National ୟୁକ୍ରେନର ସ୍କୁଲ ଉପରେ ରୁଷର ବୋମାମାଡ, ୬୦ ଜଣ ମୃତ ଆଶଙ୍କା OPA May 8, 2022 0 ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଏବେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ। ସଂପ୍ରତି ଯୁଦ୍ଧର କେନ୍ଦ୍ର ସ୍ଥଳ ପାଲଟିଛି ପୂର୍ବ ୟୁକ୍ରେନ। ରବିବାର ଏକ ସ୍କୁଲ ଉପରେ ଭୀଷଣ ବୋମାମାଡ କରିଛି ରୁଷ ସେନା।… Read More...
Odisha ପୁରୀ ଠାରୁ ୯୩୦ କିଲୋମିଟର ଦୂରରେ ବାତ୍ୟା ‘ଅସାନି’ OPA May 8, 2022 0 ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା 'ଅସାନି'ର ଗଭୀର ଅବପାତ ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ଘଣ୍ଟା ପ୍ରତି ଏହା ୧୪… Read More...
Odisha ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ OPA May 8, 2022 0 ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ । ଭୁବନେଶ୍ୱରରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାରେ ଯୋଗଦେବାକୁ ଆସିଛନ୍ତି ଅର୍ଜୁନ ରାମପାଲ। ଏହି… Read More...
National ବାଜ୍ୟାପ୍ତ ହେବ ମୁକେଶ ଜୈନଙ୍କ ଅସ୍ଥାବର ସମ୍ପତ୍ତି OPA May 8, 2022 0 ବାଜ୍ୟାପ୍ତ ହେବ ମୁକେଶ ଜୈନଙ୍କ ଅସ୍ଥାବର ସମ୍ପତ୍ତି । ଏନେଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମଘୋଷିତ ଧର୍ମଗୁରୁ ମୁକେଶ ଜୈନ… Read More...
Sports ଗୋଟିଏ ସିଜିନରେ ୩ ଥର ‘ଶୂନ୍’ରେ ଆଉଟ୍ ହେଲେ କୋହଲି OPA May 8, 2022 0 ଆଇପିଏଲ ୨୦୨୨ର ୫୪ତମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।… Read More...
National ମଦର୍ସ ଡେ’ରେ ଇଡଲୀ ଆମ୍ମାଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଖାସ ଉପହାର OPA May 8, 2022 0 ଏମିତିରେ ତ ମାଙ୍କର କୌଣସି ଦିନ ନଥାଏ, ହେଲେବି ଆମେ ସମସ୍ତେ ମାଙ୍କ ଲାଗି ଦିନଟିଏ ସ୍ଥିର କରିଛେ। ଯାହାକୁ ମଦର୍ସ ଡେ ବୋଲି ଆମେ କହୁଛେ। ଏହି ଦିନ ପିଲାମାନେ କିଛି ନା କିଛି କରି ମାଙ୍କୁ ସ୍ୱତନ୍ତ୍ର ଦିନର ଅନୁଭବ… Read More...
National ଏତିକି ଟଙ୍କାରେ ନିଲାମ ହେଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ଵେଟର OPA May 8, 2022 0 ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ଵେଟର ନିଲାମ ହୋଇଛି। ରୁଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଜେଲେନସ୍କିଙ୍କ ସ୍ବେଟର। ମେଣ୍ଢାଲୋମରେ ତିଆରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କର ଗୋଟାଏ ପ୍ରସିଦ୍ଧ ଖାକି… Read More...
National ଫାର୍ମା କମ୍ପାନୀ ଉପରେ ଏନସିବିର ରେଡ OPA May 8, 2022 0 ହାଇଦ୍ରାବାଦରେ ଅବୈଧ ଔଷଧ ଯୋଗାଣ ଅଭିଯୋଗରେ ଏନସିବି ରେଡ କରିଛି । ଫାର୍ମା କମ୍ପାନୀ ଉପରେ ଚଢାଉ କରି ୩.୭୧ କୋଟି ଟଙ୍କା, ମାଦକ ପଦାର୍ଥ, ଲାପଟପ, ମୋବାଇଲ ଜବତ କରିଛି । କମ୍ପାନୀର କର୍ମଚାରୀ ବିଦେଶକୁ ବେଆଇନ ଭାବେ ଔଷଧ… Read More...
Odisha ବାତ୍ୟା ପ୍ରଭାବରେ ୧୦ ସନ୍ଧ୍ୟାରୁ ବର୍ଷା OPA May 8, 2022 0 ୧୦ ସନ୍ଧ୍ୟାରୁ ବର୍ଷା । ବାତ୍ୟା 'ଅସାନି' ପ୍ରଭାବରେ ୧୦ତାରିଖ ସନ୍ଧ୍ୟାରୁ ବର୍ଷା । ୧୦ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବ । ବିଶେଷ କରି ୧୧ଟି ଉପକୂଳ ଜିଲ୍ଲାରେ ପ୍ରଭାବ ଲାଗି ରହିବ । କମ୍ ପବନ ସହ… Read More...
Politics ଦିଲ୍ଲୀ ଗସ୍ତରେ ରାଜ୍ୟ କଂଗ୍ରେସ ନେତା OPA May 8, 2022 0 ଦିଲ୍ଲୀ ଅଭିମୁଖେ ରାଜ୍ୟ କଂଗ୍ରେସ ନେତା । ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତା ଏକାଧିକ ନେତା ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ତାଲିକାରେ ଅଛନ୍ତି, ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ… Read More...