Odisha ଆସନ୍ତାକାଲି “ମୋ ସରକାର” ଯୋଜନାର ଶୁଭାରମ୍ଭ କରିବେ ନବୀନ OPA Oct 1, 2019 0 ଭୁବନେଶ୍ୱର:ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ “ମୋ ସରକାର” ଯୋଜନା । “ମୋ ସରକାର” ଯୋଜନାକୁ ସଫଳତାର ସହ ଲାଗୁ କରିବା ନେଇ ତତ୍ପର ରାଜ୍ୟ ସରକାର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->… Read More...
National ଧାରା ୩୭୦ ଉଚ୍ଛେଦ: ନଭେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି OPA Oct 1, 2019 0 ନୂଆଦିଲ୍ଲୀ :ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦାଖଲ ହୋଇଥିବା ସମସ୍ତ ଯାଚିକାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଧାରା ୩୭୦ ଉଚ୍ଛେଦକୁ ନେଇ ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଜବାବ ରଖିବାକୁ!-->… Read More...
Politics ମହାରାଷ୍ଟ୍ର ନିର୍ବାଚନ: ବିଜେପି ଘୋଷଣା କଲା ୧୨୫ ଜଣିଆ ପ୍ରାର୍ଥୀ ତାଲିକା OPA Oct 1, 2019 0 ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସହଯୋଗୀ ଦଳ ଶିବସେନା ସହ ଆସନ ବୁଝାମଣାକୁ ନେଇ ଚାଲିଥିବା ଦ୍ୱିମତ ପରେ ଶେଷରେ ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ!-->… Read More...
National ଆଇପିଏସ୍ ରାଜୀବ କୁମାରଙ୍କୁ ଆଗୁଆ ଜାମିନ OPA Oct 1, 2019 0 କୋଲକାତା: ସାରଦା ଚିଟ୍ଫଣ୍ଡ ମାମଲାରେ ଫସିଥିବା ପୂର୍ବତନ କୋଲକାତା ପୁଲିସ୍ କମିଶନର ଆଇପିଏସ୍ ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି!-->… Read More...
National ଏସ୍ସି-ଏସ୍ଟି ଆକ୍ଟ ଉପରେ ନିଷ୍ପତ୍ତି ବଦଳାଇଲେ ସୁପ୍ରିମକୋର୍ଟ OPA Oct 1, 2019 0 ନୂଆଦିଲ୍ଲୀ: ଏସସି-ଏସଟି ଆକ୍ଟ ମାମଲାରେ କେନ୍ଦ୍ର ସରକାରଙ୍କ ପୁନର୍ବିଚାର ଯାଚିକାକୁ ସ୍ୱୀକାର କରି ସୁପ୍ରିମକୋର୍ଟ ନିଜର ପୁରୁଣା ନିଷ୍ପତ୍ତିକୁ ବଦଳାଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ମାର୍ଚ୍ଚ ୨୦ ତାରିଖରେ ନିଜ!-->… Read More...
Odisha ପ୍ରାଥମିକ ଶିକ୍ଷା: ସପ୍ତମରେ ଓଡିଶା,କେରଳ ପ୍ରଥମ OPA Oct 1, 2019 0 ଭୁବନେଶ୍ବର: ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ନୀତି ଆୟୋଗ ପକ୍ଷରୁ ପ୍ରଥମ ଥର ଲାଗି ନୀତି ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ । ବର୍ଷ ୨୦୧୫-୧୬କୁ ଆଧାର ବର୍ଷ ଓ!-->… Read More...
National ଆଜିଠାରୁ ସୁପ୍ରିମକୋର୍ଟରେ ଧାରା ୩୭୦ର ଶୁଣାଣି OPA Oct 1, 2019 0 ନୂଆଦିଲ୍ଲୀ: ଆଜି ଧାରା ୩୭୦ ଉଚ୍ଛେଦ ମାମଲାର ହେବ ଶୁଣାଣି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଶୁଣାଣି କରିବେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଧାରା ଉଚ୍ଛେଦ ବିରୋଧରେ ମାମଲା ଦାୟର କରିଥିଲେ ନ୍ୟାସନାଲ କନଫରେନ୍ସ!-->… Read More...
National ଗୁଜରାଟରେ ବସ୍ ଓଲଟି ୨୧ ମୃତ OPA Oct 1, 2019 0 ଗୁଜରାଟ: ଉତ୍ତର ଗୁଜରାଟର ବନାସକାଣ୍ଠା ଅନ୍ତର୍ଗତ ତ୍ରିଶୂଳିଆ ଘାଟିରୁ ଏକ ବସ୍ ତଳକୁ ଖସିପଡ଼ିବା ଫଳରେ ୨୧ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ପାଖାପାଖି ୫୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବସ୍!-->… Read More...
Odisha କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କ ପଡ଼ୋଶୀ ମନଜିତ ଦାସଙ୍କ ନାଆଁରେ ମାମଲା ରୁଜ୍ଜୁ OPA Oct 1, 2019 0 କଟକ : କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କ ପଡ଼ୋଶୀ ମନଜିତ ଦାସଙ୍କ ନାଆଁରେ କଟକର ପୁରୀଘାଟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ସା˚ସଦ ଅନୁଭବ ମହାନ୍ତିଙ୍କ ପିଏସଓ ଗତକାଲି!-->… Read More...
Odisha ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ : ଅକ୍ଟୋବର ୪ ଓ ୧୧ରେ ଅବକାଶକାଳୀନ ଅଦାଲତ OPA Oct 1, 2019 0 କଟକ : ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଛୁଟି ହୋଇଥିବାବେଳେ ୩ ତାରିଖରୁ ଦୁର୍ଗାପୂଜା ଛୁଟି ଆରମ୍ଭ ହେବ। ଅକ୍ଟୋବର ୧୪ରେ କୋର୍ଟ ଖୋଲିବ। ଅବକାଶ ସମୟରେ!-->… Read More...