ଚିନ୍ମୟାନନ୍ଦ ମାମଲା; ଗିରଫ ହେଲେ ପୀଡିତା

ଲକ୍ଷ୍ନୌ: ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଆଜି ପୁଲିସ୍ ଗରିଫ କରିଛି। ପାଞ୍ଚ କୋଟି ଟଙ୍କା ବଳପୂର୍ବକ ଆଦାୟ କରିବା ଅଭିଯୋଗରେ ପୀଡ଼ିତାଙ୍କୁ ପୁଲିସ୍ ଆଜି ଗିରଫ…
Read More...

ମଞ୍ଚରେ ଚାପୁଡ଼ା ମାରିଲେ ବ୍ରହ୍ମପୁର ସାଂସଦ

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣ ଦେଖିବାକୁ ମିଳିଥିଲା। ମଞ୍ଚ ଉପରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା…
Read More...

ସେପ୍ଟେମ୍ବର ୩୦ ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ସମୟସୀମା

ନୂଆଦିଲ୍ଲୀ : ଆସନ୍ତା ୩୦ ତାରିଖ ହେଉଛି ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ । ପୂର୍ବରୁ ବାରମ୍ବାର ଏହି ସମୟସୀମା ବଢିବା ପରେ ଗତ ମାର୍ଚ୍ଚ ୩୧ରେ ଏହାକୁ ଆଉ ୬ ମାସ ପାଇଁ ବଢାଇ ଦିଆଯାଇଥିଲା । କିନ୍ତୁ…
Read More...

“ବାଗି-୩”ରେ ଟିଭି ଆକ୍ଟ୍ରେସ ଅଙ୍କିତାଙ୍କ ଏଂଟ୍ରି

ମୁମ୍ୱାଇ:  ‘ବାଗି-୩’ ସୁଟିଂ ଆରମ୍ଭ ଦିନଠାରୁ ଏହା ଅଛି ଚର୍ଚ୍ଚାରେ । ତେବେ ସାଜିଦ୍ ନାଦିୱାଦୱାଲାଙ୍କ ବ୍ୟାନରରେ ନିର୍ମାଣ ହୋଇଥିବା ଏହାର ୨ଟି ଭାଗ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ତେବେ ଏହାର ୩ୟ ଭାଗ ଯେପରି…
Read More...

“ମୋ ସରକାର”: ଥାନା ଅଭିଯୋଗକାରୀଙ୍କୁ ଫୋନ କରି ଫିଡ଼ବ୍ୟାକ ନେଲେ ଡିଜି ବି.କେ. ଶର୍ମା

ଭୁବନେଶ୍ୱର:ରାଜ୍ୟରେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି “ମୋ ସରକାର” କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ଥାନା ଓ ଚିକିତ୍ସାଳୟରେ ଆସୁଥିବା ବ୍ୟକ୍ତିଙ୍କ ଠାରୁ ମତାମତ ନିଆଯିବ । ଥାନା ଓ…
Read More...

ଚିନ୍ମୟାନନ୍ଦଙ୍କ ଜାମିନ୍‌ ଆବେଦନ ଖାରଜ

ଲକ୍ଷ୍ନୌ: ଜଣେ କଲେଜ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଜେଲରେ ଥିବା ବିଜେପି ନେତା ଚନ୍ମୟାନନ୍ଦଙ୍କୁ ଆଜି ଉତ୍ତର ପ୍ରଦେଶର ଏକ କୋର୍ଟ ନିରାଶ କରିଛନ୍ତି। ସେ ଜେଲରୁ ମୁକୁଳିବା ପାଇଁ ଜାମିନ୍‌ ଆବେଦନ କରିଥିଲେ ହେଁ ଏହାକୁ…
Read More...

ଉତ୍ତର ଭାରତରେ ଭୂ-କମ୍ପ

ନୂଆଦିଲ୍ଲୀ: ମଙ୍ଗଳବାର ୪.୩୫ ସମୟରେ ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଏହି ଭୂମିକମ୍ପରେ ଦୋହଲିଥିବା…
Read More...

ବିହାରରେ ୩୨୫ ଓ ନାସିକ୍‌ରେ ୧୧୭ ବସ୍ତା ଗୋଦାମରୁ ପିଆଜ ଲୁଟ୍‌

ପାଟନା:ଆକାଶ ଛୁଆଁ ପିଆଜ ଦର ଏବେ ସାରା ଦେଶବାସୀଙ୍କୁ କନ୍ଦାଉଛି । କେଉଁଠି ପିଆଜ ମୂଲ୍ୟ କିଲୋ ପିଛା ୫୦ଟଙ୍କା ତ ଆଉ କେଉଁଠି ୮୦ଟଙ୍କା ରହିଛି । ଏଭଳି ସମୟରେ ବିହାରରେ ୮ ଲକ୍ଷ ଟଙ୍କାର ପିଆଜ ଗୋଦାମରୁ ଚୋରି ହୋଇଯାଇଛି ।…
Read More...

ଚିନ୍ମୟାନନ୍ଦ ମାମଲା: କୋର୍ଟ ଯିବା ବେଳେ ପୀଡ଼ିତାଙ୍କୁ ଅଟକାଇଲା ପୁଲିସ

ଲକ୍ଷ୍ନୌ: ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଆଜି ପୁଲିସ୍ ପଚରାଉଚରା କରିବା ପାଇଁ ଅଟକ ରଖିଛି। ଚିନ୍ମାୟାନନ୍ଦଙ୍କୁ ସେ ଓ ତାଙ୍କର ୩ ସହଯୋଗୀ ଧମକ ଚମକ ଦେବା…
Read More...

ବ୍ଲକ୍‌ରେ ଖୋଲିବ ଡିଏଲ୍‌ କ୍ୟାମ୍ପ

ଭୁବନେଶ୍ୱର:ନୂତନ ମୋଟର୍‌ ଭେଇକିଲ୍‌ ଆକ୍ଟରେ ଗାଡ଼ି ଚଲାଇବା ନିୟମକୁ କଡ଼ାକଡ଼ି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି । ଆର୍‌ଟିଓ କାର୍ଯ୍ୟରେ ଗହଳିକୁ ନଜରରେ ରଖି ବ୍ଲକ୍‌ ସ୍ତରରେ ଡିଏଲ୍‌…
Read More...