେବ ତୀବ୍ରତର ହେଉଥିବା ବାତ୍ୟା ‘କିଆର’ ଆହୁରି ତୀବ୍ର ହୋଇ ସୁପର୍‌ ସାଇକ୍ଲୋନ୍‌ ବା ମହାବାତ୍ୟା ପାଲଟି ଯାଇଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନ ସୋମବାର ଦିନ କହିଛି।ପୂର୍ବ କେନ୍ଦ୍ରୀୟ…
Read More...

ଆଇଏସ ମୁଖ୍ୟ ହେଲା ସଦ୍ଦାମ ସେନାର ପୂର୍ବ ଅଧିକାରୀ ଅବଦୁଲ୍ଲା କାର୍ଦସ

ନୂଆଦିଲ୍ଲୀ:ଆମେରିକାର ସେନା ଆତଙ୍କୀ ସଂଗଠନ ଆଇଏସଆଇଏସ ମୁଖ୍ୟ ଅବୁ ଅଲ-ବକର ବଗଦାଦୀକୁ ନିପାତ କରିଛି । ଏହାର ପୁଷ୍ଟି ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ । ରିପୋର୍ଟ ଅନୁସାରେ ଏବେ ଏହି ଆତଙ୍କୀ ସଂଗଠନର…
Read More...

ହିଜବୁଲର ତିନି ଆତଙ୍କୀ ଉପରେ ୩୦ ଲକ୍ଷର ପୁରସ୍କାର ରାଶି ଘୋଷଣା କଲା ପୁଲିସ

ନୂଆଦିଲ୍ଲୀ:ଉପତ୍ୟକାରୁ ଆତଙ୍କବାଦକୁ ମୂଳରୁ ଓପାଡିବା ପାଇଁ ସେନା ଏବଂ ଜମ୍ମୁ-କଶ୍ମୀର ପୁଲିସ ଅଣ୍ଟା ଭିଡିଛି । ଏହି କ୍ରମରେ କିସ୍ତୱାରରେ ପୁଲିସ ହିଜବୁଲ ମୁଜାହିଦୀନର ତିନି ଆତଙ୍କବାଦୀଙ୍କ ନାଁରେ ୩୦ ଲକ୍ଷ ଟଙ୍କାର…
Read More...

୩୭୦ ଉଚ୍ଛେଦ ପରେ ପ୍ରଥମ ଥର କାଶ୍ମୀର ଯିବେ ବିଦେଶୀ

ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିଥିବା ୟୁରୋପିୟନ ସାଂସଦଙ୍କ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀର ଗସ୍ତ କରିବେ । ଏହା ପୂର୍ବରୁ ସୋମବାର ଦିନ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ କରିଛନ୍ତି ।…
Read More...

କାଳୀପୂଜା ପାଇଁ ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି

ଭଦ୍ରକ: ସାରା ଦେଶରେ କାଳୀପୂଜା ଚାଲିଛି । ତେବେ ଭଦ୍ରକର କାଳୀପୂଜା ବେଶ ପ୍ରସିଦ୍ଧ। ଏଥିପାଇଁ ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ଘୋଷଣା କରାଯାଇଛି |ଭଦ୍ରକ ଜିଲ୍ଲାପାଳ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି…
Read More...

ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସରକାରୀ କାର୍ଯ୍ୟବେଳେ ଲାଞ୍ଚ ନ ନେବାକୁ ଆଜି ଶପଥ ନେଇଛନ୍ତି ସରକାରୀ କର୍ମଚାରୀ | ଦୁର୍ନୀତି ବିରୋଧରେ ଆଜି ଶପଥପାଠ ନେବା ସହ ଦୁର୍ନୀତିକୁ କେବେ ବି ପ୍ରଶୟ ନ ଦେବାକୁ ପଣ କରିଛନ୍ତି | ଲୋକସେବା ଭବନର…
Read More...

ଟିକଟକ୍ ଭିଡିଓରେ ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ

ପୁରୀ: ଶ୍ରୀମନ୍ଦିର ବେଢ଼ା  ଭିତର  ଦୃଶ୍ୟ ସମ୍ବଳିତ ଟିକଟକ୍ ଭିଡିଓ ସୋସିଆଲ୍ ମିଡିଆରେ  ଭାଇରାଲ ହୋଇଛି । ଏହି ଭିଡିଓକୁ ଜଣେ ଯୁବତୀ ତାଙ୍କ ଟୁଇଟର ଆକାଉଂଟରେ ପୋଷ୍ଟ କରିଥିବା ଜଣାପଡ଼ିଛି । ଏହା ଏବେ ଭାଇରାଲ ହେବାରେ…
Read More...

୫୮୭ ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନସି ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନାଗୁଡିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସଂପର୍କରେ ନିୟମିତ ମତାମତ ନେଉଛନ୍ତି । ଥାନାଗୁଡ଼ିକ ଯେପରି ଅଧିକ ଦକ୍ଷତାର…
Read More...

ଜଳିଗଲା ୮୦ଟି ଦୋକାନ

ସମ୍ବଲପୁର: ସମ୍ବଲପୁର ସହରର ଗୋଲବଜାର ସ୍ଥିତ ପରିବା ମାର୍କେଟରେ ନିଆଁ ଲାଗି ୮୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।ସୂଚନା ଅନୁଯାୟୀ, ଗତକାଲି…
Read More...

ଦିଲ୍ଲୀରେ ସୀମା ଟପିଲା ପ୍ରଦୂଷଣ ହାର

ନୂଆଦିଲ୍ଲୀ: ଦିଲ୍ଲୀରେ ସବୁଜ ଦୀପାବଳି ପାଳନ କରିବାର ଆହ୍ୱାନ ପରେ ବି ବଦଳିନି ଦିଲ୍ଲୀବାସୀଙ୍କ ମାନସିକତା | ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ସୀମା ଟପିଯାଇଛି | ଗତ ରାତିରେ ଫୁଟାଯାଇଥିବା ବାଣ କାରଣରୁ…
Read More...