Odisha ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ଜାମିନ ଖାରଜ OPA Sep 27, 2019 0 କଟକ : ଅର୍ଥତତ୍ତ୍ୱ ଗ୍ରୁପ୍ ମୁଖ୍ୟ ପ୍ରଦୀପ କୁମାର ସେଠୀଙ୍କ ଚାରିଟି ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ବ୍ରହ୍ମପୁର ଓପିଆଇଡି ସ୍ବତନ୍ତ୍ର ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ଲୋଡି ପ୍ରଦୀପ ହାଇକୋର୍ଟଙ୍କ!-->… Read More...
Odisha ଭିତରକନିକାରେ କମିଲେ ଦେଶୀୟ ପକ୍ଷୀ OPA Sep 27, 2019 0 ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଭିତରକନିକାରେ ୯୧ ହଜାର ୨୨୪ଟି ପକ୍ଷୀଙ୍କ ସମାଗମ ହୋଇଥିବାବେଳେ ଏ ବର୍ଷ ଏମାନଙ୍କ ସଂଖ୍ୟା ୮୮,୬୧୪କୁ ଖସି ଆସିଛି।!-->… Read More...
Politics ଦଳରୁ ନିଲମ୍ବିତ ହେଲେ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ସୁଜିତ ମହାନ୍ତି OPA Sep 27, 2019 0 ଭୁବନେଶ୍ବର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ସୁଜିତ ମହାନ୍ତି। ଆଜି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଦଳ!-->… Read More...
National ଦୋକାନ ବୁଲି ଟଙ୍କା ମାଗିପାରିବେନି କିନ୍ନର OPA Sep 27, 2019 0 ଅହମଦାବାଦ: ଗୁଜୁରାଟ ସୁରଟରେ ତାତିଲା ବ୍ୟବସାୟୀ ସଂଘ କୌଣସି ପରିସ୍ଥିତିରେ ବି କିନ୍ନରମାନଙ୍କୁ ବଜାରରେ ପ୍ରବେଶ ନ କରାଇଦେବାକୁ ଦାବି କରିଛି | ଯାହାକୁ ନେଇ ପୋଷ୍ଟର ଜାରି କରାଯାଇଛି | ଏହି ପୋଷ୍ଟରରେ ଲେଖାଯାଇଛି ଯେ!-->… Read More...
Crime ଭଣଜା ଟାଙ୍ଗିଆ ଚୋଟରେ ମାଇଁ ମୃତ OPA Sep 27, 2019 0 ଆନନ୍ଦପୁର: ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର!-->… Read More...
National ସୀମାରେ ଆତଙ୍କବାଦୀ ପ୍ରବେଶ କରିଥିବା ସନ୍ଦେହ, ଆଜି ୫୨ଟି ସ୍କୁଲ ବନ୍ଦ OPA Sep 27, 2019 0 ଜମ୍ମୁ ଓ କଶ୍ମୀର:ଜମ୍ମୁ ଓ କଶ୍ମୀର କଠୁଆ ଜିଲ୍ଲାକୁ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାରେ ଦୁଇ ତିନି ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଅନୁମାନ କରାଯାଉଛି । ଫଳରେ ଗତକାଲି ରାତି ତମାମ ଜୋରଦାର ସର୍ଚ୍ଚ ଅପରେସନ୍!-->… Read More...
National ଆଦିତ୍ୟନାଥଙ୍କ ନୂଆ ପ୍ରୟାସ; ନିଜେ ବୁଲିବେ ଗାଁ, ବେରୋଜଗାରଙ୍କୁ ଦେବେ ତାଲିମ OPA Sep 27, 2019 0 ଲଖନଉ: ଶିଳ୍ପ ଜଗତରେ ସଂକଟ ଯୋଗୁଁ ରୋଜଗାର ପ୍ରତି ବାଧା ପହଂଚିଛି । ଏଥି ପାଇଁ ସମଗ୍ର ବିଶ୍ୱରେ ଆର୍ଥିକ ସଂକଟ ଦେଖାଯାଇଥିବା ବେଳେ ଉତ୍ତର ପ୍ରଦେଶ ସରକାର ପାଇଲଟ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ଯୋଗୀ ସରକାର!-->… Read More...
National ବିକ୍ରମ ଲ୍ୟାଣ୍ଡିଙ୍ଗ୍ ସାଇଟର ଫଟୋ ଜାରି କଲା ନାସା OPA Sep 27, 2019 0 ୱାସିଙ୍ଗଟନ :ନାସା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଙ୍ଗ ସାଇଟର ଫଟୋ ଜାରି କରିଛି। ଫଟୋ ଆଧାରରେ ବିକ୍ରମର ହାର୍ଡ ଲ୍ୟାଣ୍ଡିଙ୍ଗ୍ ହୋଇଛି ବୋଲି ନାସା କହୁଛି। ଅର୍ଥାତ୍ ବିକ୍ରମ ତୀବ୍ର ଗତିରେ ଆସି!-->… Read More...
Corporate ଅକ୍ଟୋବରରେ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେତେ ଦିନ ଏବଂ କେଉଁ ତାରିଖ? OPA Sep 27, 2019 0 ନୂଆଦିଲ୍ଲୀ: ତିନି ଦିନ ପରେ ସେପ୍ଟେମ୍ବର ମାସ ଶେଷ ହୋଇଯିବ । ଅକ୍ଟୋବରରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ଅନ୍ୟ ମାସଗୁଡ଼ିକର ତୁଳନାରେ ଅକ୍ଟୋବରରେ ବ୍ୟାଙ୍କ ଅଧିକ ଛୁଟି ରହିବ । କାରଣ ଏହି ମାସରେ ଉଭୟ ଦଶହରା ଓ ଦୀପାବଳି!-->… Read More...
Odisha ଭେଣ୍ଟିଲେଟରରେ କାଳିଆ OPA Sep 27, 2019 0 କଟକ: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗାକାଳିଆଙ୍କ ମଧ୍ୟରୁ ଗତକାଲି କାଳିଆର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗତ ରାତିରୁ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ଆଜି!-->… Read More...