Odisha ରାଉରକେଲାକୁ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର କରିବା ପାଇଁ ହେବ ପ୍ରୟାସ: ଧର୍ମେନ୍ଦ୍ର ପ୍ରଧାନ OPA Sep 28, 2019 0 ରାଉରକେଲା :ରାଉରକେଲାକୁ ଭାରତ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏଠାରେ ବିଭିନ୍ନ ପ୍ରକଳ୍ପ ଆଣି ରାଉରକେଲା କିପରି ଓଡିଶା ଏବଂ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର ହେବ ସେ ନେଇ ସମସ୍ତେ ମିଶି କାମ!-->… Read More...
National ଭାରତ ଫେରିଲେ ମୋଦୀ OPA Sep 28, 2019 0 ନୂଆଦିଲ୍ଲୀ : ପ୍ରାୟ ଏକ ସପ୍ତାହର ଆମେରିକା ଗସ୍ତ ସାରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରିଛନ୍ତି । ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ବିମାନବନ୍ଦର ବାହାରେ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି । ପାଲାମ!-->… Read More...
National ବଢ଼ିଲା ଆଧାର-ପାନ୍ ଲିଙ୍କ ଅବଧି OPA Sep 28, 2019 0 ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି!-->… Read More...
Odisha ଆରଟିଓ ଅଫିସରେ ଦଲାଲ୍ ପଶିଲେ ଥାନାରେ ଦିଆଯିବ ଏତଲା: ଜାରିହେଲା ହେଲ୍ପ ଲାଇନ୍ ନମ୍ବର, କିଓସ୍କ ମେସିନ୍ ଓ ସିସିଟିଭି… OPA Sep 28, 2019 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ଆରଟିଓଙ୍କୁ ସେମାନଙ୍କ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଲିସ ପକ୍ଷରୁ!-->… Read More...
National ଆଉ ୨ଦିନ ପରେ ଶେଷ ହେବ ଆଧାର-ପ୍ୟାନ୍ ସଂଯୋଗ ସମୟ ସୀମା OPA Sep 28, 2019 0 ନୂଆଦିଲ୍ଳୀ: ପ୍ୟାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ସମୟ ସୀମା ସରିବାକୁ ଆଉ ମାତ୍ର ୨ ଦିନ ବାକି ରହିଲା। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପ୍ୟାନ୍ ସହ ଆଧାର ସଂଯୋଗ କରିବାକୁ ସମୟ ସୀମା ଦିଆ ଯାଇଥିଲା। ଆୟକର ବିଭାଗର!-->… Read More...
National ଅକ୍ଟୋବର ୧ରେ ବାଉଁଶ ବୋତଲ ଲଞ୍ଚ କରିବେ ନୀତିନ ଗଡକରୀ OPA Sep 28, 2019 0 ନୂଆଦିଲ୍ଲୀ: ପ୍ଲାଷ୍ଟିକ ବୋତଲର ବିକଳ୍ପକୁ ଶେଷରେ ଖୋଜି ବାହାର କରାଯାଇଛି । ଏମଏସଏମଇ ମନ୍ତ୍ରାଳୟ ଅଧିନରେ ଥିବା ଖଦୀ ଗ୍ରାମଦ୍ୟୋଗ ଆୟୋଗ ବାଉଁଶର ବୋତଲ ନିର୍ମାଣ କରିଛି । ଏହି ବୋତଲର କ୍ଷମତା ଅତି କମରେ ୭୫୦ ଏମଏଲର ରହିବ ।!-->… Read More...
Odisha ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଲଲିତେନ୍ଦ୍ର ଗିରଫ OPA Sep 28, 2019 0 ଧର୍ମଗଡ଼: ଶେଷରେ ଗିରଫ ହେଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ପୁଲିସ ରାଜସାକ୍ଷୀ କରିଥିବା ଅଭିଯୁକ୍ତ ବସ୍ ଡ୍ରାଇଭର ଲଳିତେନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର। ପୀଡ଼ିତାଙ୍କ ସାନି ବୟାନ୍ ଆଧାରରେ ପୁଲିସ ତାକୁ ଆଜି ଗିରଫ!-->… Read More...
Odisha କାଳିଆର ଅବସ୍ଥା ସଂକଟାପର୍ଣ୍ଣ, ସହାୟତା ପାଇଁ ଦିଲ୍ଲୀ ଏମ୍ସକୁ ଏସସିବିର ଚିଠି OPA Sep 28, 2019 0 ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ବର୍ତ୍ତମାନ ଏସସିବିରେ ମେଡ଼ିକାଲରେ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ!-->… Read More...
Politics ବିଜେପୁର ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ OPA Sep 28, 2019 0 ବିଜେପୁର:ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛନ୍ତି । ଫଳରେ ବିଜେଡି ପ୍ରାର୍ଥୀ କିଏ ହେବ!-->… Read More...
Odisha ପୁଲିସ୍ ଗୁଳିରେ ହୃଷିକେଶ ଆହତ OPA Sep 28, 2019 0 କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ପୁଲିସ୍ ଏନକାଉଣ୍ଟରରେ ଡକାୟତ ହୃଷିକେଶ ମଲ୍ଲିକ ଗୁରୁତର ହୋଇଛି। ତାର ଦୁଇଟି ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା!-->… Read More...