ସ୍ଥଗିତ ରହିଲା କର୍ଣ୍ଣାଟକର ୧୫ ବିଧାନସଭା ଆସନ ଲାଗି ଉପନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୨୧ରେ ହରିୟାନା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟରେ ଖାଲିପଡିଥିବା ୬୩ଟି ଆସନରେ ଉପନିର୍ବାଚନ ହେବ । ଏହା ମଧ୍ୟରୁ କର୍ଣ୍ଣାଟକର ୧୫ଟି ଆସନ ଥିଲା । ତେବେ ଏହି…
Read More...

ଅକ୍ଟୋବର ୧୮ ସୁଦ୍ଧା ଅଯୋଧ୍ୟା ବିବାଦର ଶୁଣାଣି ଶେଷ କରିବାକୁ କହିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ଜମି ବିବାଦର ୩୨ତମ ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପୁଣି ଥରେ ଯୋର୍‌ ଦେଇ କହିଛନ୍ତି ଯେ ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଯୁକ୍ତିତର୍କ ଶେଷ…
Read More...

ଲୋକପ୍ରିୟତା କ୍ଷେତ୍ରରେ ପୁଣିଥରେ ଆଗରେ ମୋଦୀ,ଧୋନି ବି ସାମିଲ

ନୂଆଦିଲ୍ଲୀ:ଭାରତରେ ଲୋକପ୍ରିୟତା ମାମଲାରେ ମହେନ୍ଦ୍ର ସିଂ ଧୋନୀ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କଠାରୁ ଆଗରେ ରହିଛନ୍ତି । ସର୍ଭେ ଏଜେନ୍ସି YouGov ୟୁ-ଗଭ୍ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶ୍ରେଣୀରେ…
Read More...

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବୌଦ୍ଧ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜଗବନ୍ଧୁ କେନ୍ଦୁପତ୍ର ବିଭାଗରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି।ଭିଜିଲାନ୍ସ ପକ୍ଷରୁ…
Read More...

ଗାଁ ଦାଣ୍ଡରେ ଘୋଷାରି ଘୋଷାରି ବୋହୂକୁ ପିଟିଲେ ଶ୍ୱଶୁର

ଯାଜପୁର: ଝିଅବୋହୂଙ୍କୁ ଘରର ଇଜ୍ଜତ ବୋଲି କୁହାଯାଏ। ସେମାନଙ୍କ ସମ୍ମାନ ରକ୍ଷା ଲାଗି ପରିବାରର ସମସ୍ତେ ଯତ୍ନଶୀଳ ଥା’ନ୍ତି। ହେଲେ ଯାଜପୁର ଜିଲା କୋରେଇ ଥାନା ଧନେଶ୍ୱର ଗାଁରେ ଦେଖିବାକୁ ମିଳିଛି ଓଲଟା ଚିତ୍ର। ଏଠାରେ ଜଣେ…
Read More...

କ୍ୟାବିନେଟ ନିଷ୍ପତି: ସବୁ ଚାଷୀଙ୍କଠୁ କିଣାଯିବ ଧାନ, ବରମୁଣ୍ଡା ନବକଳେବର ପାଇଁ ଖର୍ଚ୍ଚ ହେବ ୧୬୦କୋଟି

ଭୁବନେଶ୍ୱର:ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ଲାଗିଛି । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଗୃହିତ ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ…
Read More...

ମେହୁଲ୍‌ ଚୋକ୍‌ସି ଅପରାଧୀ, ଅବାଧରେ ଭାରତୀୟ ଅଧିକାରୀମାନେ ତାଙ୍କର ତଦନ୍ତ କରି ପାରିବେ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନ୍ୟୁୟର୍କ: ବୁଧବାର ଦିନ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟୋନ୍‌ ବ୍ରାଉନି କହିଛନ୍ତି ଯେ ପଳାତକ ହୀରା ବେପାରୀ ମେହୁଲ୍‌ ଚୋକ୍‌ସି ଜଣେ ଅପରାଧୀ। ଭାରତୀୟ ଅଧିକାରୀମାନେ ଅବାଧରେ ତାଙ୍କୁ ପଚରାଉଚୁରା କରି ପାରିବେ।…
Read More...

ବଢିଲା ଜଳସ୍ତର, ପୁଣି ଖୋଲିଲା ହୀରାକୁଦର ୬ ଗେଟ

ସମ୍ବଲପୁର:ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ମଧ୍ୟ ସୃଷ୍ଟି ହୋଇଛି । ଗତ ୩ଦିନ ହେଲା ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡିଶା । ପଶ୍ଚିମଠୁ ନେଇ ଉପକୂଳ, ଦକ୍ଷିଣଠୁ ନେଇ ଉତ୍ତର ସମସ୍ତ…
Read More...

୭ ପୁଲିସ୍‌ ଅଧିକାରୀଙ୍କ ଅଦଳବଦଳ

କଟକ : ରାଜ୍ୟ ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡର ନିର୍ଦ୍ଦେଶକ୍ରମେ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ଢେଙ୍କାନାଳର ଅତିରିକ୍ତ ଏସ୍‌ପି ନଗେନ୍ଦ୍ର ପ୍ରସାଦ ନାୟକଙ୍କୁ ବୌଦ୍ଧର ଅତିରିକ୍ତ ଏସ୍‌ପି ଭାବେ ବଦଳି…
Read More...

ବିଜେପୁର ଉପନିର୍ବାଚନ:ଦିଲୀପ ପଣ୍ଡା ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ତନାଘନା ଆରମ୍ଭ େହାଇଛି। ଆଜି ବିେଜଡି େକାର୍ କମିଟି ବୈଠକ ବସି ରଣନୀତି ଚୂଡାନ୍ତ କରିଥିବା ବେଳେ କଂଗ୍ରେସ ଦିଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ ‌ଘୋଷଣା କରିଛି।…
Read More...