National କମିଲା ସୂଚନା କମିଶନରଙ୍କ କାର୍ଯ୍ୟକାଳ OPA Oct 25, 2019 0 ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରଙ୍କ କାର୍ଯ୍ୟକାଳ କମାଇଛନ୍ତି। ୫ ବର୍ଷ ପରିବର୍ତ୍ତେ ୩ ବର୍ଷ କାର୍ଯ୍ୟକାଳ ହେବ ବୋଲି ଗତକାଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ପ୍ରକାଶ!-->… Read More...
Odisha ଆରମ୍ଭ ହେଲା “ଓଡ଼ିଶା: ମୋ ପରିବାର” କାର୍ଯ୍ୟକ୍ରମ; ୩ଟି ବିଷୟରେ ଦିଆଯାଇଛି ଗୁରୁତ୍ୱ OPA Oct 25, 2019 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମାଜ ସେବା କାର୍ଯ୍ୟକ୍ରମ “ଓଡ଼ିଶା: ମୋ ପରିବାର” ସମ୍ପର୍କରେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ,ଗତ ଅକ୍ଟୋବର ୨ରେ ଦଳର!-->… Read More...
Odisha ରାଜ୍ୟରେ ବନ୍ୟାସ୍ଥିତି ନାହିଁ, ୨୮ରେ ବାତ୍ୟା ଆସିବା ଖବର ଏକ ଗୁଜବ: ଏସଆରସି OPA Oct 25, 2019 0 ଭୁବନେଶ୍ୱର:ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ପ୍ରଭାବରେ ରାଜ୍ୟରେ ଗତ ୨ଦିନ ହେଲା ବର୍ଷା ଜାରି ରହିଛି । ରାଜ୍ୟରେ ଲଗାଣ ବର୍ଷାକୁ ହେଉଛି କିନ୍ତୁ ବନ୍ୟାସ୍ଥିତି ସୃଷ୍ଟି ହୋଇନାହିଁ ବୋଲି!-->… Read More...
Odisha ପିଲାଙ୍କ ସହ ଚିକେନ୍ ଖାଇ ଅଡ଼ୁଆରେ ପର୍ଯ୍ୟଟନ ମନ୍ତ୍ରୀ OPA Oct 25, 2019 0 ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷ୍ୟିତ ରାୟଗଡ଼ା ଜିଲ୍ଲାରେ ଏକଲବ୍ୟ ମଡେଲ୍ ସ୍କୁଲର ପିଲାମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇବା ଏବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ!-->… Read More...
Odisha କାନ୍ଥ ଭୁଶୁଡ଼ି ୩ମୃତ, ୪ ଗୁରୁତର OPA Oct 25, 2019 0 ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେସ୍ୱରପୁର ନୂଆସାହି ଗାଁରେ ଏକ!-->!-->!-->… Read More...
Odisha ଚିଲିକାକୁ ଆସିଲେ ବିଦେଶୀ ପକ୍ଷୀ OPA Oct 25, 2019 0 ବାଲୁଗାଁ : ମରାଳମାଳିନୀ ନିଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି। ଚଳିତ ବର୍ଷ ଏଥିରେ ୩ ସପ୍ତାହ ବିଳମ୍ବ ହୋଇଥିଲେ ମଧ୍ୟ ଆଗାମୀ ସପ୍ତାହକ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ!-->… Read More...
Odisha ପୁନଃଅବସ୍ଥାପିତ ହେଲେ ନିଲମ୍ବିତ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ OPA Oct 25, 2019 0 ସୁନ୍ଦରଗଡ଼: କିଛି ଦିନତଳେ ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କୁ ସରକାର ପୁନଃଅବସ୍ଥାପିତ କରିଥିବା ଜଣାଯାଇଛି। ଗତକାଲି ରାଜ୍ୟ ସରକାର ଡାକ୍ତର ପଙ୍କଜ!-->… Read More...
Odisha ରାଜ୍ୟରେ ବର୍ଷା ଜାରି:୧୦ ଜିଲ୍ଲାରେ ସ୍କୁଲ ଛୁଟି OPA Oct 25, 2019 0 ଭୁବନେଶ୍ୱର:ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ପର୍ୟ୍ୟ ନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ!-->… Read More...
Odisha ଲାଲବାହିନୀର ୨୪ ଘଣ୍ଟିଆ ବନ୍ଦ ଡାକରା OPA Oct 25, 2019 0 କନ୍ଧମାଳ:ମାଓ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳରେ ଲାଲବାହିନୀ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନ୍କୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଗଛ ପକାଇ!-->… Read More...
Odisha ଜଳକା ଓ ବଂଶଧାରା ନଦୀରେ ବନ୍ୟା ଆଶଙ୍କା OPA Oct 25, 2019 0 ବାଲେଶ୍ୱର:ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ପ୍ରଭାବରେ ରାଜ୍ୟରେ ଗତ ୨ଦିନ ହେଲା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ଜଳକା ନଦୀ ଓ ଦକ୍ଷିଣରେ!-->… Read More...