National ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି OPA Sep 16, 2019 0 ହାଇଦ୍ରାବାଦ :ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଅଚେତ ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦ!-->… Read More...
Odisha ସରକାରୀ କ୍ୱାର୍ଟର ଛାଡ଼ିବାକୁ ପୂର୍ବତନ ବିଧାୟକଙ୍କୁ ନୋଟିସ୍ OPA Sep 16, 2019 0 ଭୁବନେଶ୍ୱର: ସରକାରୀ କ୍ୱାର୍ଟର ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶରେ ଘର ଛାଡ଼ିବାକୁ ନୋଟିସ୍ ଜାରି କରାଯାଇଛି । ସୋମବାର ବାଚସ୍ପତି କହିଛନ୍ତି ଯେ, ବହୁ!-->… Read More...
National ଶ୍ରୀନଗର ଯିବେ ପ୍ରଧାନ ବିଚାରପତି OPA Sep 16, 2019 0 ନୂଆଦିଲ୍ଲୀ: ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶ୍ରୀନଗର ଗସ୍ତ କରିବେ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକାଧିକ ପିଟିଶନର ସୋମବାର ଶୁଣାଣି ବେଳେ ସେଠାକାର!-->… Read More...
National ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ OPA Sep 16, 2019 0 ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ କାଶ୍ମୀର ସ୍ଥିତି ବାବଦରେ ଜଣାଇଥିଲେ । ଏହାସହ ଉଭୟଙ୍କ!-->… Read More...
National ଏହି ଟ୍ରେନରେ ରହିବ ମୁଭି କୋଚ୍, ମିଳିବ ସିନେମା ଦେଖିବାର ସୁବିଧା OPA Sep 16, 2019 0 ନୂଆଦିଲ୍ଲୀ: ଆଗାମୀ ଅକ୍ଟୋବର ମାସରୁ ଭାରତରର ପ୍ରଥମ ଘରୋଇ ଟ୍ରେନ ତେଜସ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବ। ଦୁଇଟି ତେଜସ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବ। ଏଥିମଧ୍ୟରୁ ଗୋଟିଏ ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଚଳାଚଳ କରିବ ଏବଂ!-->… Read More...
Odisha ଫ୍ଲାଏ ଓଭର ଉପରେ ଯିବ ଭୁବନେଶ୍ୱର-କଟକ ବସ, ନିୟମ ଉଲ୍ଲଂଘନ କଲେ ଜରିମାନା OPA Sep 16, 2019 0 ଭୁବନେଶ୍ୱର: ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଟ୍ରାଫିକ୍ ନିୟମରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ତେବେ ସୋମବାର ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ବସ୍ ଆଉ ଫ୍ଲାଏ ଓଭର ତଳେ ଯାଇ ପାରିବ ନାହିଁ!-->… Read More...
Odisha ଲାଞ୍ଚ ନେଲେ; ଚାକିରିରୁ ନିଲମ୍ବିତ ହେଲେ ବୈପାରୀଗୁଡାର ସିଡିପିଓ OPA Sep 16, 2019 0 କୋରାପୁଟ: ଲାଞ୍ଚ ମାଗିବା ଅଭିଯୋଗରେ ଆଜି ବୈପାରୀଗୁଡାର ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜରଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି!-->… Read More...
Odisha ବାଣୀବିହାରରେ ତାତିଲେ ଛାତ୍ରଛାତ୍ରୀ: କୁଳପତିଙ୍କ ଅଫିସରେ ତାଲା OPA Sep 16, 2019 0 ଭୁବନେଶ୍ୱର: ୧୦ ଦଫା ସମ୍ବଳିତ ଦାବି ଉଠାଇ ସୋମବାର ପୂର୍ବାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିସର ମଧ୍ୟସ୍ଥ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।କେତେକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ!-->!-->!-->… Read More...
National ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୪ ଭାରତୀୟ ଯବାନ ଆହତ OPA Sep 16, 2019 0 ଜମ୍ମୁ ଓ କଶ୍ମୀର:ଜମ୍ମୁ ଓ କଶ୍ମୀରର ପୁଞ୍ଛ ଜିଲ୍ଲାରେ ଥିବା ବାଲାକୋଟ ସେକ୍ଟର୍ରେ ପାକିସ୍ତାନୀ ସେନା ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି । ବିପୁଳ ଗୁଳି ଓ ମୋର୍ଟାର୍ ମାଡ଼ କରାଯାଇଛି । ଭାରତୀୟ ସେନା ମଧ୍ୟ!-->… Read More...
Odisha କୁଣ୍ଡଳୀ ଜଙ୍ଗଲରୁ ମୃତ କଲରାପତ୍ରିଆ ଉଦ୍ଧାର OPA Sep 16, 2019 0 କଟକ: ସୋମବାର ସକାଳେ ଆଠଗଡ଼ ରେଞ୍ଜ୍ ଅନ୍ତର୍ଗତ ତିଗିରିଆର ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ଗୋଟାଏ ମୃତ କଲରାପତ୍ରିଆକୁ ଅଣାଯାଇ ତିଗିରିଆ ଫରେଷ୍ଟ୍ ଅଫିସ୍ରେ ରଖାଯାଇଛି।ଶୁଣିବାକୁ ମିଳୁଛି, ଗତକାଲି ବନବିଭାଗ!-->!-->!-->… Read More...