ଆଇପିଏଲରୁ ବାଦ୍ ପଡିଲେ ସୂର୍ଯ୍ୟ କୁମାର ଯାଦବ

ଆଇପିଏଲରୁ ବାଦ୍ ପଡିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଯୁବଖେଳାଳି ସୂର୍ଯ୍ୟ କୁମାର ଯାଦବ । ବାମ କହୁଣୀରେ ଆଘାତ ଲାଗିବା ପରେ ସେ ପୂରା ସିଜିନ୍ ଲାଗି ବାଦ୍ ପଡିଛନ୍ତି । ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।…
Read More...

ଭାରତରେ ନିର୍ମାଣ ହେବନି ଟେସ୍‌ଲା

ଭାରତରେ ନିର୍ମାଣ ହେବନି ନିବେଶକ ଏଲନ୍‌ ମସ୍କଙ୍କ ଟେସ୍‌ଲା। କାରଣ ଭାରତ ସରକାର କମ୍ପାନୀ ସହ ରଖିଥିବା ସର୍ତ୍ତରେ ଅସନ୍ତୁଷ୍ଟ ଅଛନ୍ତି ମସ୍କ। ତେଣୁ ସେ ଭାରତୀୟ ବଜାର ଛାଡିବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥଳେ ମସ୍କ ଏବେ…
Read More...

ଦେବଦୂତ ସାଜିଲା କୋଷ୍ଟଗାର୍ଡ ହେଲିକପ୍ଟର; ୧୧ ମତ୍ସ୍ୟଜୀବୀଙ୍କ କଲେ ଉଦ୍ଧାର

ମଝି ସମୁଦ୍ରରୁ ଉଦ୍ଧାର ହେଲେ ସମସ୍ତ ୧୧ ମତ୍ସ୍ୟଜୀବୀ । ଗଞ୍ଜାମ ସୋନାପୁର ନିକଟସ୍ଥ ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏୟାରଲିଫ୍ଟ ପାଇଁ ଭୁବନେଶ୍ୱରରୁ ଯାଇଥିଲା କୋଷ୍ଟଗାର୍ଡ…
Read More...

ସରିଲା ସୋନାକ୍ଷୀଙ୍କ ନିର୍ବନ୍ଧ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌, ଆଲିଆ ଭଟ୍ଟଙ୍କ ପରେ ଏବେ ସୋନାକ୍ଷୀ ସିହ୍ନାଙ୍କ ପାଳି। ଜାଣିବାକୁ ମିଳିଛି ଯେ ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କର ନିର୍ବନ୍ଧ ସରିଯାଇଛି। ସୋନାକ୍ଷୀ ତାଙ୍କ ଜୀବନର ଏହି ବଡ଼ ଖବରକୁ…
Read More...

ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ କଲେ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞ

ଭୁବନେଶ୍ୱର  : ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞମାନେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜିନେସ୍ ମେଳା-୨୦୨୨ର…
Read More...

ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର  ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା । ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ ବୋଲି ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମତି ଦେଇନାହୁଁ; ଏଏସଆଇ

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି | ଏଥିରେ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାରର ଅନୁମତି ଦେଇନାହୁଁ ବୋଲି…
Read More...

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

କଟକ ନୂଆ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ପିନାକ ମିଶ୍ର । ଗତ ସପ୍ତାହରେ କଟକ ଡିସିପି ଭାବରେ ପିନାକଙ୍କର ବଦ ବଦଳି ହୋଇଥିଲା । ପୁର୍ବରୁ ସେ ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।…
Read More...

ହିଟଲର ଯେପରି ବିଜୟ ହାସଲ କରିଥିଲେ, ଋଷ ସେନା ସେପରି ବିଜୟ ମୁକୁଟ ପିନ୍ଧିବ

ଋଷ-ୟୁକ୍ରେନ ଯୁଦ୍ଧ ଏହା ମଧ୍ୟରେ ୭୫ ଦିନ ବିତିଗଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି । ଉଭୟ ଦେଶୋର ଅନେକ ଧନଜୀବନ ନଷ୍ଟ ହେଉଥିଲେ ବି ଯୁଦ୍ଧ ରୋକିବା ପାଇଁ ନିଷ୍ପତ୍ତି ନେଉ ନାହାନ୍ତି ରାଷ୍ଟ୍ରମୁଖ୍ୟ । ତେବେ ଏହି…
Read More...

ବ୍ରଜରାଜନଗର ଉପନିର୍ବାଚନ; କିଶୋର ପଟେଲଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କିଶୋର ପଟେଲଙ୍କ ନାଁରେ କଂଗ୍ରେସ ଅଧକ୍ଷ ସୋନୀଆ ଗାନ୍ଧୀ ମୋହର ମାରିଛନ୍ତି ।ସୂଚନା ଅନୁଯାୟୀ, ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପାଇଁ…
Read More...