ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ

ମୁମ୍ୱାଇ:ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ଛଅ ମାସ ପର‌୍ୟ୍ୟନ୍ତ ପଞ୍ଜାବ ଏବଂ ମହାରାଷ୍ଟ୍ର କୋ-ଅପୋରେଟିବ ବ୍ୟାଙ୍କ ଲିମିଟେଡ, ମୁମ୍ୱାଇ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ପ୍ରତିବନ୍ଧ ପରେ ବ୍ୟାଙ୍କ ପକ୍ଷରୁ ନିଜର ଖାତା…
Read More...

ନାଁ ପରିବର୍ତ୍ତନ କଲା ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ

ଲାହୋର:ଆତଙ୍କବାଦୀ ସଙ୍ଗଠନ ‘ଜୈଶ-ଏ-ମହମ୍ମଦ’ ନିଜ ଆତଙ୍କୀ କାର୍ଯ୍ୟକଳାପକୁ ଆହୁରି ମଜବୁତ କରିବାକୁ ନିଜର ନାଁ ପରିବର୍ତ୍ତନ କରି ଦେଇଛି । ଜେଏଏମ୍‌ର ନାଁକୁ ବଦଳାଇ ‘ମଜଲିସ୍‌-ବୁରାସା-ଏ-ଶାହୁଦା ଜମ୍ମୁ ୱା କଶ୍ମୀର’ …
Read More...

କୋର୍ଟରେ ଆତ୍ମସମର୍ପଣ କଲେ ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ

ଭୁବନେଶ୍ୱର : ଚିଟ ଫଣ୍ଡ କମ୍ପାନି ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଆଜି ରାଉରକେଲାର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରଘୁନାଥପାଲି ଥାନରେ ଦାଏର ଏକ ଠକେଇ ମାମଲାରେ ସେ ଏହି ଆତ୍ମସମର୍ପଣ କରିଛନ୍ତି । ଏହି…
Read More...

ବିଜେପୁର ପାଇଁ କଂଗ୍ରେସର ପ୍ରାର୍ଥୀ ଖୋଜା ଆରମ୍ଭ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର କସରତ । ବରିଷ୍ଠ ନେତା  ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ପ୍ରାର୍ଥୀ ଚୟନ ନେଇ ଆଲୋଚନା ହୋଇଛି । ଆଲୋଚନା ପରେ ଏଆଇସିସିକୁ…
Read More...

ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ପାତ୍ରଙ୍କ…
Read More...

ଅମିତ୍ ଓ ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ରୁଷର ଏକାଟେରିନାବର୍ଗରେ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ପଦକ ଜିତିଥିବା ଅମିତ୍ ପଙ୍ଘାଲ ଓ ମନିଷ କୌଶିକଙ୍କୁ ସୋମବାର କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ନଗଦ ଅର୍ଥରାଶି ଦେଇ ସମ୍ମାନିତ କରିଛନ୍ତି। ରୌପ୍ୟ ପଦକ…
Read More...

ଅକ୍ଟୋବର ୫ରୁ ଦିଲ୍ଲୀ-ଲକ୍ଷେ୍ନø ମଧ୍ୟରେ ଦୌଡ଼ିବ ତେଜସ ଏକ୍ସପ୍ରେସ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସୋମବାର ଘୋଷଣା କରିଛି ଯେ, ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) ଦ୍ୱାରା ପରିଚାଳିତ ତେଜସ ଏକ୍ସପ୍ରେସ ଜାତୀୟ ରାଜଧାନୀ ଠାରୁ ଲକ୍ଷେ୍ନø ପର୍ଯ୍ୟନ୍ତ ସପ୍ତାହକୁ…
Read More...

ଆଜି ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ୟୁଏନ ସାଧାରଣ ସଭାର ୭୪ତମ ସଂସ୍କରଣ ଅବସରରେ ମୋଦୀ ଓ ଟ୍ରମ୍ପଙ୍କ ସାକ୍ଷାତକାର ସମୟରେ କିଛି…
Read More...

ଭାଙ୍ଗିଲା ବ୍ରାହ୍ମଣୀ ପୋଲ୍‌ ସ୍ଲାବ୍‌

ରାଉରକେଲା:ରାଉରକେଲା ବ୍ରାହ୍ମଣୀ ନଦୀ ପୋଲର ସ୍ଲାବ୍‌ ଭାଙ୍ଗି ଖସିପଡ଼ିଛି । ଫଳରେ ପୋଲ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମରାମତି କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।…
Read More...

୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୨ ମୃତ, ୨ ଗୁରୁତର

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ…
Read More...