ବିନା ଭିଜାରେ ଭାରତୀୟ ବ୍ୟାପାରୀ ଯିବେ ବ୍ରାଜିଲ

ନୂଆଦିଲ୍ଲୀ:ଭାରତୀୟ ନାଗିରିକ ଏବେ ବିନା ଭିଜାରେ ବ୍ରାଜିଲ ଯାଇପାରିବେ। ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଏହି ଘୋଷଣା କରିଛନ୍ତି। ଏଣିକି ଭାରତ ଏବଂ ଚୀନର ବ୍ୟାପାର ସହ ଜଡିତ ଲୋକମାନେ ବ୍ରାଜିଲ ଯିବା ପାଇଁ ଭିଜାର…
Read More...

NALCO ପକ୍ଷରୁ ୫୫୭.୮୦ କୋଟିର ଲାଭାଂଶ ପ୍ରଦାନ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସ୍ନାଲ୍ଆ ଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ପକ୍ଷରୁ ୨୦୧୮-୧୯ ଆର୍ôଥକବର୍ଷ ପାଇଁ ଲାଭାଂଶ ବାବଦକୁ ୫୫୭.୮୦ କୋଟି ଟଙ୍କାର ଚେକ୍…
Read More...

ଋଷରେ ଓଏନ୍ଜିସି ଭାଗିଦାରୀରେ ପ୍ରତିଷ୍ଠିତ ସାଖାଲିନ୍-୧ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ ଭୁବନେଶ୍ୱର: ପାଂଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଋଷର ସାଖାଲିନ୍ ତୈଳ କ୍ଷେତ୍ର ପରିଦର୍ଶନ କରି ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ…
Read More...

ନଭେମ୍ବର ୧୩ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୩ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଓ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ…
Read More...

ଓଡ଼ିଶାରେ ଜଳବାୟୁ ଅନୁକୂଳ କୃଷି ପାଇଁ ସହାୟତା କରିବ ବିଶ୍ୱ ବ୍ୟାଙ୍କ

ଭୁବନେଶ୍ୱର: ଆଜି ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟରେ ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଏକ ଋଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଅଧିକ ମରୁଡ଼ି ପ୍ରବଣ ତଥା ବର୍ଷା ଜଳ ଉପରେ ନିର୍ଭରଶୀଳ ଗ୍ରାମାଂଚଳରେ…
Read More...

ଦଳିତ ଯୁବକ ବିକାଶ ଜେନାର ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯାଉ: ବିଜେପି

ଭୁବନେଶ୍ୱର: ମାହାଙ୍ଗା ନିର୍ବାଚନମଣ୍ଡଳୀର ନୃତାଙ୍ଗ ଗ୍ରାମ ପଂଚାୟତର ଜଣେ ଦଳିତ ଯୁବକ ବିକାଶ ଜେନାଙ୍କୁ ସେହି ପଂଚାୟତର ସରପଂଚ ପ୍ରଫୁଲ କୁମାର ବିଶ୍ୱାଲ ଡିସେମ୍ବର ୨୦୧୮ ମସିହାରେ ହତ୍ୟା କରିଥିଲେ । ହତ୍ୟାକାରୀ ଶ୍ରୀ…
Read More...

ଗଜପତି ଗୁମାରେ ପାହାଡ଼ ଧସି ୨୦ଟି ଘର ଭାଙ୍ଗିଲା

ଗୁମ୍ମା: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଗ୍ରାମନିକଟସ୍ଥ ମୁଖଲିଙ୍ଗ ପର୍ବତରୁ ମାଟି  ଧସି ହୋଇ ୨୦ଟି ଘର ପୂରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ଟି ଘର ଅଳ୍ପ ନଷ୍ଟ ହୋଇଥିବା…
Read More...

ବସ ସେବା ଆରମ୍ଭ କରିବ ଉବେର

ନୂଆଦିଲ୍ଲୀ: ଏଣିକି ବସ ଟିକଟ ଖଣ୍ଡେ ପାଇବା ପାଇଁ ଆପଣଙ୍କୁ ଏଣେତେଣେ ଯିବାକୁ ପଡିବ ନାହିଁ | କାରଣ ଅନଲାଇନ କ୍ୟାବ ସର୍ଭିସ ଦେଉଥିବା ଉବେର ଖୁବ ଶୀଘ୍ର ବସ ସେବା ଆରମ୍ଭ କରିବାର ଯୋଜନା କରୁଛି | ବର୍ତ୍ତମାନ ପରୀକ୍ଷାମୂଳକ…
Read More...

ବର୍ଷା ପାଣିରେ ଭାସିଲା ସ୍ମାର୍ଟସିଟି

ଭୁବନେଶ୍ୱର:ପୁଣି ଲଣାଣ ବର୍ଷା ପାଣିରେ ଭାସିଲା ସ୍ମାର୍ଟସିଟି । ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଯାହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ…
Read More...

ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ କର୍ତ୍ତାରପୁର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଓ ଉତ୍ତେଜନା ଜାରି ରହିଥିବା ବେଳେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ କର୍ତ୍ତାରପୁର ଚୁକ୍ତି ସ୍ୱାକ୍ଷରିତ ହୋଇ ଯାଇଛି। ଏହି କରିଡର ଭାରତର ପଞ୍ଜାବ…
Read More...