ସୁଲଭ ଗୃହ ନିର୍ମାଣ ଲାଗି ରିହାତି ଦରରେ ଋଣ ପ୍ରଦାନ କରାଯିବ : ସୀତାରମଣ

ନୂଆଦିଲ୍ଲୀ : ଅର୍ଥନୀତିରେ ସୁଧାର ଆଣିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହନିର୍ମାଣ କ୍ଷେତ୍ରରେ କେତେକ ପଦକ୍ଷେପ ଘୋଷଣା କରିଛନ୍ତି । ଗୃହନିର୍ମାଣ କ୍ଷେତ୍ରରେ ଋଣ ପ୍ରଦାନକୁ ସୁଗମ କରିବା ଓ ଚାହିଦା ସୃଷ୍ଟି…
Read More...

ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଥାନା ଅଧିକାରୀଙ୍କ ସହ କଥା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା ଭବନରୁ ରାଜ୍ୟର ସମସ୍ତ ୬୩୫ ଥାନା ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ମୋ ସରକାର କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗର ଗୁଡିକ ସମ୍ପର୍କରେ…
Read More...

ହିନ୍ଦୀ ଦିବସରେ ଶୁଭକାମନା ଜଣାଇଲେ ଅମିତ ଶାହା

ନୂଆଦିଲ୍ଲୀ:ସମ୍ପୂର୍ଣ୍ଣ ଭାରତବାସୀଙ୍କ  ଆଜି ହିନ୍ଦୀ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦେଶ ତଥା ଦେଶବାସୀଙ୍କୁ ଏକାଠି କରିବା ସହ ହିନ୍ଦୀ ଉପଲବ୍ଧିକୁ ଜୋର ଦେଇ ଆଜି ଅମିତ ଶାହା କହିଛନ୍ତିି…
Read More...

ଭାରତୀୟ ସେନା ଗୁଳିରେ ୨ ପାକ୍ ସୈନିକ ନିପାତ

ନୂଆଦିଲ୍ଲୀ:ପାକିସ୍ତାନ ସେନାକୁ ଯୋରଦାର ଝଟକା ଲାଗିଛି । ପାକ୍ ସେନା ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କରିବା ବେଳେ ଭାରତୀୟ ସେନା କଡା ଜବାବ ଦେଇଛି । ଏଥିରେ ୨ଜଣ ପାକ୍ ବର୍ଡର ଆକ୍ସନ ଟିମର ବା ବାଟ୍ ଯବାନ ନିପାତ…
Read More...

ବିଜେପିର ସେବା ସପ୍ତାହ ଆରମ୍ଭ

ଭୁବନେଶ୍ୱର:ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସେବା ସପ୍ତାହ ଆଜି ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଆସନ୍ତା…
Read More...

ଯୁକ୍ତ ୩ରେ ପ୍ରତି ସେମିଷ୍ଟର ପାଇଁ ହେବନି ଫର୍ମ ପୂରଣ, ପରୀକ୍ଷାର୍ଥୀଙ୍କୁ ଥରେ ଦିଆଯିବ ଆଡମିଟ୍‌ କାର୍ଡ

ଭୁବ‌ନେଶ୍ବର : ଏଣିକି ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ଆଉ ପ୍ରତି ସେମିଷ୍ଟର ପରୀକ୍ଷା ଲାଗି ଫର୍ମ ପୂରଣ କରିବାକୁ ପଡ଼ିବନି। ନାମଲେଖା/ପୁନଃନାମଲେଖା ସମୟରେ କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କଠାରୁ ପରୀକ୍ଷା ଫି’ ଆଦାୟ କରିବେ।…
Read More...

ଖୁବ୍ ଶୀଘ୍ର ନୂଆ ସଂସ୍କୃତି ଓ ଐତିହ୍ୟ ନୀତି

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଏକ ବୈଠକ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ନୀତିରେ ବିଶେଷ କରି ଭବିଷ୍ୟତ ଦୃଷ୍ଟି, ଆଭିମୁଖ୍ୟ, କଳା ଓ…
Read More...

ବିଭିନ୍ନ ସଂସଦୀୟ କମିଟିରେ ଓଡ଼ିଶାର ସାଂସଦମାନଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ଓଡ଼ିଶାର ସାଂସଦମାନଙ୍କୁ ବିଭିନ୍ନ ସଂସଦୀୟ କମିଟିରେ ସ୍ଥାନ ମିଳିଥିବା ଜଣାଯାଇଛି । ତାହା ଅନୁଯାୟୀ ଜୟନ୍ତ ସିହ୍ନାଙ୍କ ନେତୃତ୍ୱାଧୀନ ଫାଇନାନ୍ସ କମିଟିରେ ସ୍ଥାନ ପାଇଲେ ସାଂସଦ ପିନାକୀ ମିଶ୍ର ଓ…
Read More...

ଏମ୍‌ସରେ ଝାଡୁ ମାରୁଥିବାର ନଜର ଆସିଲେ ଶାହା ଓ ନଡ୍ଡା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଶନିବାର ଠାରୁ ସେବା ସପ୍ତାହ ଭାବେ ପାଳନ କରୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପୂର୍ବାହ୍ଣରେ ଦିଲ୍ଲୀସ୍ଥିତ ଅଖିଳ…
Read More...

ପୁଲିସ୍‌ ଗୁଳିରେ କୁଖ୍ୟାତ ଅପରାଧୀ କୋକୋ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍‌ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍‌ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି…
Read More...