ବିଜେପୁର ଉପ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।  ଏଥିସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ । ଏହାପରେ ଅକ୍ଟୋବର ୧ରେ…
Read More...

ମଧ୍ୟାହ୍ନ ଭୋଜନ ଖାଇ ୨୭ ଛାତ୍ରୀ ଅସୁସ୍ଥ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଅନ୍ତର୍ଗତ ମା’ ଅମ୍ବିକା ଏଲ୍‌ଏମ୍‌ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ୨୭ ଜଣ ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ କରଞ୍ଜିଆସ୍ଥିତ ପାଞ୍ଚପୀଢ଼…
Read More...

କଳିଙ୍ଗ-ଉତ୍କଳ ଏକ୍ସପ୍ରେସରେ ବୋମା ଆତଙ୍କ

ହରିଦ୍ୱାର:ହରିଦ୍ୱାରରୁ ପୁରୀ ଯାଉଥିବା କଳିଙ୍ଗ- ଉତ୍କଳ ଏକ୍ସପ୍ରେସରେ ବମ ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଛି । ଟ୍ରେନକୁ ଟପରୀ ଜଙ୍କସନରେ ରଖାଯାଇଛି । ଜିଆରପି ଓ ପୋଲିସ ଟ୍ରେନର ତଲାସି ନେଇଛନ୍ତି  ।…
Read More...

‘ହାଉଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଓଡ଼ିଆରେ କହିଲେ ପ୍ରଧାନମନ୍ତ୍ରୀ

ହ୍ୟୁଷ୍ଟନ୍‌:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସସ୍ଥିତ ହ୍ୟୁଷ୍ଟନରେ ରବିବାର ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ୫୦ ହଜାର ଭାରତ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତ ବିଭିନ୍ନ…
Read More...

‘ହାଓଡି ମୋଦି’ରେ ଓଡିଶୀ ନୃତ୍ୟର ଜଲୱା

ନୂଆଦିଲ୍ଲୀ: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ ପାଇଁ ହୋଷ୍ଟନ୍ର ଏନ୍ଆରଜି ଷ୍ଟାଡଅମ୍ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି…
Read More...

ବିଜେଡିର ଉତରାଧିକାରୀ ନେଇ ଏଭଳି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ…
Read More...

ଓସିଏ ନିର୍ବାଚନ: ଆସିଲା ଚୁଡାନ୍ତ ପ୍ରାର୍ଥୀ ତାଲିକା

କଟକ: ଓଡିଶା କ୍ରିକେଟ ଆସୋସିଏନ (ଓସିଏ) ନିର୍ବାଚନ ପାଇଁ ଆସିଲା ଚୁଡାନ୍ତ ପ୍ରାର୍ଥୀ ତାଲିକା । ମୋଟ ୧୧ ପ୍ରାର୍ଥୀ ନିର୍ବାଚନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଚୁଡାନ୍ତ ତାଲିକାରୁ ଜଣେ ପ୍ରାର୍ଥୀ ବାଦ ପଡିଛନ୍ତି ।…
Read More...

ହରିୟାଣା ବିଧାନସଭା ନିର୍ବାଚନ: ୨୨ ପ୍ରାର୍ଥୀଙ୍କ ସୂଚୀ ପ୍ରଦାନ କଲା ଆପ୍‌

ଚଣ୍ଡିଗଡ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ୍) ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୨୨ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ହରିୟାଣା ରାଜ୍ୟ ଆପ୍‌ ଅଧ୍ୟକ୍ଷ ନବୀନ…
Read More...

ଆରମ୍ଭ ହେଲା ମୋଦୀ-ଟ୍ରମ୍ପଙ୍କ ମେଗା କାର୍ଯ୍ୟକ୍ରମ ‘ହାଓଡି ମୋଦୀ’

ହଷ୍ଟନ : ଆଜି ଆମେରିକାର ଟେକ୍ସାସ ରାଜ୍ୟର ହଷ୍ଟନ ସହରରେ ବହୁପ୍ରତିକ୍ଷୀତ ମେଗା କାର୍ଯ୍ୟକ୍ରମ ହାଉଡି ମୋଦୀ ଆରମ୍ଭ ହୋଇଯାଇଛି । ପ୍ରଥମେ ଶିଖମାନଙ୍କ ପବିତ୍ର ଗୁରୁବାଣୀ ପ୍ରାର୍ଥନା ସହ ଏହା ଆରମ୍ଭ ହୋଇଛି ।ଏହାର…
Read More...

ବିନା ପାରିଶ୍ରମିକରେ ସେବା ଯୋଗାଇବେ ବିଜେଡି ପରାମର୍ଶଦାତା

ଭୁବନେଶ୍ଵର : ରାଜ୍ୟବାସୀଙ୍କ ପାଇଁ ବିନା ପାରିଶ୍ରମିକରେ ସେବା ଯୋଗାଇବେ ବୋଲି ଆଜି ବିଜେଡି ପରାମର୍ଶଦାତାମାନେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ପରାମର୍ଶଦାତାମାନେ ସୂଚନା ଦେଇଛନ୍ତି। ରାଜ୍ୟରେ…
Read More...