ଚାଷୀ ତିଆରି କଲେ ବିନା ପେଟ୍ରୋଲ ଯୁକ୍ତ କିଷାନ୍ ବାଇକ୍

ବୌଦ୍ଧ :ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ନିଦ ହଜିଯାଇଛି । ଆଇନ ଉଂଲ୍ଲଘନ କଲେ ମୋଟା ଅଙ୍କର ଅର୍ଥ ଜରିମାନା ଦେବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବୌଦ୍ଧ ଜିଲ୍ଲା ବାମଣ୍ଡା ଗ୍ରାମର ଚାଷୀ ଦିଲୀପ ମହାପାତ୍ର…
Read More...

ଚର୍ଚ୍ଚାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ବିଗତ ୪୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ହେଉଛନ୍ତି ରାଜ୍ୟର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଯିଏ କି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହୋଇଛନ୍ତି।…
Read More...

ସମ୍ବଲପୁରରେ ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ

ସମ୍ବଲପୁର : ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସର ସଂଘ ଚାଳକ ମୋହନ ଭାଗବତ ୨ ଦିନିଆ ଗସ୍ତରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି। ସୋମବାର ସେ ଶାସନସ୍ଥିତ ବୈଦିକ ଇଣ୍ଟରନେସନାଲ ସ୍କୁଲରେ ଚାଲିଥିବା ସଂଘର ତାଲିମ ଶିବିରରେ…
Read More...

ପୂର୍ବତନ ମୁଖ୍ୟ ଶାସନ ସଚିବ ନଳିନୀକାନ୍ତ ପଣ୍ଡାଙ୍କ ପରଲୋକ

ଭୁବ‌ନେଶ୍ୱର : ପୂର୍ବତନ ମୁଖ୍ୟ ଶାସନ ସଚିବ ନଳୀନିକାନ୍ତ ପଣ୍ଡାଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ…
Read More...

ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ମୋଦୀଙ୍କ ସାଙ୍ଗରେ ରହିବେ ଟ୍ରମ୍ପ

ୱାଶିଂଟନ: ଆମେରିକାରେ ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ । ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଉପସ୍ଥିତ ରହିବା ନେଇ ପୂର୍ବରୁ…
Read More...

ନନ୍ଦନକାନନରେ ‘ହରପିସ୍’ ଭାଇରସ୍ ଭୟ: ସ୍ଥାନାନ୍ତର କରାଯିବ ୬ ହାତୀ

ଭୁବନେଶ୍ୱର:ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୃତ୍ୟୁ ହୋଇଥିବା ଏକ ପୁରୁଷ ହାତୀ ଚନ୍ଦର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଚନ୍ଦନ ହରପିସ୍‌ ଭୂତାଣୁ ଯୋଗୁଁ ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଛି । ସେପଟେ ଅନ୍ୟ…
Read More...

ମହିଳାଙ୍କ ପେଟରୁ ବାହାର କରାଗଲା ୭ କିଲୋର ଟ୍ୟୁମର

କୋଏମ୍ବାଟୁର: ତାମିଲନାଡୁର କୋଏମ୍ବାଟୁରରେ ଏକ ଡାକ୍ତରୀ ଟିମ ବିରଳ ଅସ୍ତ୍ରୋପଚାର କରିଛନ୍ତି । ଡାକ୍ତରୀ ଟିମ ଜଣେ ୫୬ ବର୍ଷୀୟ ମହିଳାଙ୍କ ପେଟରୁ ୭ କିଲୋର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି । ଗର୍ଭ ଜନିତ ସମସ୍ୟା…
Read More...

ସୁନ୍ଦରଗଡରେ ୪୧ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ

ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାରେ ଧିରେ ଧିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ୪୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
Read More...

ବିସ୍ମୟ ବାଳକ ବିରଜା, ଅନର୍ଗଳ ଗାଉଛି ଭାଗବତ

ଯାଜପୁର: ‘ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ; ସେ ମକରନ୍ଦ ପାନ କରି, ହେଳେ ତରିଲେ ବ୍ରଜ ନାରୀ ।’ ଏହି ପଂକ୍ତିଟି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର । ଘରେ ଘରେ ପରିଚିତ ଏହି ଓଡ଼ିଆ…
Read More...

ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ: ମନ୍ତ୍ରୀ

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତ୍ୟାରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ।…
Read More...