ଆଜିଠୁ କଂଗ୍ରେସ ପ୍ରେରକମାନଙ୍କୁ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ମଙ୍ଗଳବାରଠୁ କଂଗ୍ରେସ ଆରମ୍ଭ କରିବ ଅଭିଯାନ। ଏଥିପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ…
Read More...

ଜାତିସଂଘ ରାଷ୍ଟ୍ରଦୂତଙ୍କୁ ବଦଳାଇଲା ପାକିସ୍ତାନ

ୱାଶିଂଟନ୍‌: ଜାତିସଂଘରେ ଥିବା ପାକିସ୍ତାନର ସ୍ଥାୟୀ ସଦସ୍ୟ ମାହେଲା ଲୋଧିଙ୍କୁ ଇମ୍ରାନ୍‌ ଖାନ୍‌ ସରକାର ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘର ସାଧାରଣ…
Read More...

ପେନସନ୍ ନେବେନି ଜେଟଲୀ ପରିବାର, କର୍ମଚାରୀଙ୍କୁ ବାଣ୍ଟିଦେବାକୁ କଲେ ନିବେଦନ

ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପତ୍ନୀ ତାଙ୍କ ପତିଙ୍କୁ ମିଳିବାକୁ ଥିବା ପେନସନ୍ ରାଶି ନେବାକୁ ମନା କରିଦେଇଛନ୍ତି। ଏଥିପାଇଁ ତାଙ୍କ ପତ୍ନୀ ରାଜ୍ୟସଭାର ଉପସଭାପତି ଏମ୍ ଭେଙ୍କେୟା ନାଇଡୁଙ୍କୁ ଏକ ପତ୍ର…
Read More...

ଆସନ୍ତାକାଲିଠୁ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍‌

ଭୁବନେଶ୍ୱର: ଆସନ୍ତାକାଲି ଗାନ୍ଧି ଜୟନ୍ତୀଠାରୁ ରାଜ୍ୟରେ ବ୍ୟାନ୍‌ ହେବ ପ୍ଲାଷ୍ଟିକ। ବିଶେଷ କରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ୫୦ ମାଇକ୍ରନ୍‌ରୁ କମ୍ ମୋଟେଇର ପଲିଥିନ୍‌…
Read More...

ଆଜିଠୁ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର:ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଭଲ ଖବର । ବ୍ୟାଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ହୋଇଛି । ଏଣିକି ଗ୍ରାହକଙ୍କ ପାଇଁ ବ୍ୟାଙ୍କ କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ରହିବାକୁ ନିଷ୍ପତି ହୋଇଛି ।…
Read More...

ବିହାର ବନ୍ୟା: ୩ ଦିନ ପରେ ଉଦ୍ଧାର ହେଲେ ଉପମୁଖ୍ୟମନ୍ତ୍ରୀ ଓ ପରିବାର

ପାଟ୍‌ନା: ଲଗାଣ ବର୍ଷା ଯୋଗୁ ବିହାର ରାଜଧାନୀ ପାଟନ୍‌ରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଓ ତାଙ୍କ ପରିବାର ଲୋକଙ୍କୁ ୩ ଦିନ ପରେ ଉଦ୍ଧାର କରାଯାଇଛି। ସେ ରହୁଥିବା ଅଞ୍ଚଳରେ ପାଣି ଜମି…
Read More...

ଶ୍ରମିକଙ୍କ ମୂଳ ଆକାଂକ୍ଷା ପୂରଣ ବିନା ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ: ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା:ଶ୍ରମିିିିିିିିିିିକ ତଥା କର୍ମଚାରୀମାନେ ରାଉରକେଲାରେ ଇସ୍ପାତ୍ ଶିଳ୍ପର ମେରୁଦଣ୍ଡ । ସେହିପରି ଯେଉଁ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କର ମୂଳ ଅପେକ୍ଷା କିମ୍ବା ଆକାଂକ୍ଷାକୁ ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଶିଳ୍ପ…
Read More...

ହରିୟାଣା ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରାର୍ଥୀ ତାଲିକା

ଚଣ୍ଡିଗଡ଼:ଭାରତୀୟ ଜନତା ପାର୍ଟି(ବିଜେପି) ହରିୟାଣା ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ୯୦ ବିଧାନସଭା ଆସନରୁ ବିଜେପି ପ୍ରଥମ ତାଲିକାରେ ୭୮ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି। ଏଥିରେ ୩୮ ଜଣ…
Read More...

ଯୁବପିଢିଙ୍କ ବିନା ସହଯୋଗରେ ନୂଆ ଭାରତ କଳ୍ପନା ଅସମ୍ଭବ: ଧର୍ମେନ୍ଦ୍ର ପ୍ରଧାନ

ସୁନ୍ଦରଗଡ: ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୧ ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି ବୋଲି ସୋମବାର ସୁନ୍ଦରଗଡ ଠାରେ ଭାରତ ସ୍କାଉଟ ଏବଂ ଗାଇଡ୍ସ…
Read More...

ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଜେଲରେ ବନ୍ଦୀ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। ସୋମବାର ହାଇକୋର୍ଟ ପୂର୍ବତନ…
Read More...