ନର୍ସ ନିହାରିକା ହତ୍ୟା ମାମଲା:ତିନି ଦିନିଆ ରିମାଣ୍ଡରେ ଯିବ ରାଜା

ଜଗତସିଂହପୁର : ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେବ ପୁଲିସ୍। ଏଥିପାଇଁ ଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି…
Read More...

ଜାମ୍ମୁ-କାଶ୍ମୀରରେ ବନ୍ଦ ପଡିଥିବା ୫୦ ହଜାର ହିନ୍ଦୁ ମନ୍ଦିରର ହେବ ସର୍ଭେ

ବେଙ୍ଗାଲୁରୁ :ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଉ ଏକ ବଡ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ସେଠାରେ ବନ୍ଦ ପଡିଥିବା ହିନ୍ଦୁ ସ୍କୁଲ ଏବଂ ମନ୍ଦିରଗୁଡିକୁ ନେଇ ଏକ ସର୍ଭେ କରିବାକୁ…
Read More...

ଏଣିକି ଗୋଟିଏ କାର୍ଡରେ ଆଧାର, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ!

ନୂଆଦିଲ୍ଲୀ: ଆଧାର କାର୍ଡ, ପାସପୋର୍ଟ, ପାନ୍‌, ଡ୍ରାଇଭିଂ ଲାଇସେନ୍ସ ଓ ବ୍ୟାଙ୍କ ଖାତା ଭଳି ତମାମ ପରିଚୟପତ୍ର ଏକାସଙ୍ଗରେ ରଖିବାରେ ଆପଣ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେଉଥିବେ। ହେଲେ ଏହି ଏକାଧିକ ପରିଚୟପତ୍ର ରଖିବା…
Read More...

ତିହାର ଜେଲରେ ଚଦାମ୍ବରମଙ୍କୁ ଭେଟିଲେ ସୋନିଆ ଓ ମନମୋହନ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚଦାମ୍ବରମ ଏବେ ତିହାର ଜେଲରେ ରହିଛନ୍ତି। ତାଙ୍କ ସହ ପୂରା ଦଳ ରହିଛି ବୋଲି ଦେଖାଇବା ପାଇଁ ଆଜି କଂଗ୍ରେସର ଅନ୍ତରୀଣ…
Read More...

ପିଆଜ ଦର ୭୦ ଛୁଇଁଲା

ନୂଆଦିଲ୍ଲୀ: ପୁଣି କନ୍ଦେଇଛି ପିଆଜ। ଦେଶରେ ଏବେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ଛୁଇଁଥିବା ଜଣାପଡ଼ିଛି। ଦିଲ୍ଲୀ ଏନସିଆର ବଜାରରେ ପିଆଜ ଦର ୬୦ରୁ ୭୦ ଟଙ୍କା କିଲୋ ପ୍ରତି ରହିଥିବା ବେଳେ ମଣ୍ଡିରେ ହୋଲସେଲ ଦର ୩୫-୪୫ ଟଙ୍କା…
Read More...

ପୁଣି ଦକ୍ଷିଣ କୋରିଆ କରିବ ଓଡ଼ିଶାରେ ପୁଞ୍ଜି ନିବେଶ !

ଭୁବନେଶ୍ୱର :ଓଡ଼ିଶାରେ ପୁଣି ପୁଞ୍ଜି ନିବେଶ କରିବାକୁ ମନ ବଳାଇଛି ଦକ୍ଷିଣ କୋରିଆ । ଆଜି ଏନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜି…
Read More...

ଆସାମରେ ବସ-ମିନିବସ ମୁହାଁମୁହିଁ; ୧୦ ମୃତ, ୪୦ ଆହତ

ଦିବୃଗଡ:ଆସାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ ଓ ମିନିବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ପ୍ରାଣ ହରାଇଛନ୍ତି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।…
Read More...

ପୁଣିଥରେ ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ : ସୁନାଦର ଆଜି ୧୦ ଗ୍ରାମ ପିଛା ୧୩୦ ଟଙ୍କା ବୃଦ୍ଧି ପାଇ ୩୮,୯୬୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୯୦୦ ଟଙ୍କା ବୃଦ୍ଧି ପାଇ ୪୭,୯୯୦ ଟଙ୍କାରେ ପହଞ୍ଚିଛି । ଗତ ଶନିବାରଦିନ ମଧ୍ୟ…
Read More...

ରାଜନୀତିରେ ଦୌଡ଼ରାଣୀ !

ଭୁବନେଶ୍ବର: ଓଡିଶାର ଦୌଡ଼ରାଣୀ ବୋଲି କୁହାଯାଉଥିବା ଦୂତୀ ଚାନ୍ଦ ରାଜନୀତିରେ ପ୍ରବେଶ କରିବେ ବୋଲି ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ରାଜନୀତି ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି । ଏନେଇ ଖୋଦ୍…
Read More...