ଚୀନ ନାଗରିକଙ୍କ ପାଇଁ କୋହଳ ହେଲା ଇ-ଭିସା

ନୂଆଦିଲ୍ଲୀ:ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଯାତ୍ରା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନଔପଚାରିକ ଶିଖର ସମ୍ମିଳନୀ ମଧ୍ୟରେ ଭାରତ ତରଫରୁ ଚୀନ ନାଗରିକଙ୍କ ଭିସା ନିୟମରେ କୋହଳ କରିବାକୁ ଘୋଷଣା…
Read More...

ହରିୟାଣା ବିଧାନସଭା ନିର୍ବାଚନ : କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ଚଣ୍ଡିଗଡ଼ : ଆସନ୍ତା‌ ୨୧ ତାରିଖରେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ଆଜି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରିଛି। ନିର୍ବାଚନୀ କଂଗ୍ରେସ ମହିଳାମାନଙ୍କ ପାଇଁ…
Read More...

ଆଜିଠୁ ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ୯ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ର ସଂଘ ଚାଳକ ମୋହନ ଭାଗବତ…
Read More...

ଡଙ୍ଗା ବୁଡ଼ି ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ର ନିଲିଗୁଡ଼ାସ୍ଥିତ ସାବେରୀ ନଦୀରେ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇଯାଇଛନ୍ତି। ତିନି ନିଖୋଜଙ୍କ ଘର ପଡ଼ିଆ ବ୍ଲକ୍‌ ମାଟେରୁ ପଞ୍ଚାୟତର କୁମ୍ଭାରଗୁଡ଼ା ଗାଁରେ।…
Read More...

ମହାବଳୀପୁରମ୍‌ ସମୁଦ୍ର ବେଳାଭୂମି ସଫା କଲେ ମୋଦୀ

ମହାବଳୀପୁରମ:ମୋଦୀ ମହାବଳୀପୁରମ୍‌ ସମୁଦ୍ର ବେଳାଭୂମିରେ ସଫା କରିଛନ୍ତି । ନିଜେ ଅଳିଆ ଆବର୍ଜନା ଉଠାଇଛନ୍ତି । ପ୍ରାୟ 30 ମିନିଟ୍‌ ଧରି ସେ ସଫେଇ କରିଥିଲେ । ସେ ରହୁଥିବା ହୋଟେଲ୍‌ କର୍ମଚାରୀ ଜୟରାଜଙ୍କୁ ସମସ୍ତ ଅଳିଆକୁ…
Read More...

ଗୋଟିଏ ଦିନ ପାଇଁ ବ୍ରିଟିଶ ଉପ-ଉଚ୍ଚାୟୁକ୍ତ ହେଲେ ବାଙ୍ଗାଲୋରର ସାମ୍ବାଦିକତା ଛାତ୍ରୀ

ବାଙ୍ଗାଲୋର:ବାଙ୍ଗାଲୋରର ଜଣେ ସାମ୍ବାଦିକତା ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ବ୍ରିଟିଶ ଉପ-ଉଚ୍ଚାୟୁକ୍ତ ହେବା ପାଇଁ ସୁଯୋଗ ମିଳିଛି । ଅନ୍ତରାଷ୍ଟ୍ରୀୟ ବାଳିକା ଦିବସରେ ମିଳିଥିବା ଏହି ଦୁର୍ଲଭ ଅବସରରେ ୨୪ ବର୍ଷିୟା ବାଳିକା…
Read More...

ଦୁଇ ଗୋରୁ ବୋଝେଇ ଗାଡ଼ିରୁ ୩୦୦ରୁ ଅଧିକ ଗୋରୁ ଉଦ୍ଧାର , ୮ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଖନ୍ତାପଡା ଥାନା ସେରଗଡ଼ଠାରେ ଭୋର ସମୟରେ ଦୁଇ ଗୋରୁ ବୋଝେଇ କଣ୍ଟେନରକୁ କିଛି ସ୍ଥାନୀୟ ଯୁବକ ଅଟକାଇଛନ୍ତି। ସକାଳେ ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଞ୍ଚଳରେ…
Read More...

ଅନ୍‌ଲାଇନ ସପିଂ ନାଁରେ ଠକେଇ

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ଯୁବତୀ ଅନ୍‌ଲାଇନ୍‌ ଲୁଟେରାଙ୍କ ଶିକାର ହୋଇଛନ୍ତି। ଡିଟିଡିସି କୋରିଅର କମ୍ପାନୀ ନାଁରେ ଯୁବତୀଙ୍କ ଆକାଉଣ୍ଟରୁ  ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି । ୟୁପିଆଇ ଆଇଡି ଦ୍ୱାରା…
Read More...

କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

କଟକ:କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଆବଶ୍ୟକ ହେଲେ କାଳିଆକୁ ଭେଣ୍ଟିଲେଟରରେ ରଖାଯାଉଛି ବୋଲି କଟକ ଏସସିବି…
Read More...

୧୦ଟି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱ ଦେଲେ ସରକାର

ଭୁବନେଶ୍ୱର: ନିତି ଆୟୋଗଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲା ଲାଗି ଭାରପ୍ରାପ୍ତ ଅଧିକାରୀ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ସଚିବସ୍ତରର ୧୦ ବରିଷ୍ଠ ଅଧିକାରୀଙ୍କୁ ଏହି ୧୦ଟି ଜିଲ୍ଲାର…
Read More...