ଜିନପିଙ୍ଗଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଲେ ମୋଦି

ଚେନ୍ନାଇ: ଦୁଇ ଦିନିଆ ଅନୌପଚାରିକ ଆଲୋଚନା ପାଇଁ ଚେନ୍ନାଇ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ଣ ଭୋଜନରେ ଆପାୟିତ କରିଛନ୍ତି। ତେବେ ମଧ୍ୟାହ୍ଣ ଭୋଜନ ଦେବା…
Read More...

ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା | ଶେଷରେ ବିଜେପି ଛାଡିଛନ୍ତି  ଅଶୋକ ପାଣିଗ୍ରାହୀ | ୨୦୧୮ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଅଶୋକ ଦଳର  ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ…
Read More...

ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ବିଜେପୁର ଦାୟିତ୍ବ େନବା କଥା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ େଲାକମାନଙ୍କୁ ପ୍ରତାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା କ’ଣ ବିେଜପୁର ବାସୀଙ୍କର ଭୁଲ ନିଷ୍ପତ୍ତି ଥିଲା?…
Read More...

ଭୁବନେଶ୍ୱରରେ ପହଞ୍ଚିଲେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଖିଳ ଭାରତୀୟ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ | ଆସନ୍ତା ଅକ୍ଟୋବର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ…
Read More...

‘ଦୁଇ ଦେଶର ମତଭେଦ ଆଗାମୀ ଦିନରେ ବିବାଦ ହେବନି’

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଆଗାମୀ ଦିନରେ ବିବାଦ ବୋଲି ବୁଝିବେ ନାହିଁ ଭାରତ ଏବଂ ଚାଇନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା…
Read More...

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଖୋଲାଯାଇଛି ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଏହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଲାଞ୍ଚ  ମଗାଯାଉଛି । ଏଥିସହ ଦାମୀ ଦାମୀ ଉପହାର, ମୋବାଇଲ ଦେବାକୁ ବି କୁହାଯାଉଛି।  ଏପରି…
Read More...

ମହାରାଷ୍ଟ୍ର ନିର୍ବାଚନ: ଶିବସେନା ଜାରି କଲା ଘୋଷଣା ପତ୍ର

ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ଆଜି ନିଜର ଘୋଷଣା ପତ୍ର ବା ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଏଠାରେ ବିଜେପି ଓ ଶିବସେନା ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି । କିନ୍ତୁ ଘୋଷଣା ପତ୍ରକୁ…
Read More...

ମହାବଳୀପୁରମରେ ଜିନପିଙ୍ଗ୍

ଚେନ୍ନାଇ : ତାମିଲନାଡୁର ଐତିହାସିକ ସହର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭବ୍ୟ ସ୍ଵାଗତ କରାଯାଇଛି। ଏହି ଦୁଇ ପ୍ରମୁଖ ନେତା ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ…
Read More...

ଲୋକସେବା ଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର:  ଲୋକସେବା ଭବନର କେୟାର ଟେକର ରୁମ୍‌ରେ ଅଗ୍ନିକାଣ୍ଡ । ସକାଳ ପ୍ରାୟ ୯ଟା ବେଳେ ନିଆଁ  ଲାଗିଥିବା ସୂଚନା।  ୪୫ ମିନିଟ୍ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ  ଏହାକୁ ଆୟତ୍ତ କଲେ। ଅଗ୍ନିକାଣ୍ଡର କାରଣ…
Read More...

ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ସରଗଢ଼ା ସଂରକ୍ଷିତ…
Read More...