ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର:ସ୍ୱତନ୍ତ୍ର ବିମାନ ରାଜକୋମଲ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଓଡ଼ିଶାରେ ୨ଦିନ ରହବା କାର୍ଯ୍ୟକ୍ରମ ରହିଛି  । ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ…
Read More...

୧୦ଜଣ ଦଲାଲ ଗିରଫ

ଭୁବନେଶ୍ୱର: ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ୧୦ ଜଣ ଦଲାଲ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଦଲାଲମାନଙ୍କ ମଧ୍ୟରୁ ୪ ଜଣ ମେଡିକାଲରୁ ଓ ୬ ଜଣ ଆରଟିଓ କାର୍ଯ୍ୟାଳୟରୁ ଗିରଫ ହୋଇଛନ୍ତି। ବାଲେଶ୍ୱରରୁ ଆଜି ମୋଟ୍‌…
Read More...

ବାବ୍ରୀ ମସଜିଦ ଧ୍ଵଂସ ମାମଲା: କଲ୍ୟାଣ ସିଂହଙ୍କୁ ଆଶ୍ଵସ୍ତି, ୨ ଲକ୍ଷ ମୁଚଲିକାରେ ମିଳିଲା ଜାମିନ

ଲକ୍ଷ୍ନୌ:ବାବ୍ରୀ ମସଜିଦ୍ ଧ୍ଵଂସ ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ସିବିଆଇର ସ୍ଵତନ୍ତ୍ର ଅଦାଲତ ଏହି ମାମଲାରେ ୨ ଲକ୍ଷ ଟଙ୍କା ମୁଚଲିକାରେ ତାଙ୍କୁ ଜାମିନ…
Read More...

ଖସିପଡ଼ିଲା ସ୍ଥଳସେନାର ‘ଚିତା’, ୨ ପାଇଲଟ୍‌ ମୃତ

ଭୁଟାନ୍‌: ଆକାଶରେ ଉଡ଼ୁଥିବା ବେଳେ ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ପାଇଲଟ୍‌ ପ୍ରାଣ…
Read More...

ହମୀରପୁର ବିଧାନସଭା ନିର୍ବାଚନରେ ବିଜେପିର ବିଜୟ, କେରଳରେ ଏଲଡିଏଫର ବାଜିମାତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହମୀରପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ଯୁବରାଜ ସିଂହ ବିଜୟୀ ହୋଇଛନ୍ତି, ଅନ୍ୟପଟେ କେରଳରେ କ୍ଷମତାରେ ଥିବା ଏଲଡିଏଫ, ୟୁଡିଏଫକୁ ହରାଇ ବିଧାନସଭା ଆସନରେ ବିଜୟୀ ହୋଇଛି । ବର୍ତ୍ତମାନ…
Read More...

ଓସିଏ ସଂପାଦକ ହେଲେ ସଞ୍ଜୟ ବେହେରା

କଟକ:ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନର ଫଳାଫଳ ଘୋଷିତ ହୋଇଛି। ସଞ୍ଜୟ ବେହେରା ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି…
Read More...

ୟୁନିଟ୍ -୮ ଡିଏଭି ସ୍କୁଲରେ ଗ୍ରାଣ୍ଡପ୍ୟାରେଂଟସ୍ ଡେ’ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୮ ଡିଏଭି ସ୍କୁଲରେ ଗ୍ରାଣ୍ଡପ୍ୟାରେଂଟସ୍ ଡେ’(ଜେଜେବାପା ଜେଜେମା’) ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପ୍ରିନସିପାଲ ଇପସିତା ଦାସ ଯୋଗ ଦେଇଥିଲେ ।…
Read More...

ଟୁରିଷ୍ଟ୍‍ ଭିସା ପ୍ରଥମ ଥର ପାଇଁ ପ୍ରଦାନ କରିବ ସାଉଦି ଆରବ

ରିୟାଦ: ପ୍ରଥମ ଥର ପାଇଁ ଟୁରିଷ୍ଟ୍‍ ଭିସା ପ୍ରଦାନ କରିବ ବୋଲି ଶୁକ୍ରବାର ଦିନ ସାଉଦୀ ଆରବ କହିଛି। ତୈଳ ବ୍ୟତିରେକେ ଅନ୍ୟ ସୂତ୍ରର ରାଜସ୍ୱ ସଂଗ୍ରହ କରିବାର ଏହା ଅନ୍ୟତମ ସୂତ୍ର। ଏଥର ଅତି ରକ୍ଷଣଶୀଳ ରାଜ୍ୟକୁ…
Read More...

ସିସିଏସ୍‌ ଅଧ୍ୟକ୍ଷ ଦାୟିତ୍ୱ ନେବେ ରାୱତ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଆସନ୍ତାକାଲି ସିସିଏସ୍‌ (ଚିଫ୍‌ ଅଫ୍‌ ଷ୍ଟାଫ୍‌ସ କମିଟି) ଅଧ୍ୟକ୍ଷ ଭାବ‌େ ଦାୟିତ୍ବ ଗ୍ରହଣ କରିବେ। ଅବସର ନେବାକୁ ଯାଉଥିବା ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆଙ୍କଠାରୁ ସେ…
Read More...

ପୁନେରେ ଲଗାଣ ବର୍ଷା; ୨୦ ମୃତ

ପୁନେ: ପୁନେରେ ଏବେ ଲଗାଣ ବର୍ଷା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ପୁନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଦ୍ବାରା…
Read More...